ରୁଷୀୟ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ, ୨୯ ମୃତ

ରୁଷ : କ୍ରିମିଆରେ ରୁଷୀୟ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ୨୯ ଜଣଙ୍କର ମୃତ୍ୟୁ ହୋଇଛି । TASS ବୁଧବାର ରିପୋର୍ଟ ଅନୁସାରେ, ବିମାନରେ ୨୩ ଜଣ ଯାତ୍ରୀ ଏବଂ ଛଅ ଜଣ କ୍ରୁ ସଦସ୍ୟ ଥିଲେ । ରୁଷୀୟ ଆଣ୍ଟୋନୋଭ-୨୬ ସେନା ବିମାନ କ୍ରିମିଆ ଉପଦ୍ୱୀପ ଉପରେ ଯାଉଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯାହା ଫଳରେ ୨୯ ଜଣଙ୍କର ମୃତ୍ୟୁ ହୋଇଥିଲା । ରୁଷୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ଘଟଣା ସମ୍ପର୍କରେ କହିଛି ଯେ, ମାର୍ଚ୍ଚ ୩୧ […]

Read More Text.
Surat

କଲୋନୀରେ ନିଆଁ ଲାଗି ଗୋଟିଏ ପରିବାରର ୫ ଜୀବନ୍ତ ଦଗ୍ଧ

ସୁରତ : ଗୁଜରାଟ ସୁରତ ଜିଲ୍ଲାରେ ଲିମ୍ବାୟତ ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ । ଏକ କଲୋନୀରେ ନିଆଁ ଲାଗିବା ଯୋଗୁଁ ଗୋଟିଏ ପରିବାରର ୫ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ସୂଚନା ମିଳିବା ପରେ ପୋଲିସ ଏବଂ ଅଗ୍ନିଶମ ଟିମ୍ ନିଆଁକୁ ଆୟତ୍ତ କରିଛନ୍ତି । ପୋଲିସ ସମସ୍ତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଖବର ମୁତାବକ, ସୁରତ ଜିଲ୍ଲାର ଲିମ୍ବାୟତ ପୋଲିସ ଷ୍ଟେସନ ଅନ୍ତର୍ଗତ ଏକ କଲୋନୀରେ ଥିବା ଏକ ଘରେ […]

Read More Text.

ନାଳନ୍ଦା ଶୀତଳା ମନ୍ଦିରରେ ଦଳାଚକଟା: ୮ ମୃତ, ଅନେକ ଶ୍ରଦ୍ଧାଳୁ ଆହତ

ବିହାର : ବିହାର ନାଳନ୍ଦାରେ ଥିବା ଏକ ମନ୍ଦିରରେ ସକାଳୁ ସକାଳୁ ଦଳାଚକଟା ଯୋଗୁଁ ୮ ଜଣ ଶ୍ରଦ୍ଧାଳୁଙ୍କ ଜୀବନ ଚାଲିଯାଇଛି । ଦଳାଚକଟାରେ ଅନେକ ଲୋକ ଆହତ ହୋଇଛନ୍ତି । ଆଗକୁ ମୃତକଙ୍କ ସଂଖ୍ୟା ବଢିପାରେ । ଖବର ମୁତାବକ, ନାଳନ୍ଦାରେ ଥିବା ମଘଡା ଶୀତଳା ମନ୍ଦିରରେ ସକାଳୁ ସକାଳୁ ଭିଡ଼ ଯୋଗୁଁ ଦଳାଚକଟା ସ୍ଥିତି ଦେଖାଦେଇଥିଲା । ଦଳାଚକଟାରେ ୮ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଘଟଣା ପରେ ଉଦ୍ଧାର […]

Read More Text.
Visakhapatnam

ପ୍ରେମିକାଙ୍କୁ ହତ୍ୟା ପରେ ଖଣ୍ଡ ଖଣ୍ଡ କରି ଫ୍ରିଜରେ ରଖିଲେ ନେଭି ଅଫିସର

ବିଶାଖାପାଟଣା : ଦିଲ୍ଲୀ ଶ୍ରଦ୍ଧା ୱାକର ହତ୍ୟାକାଣ୍ଡର ରିପିଟ୍ । ବିଶାଖାପାଟଣାରେ ଜଣେ ବିବାହିତ ନୌସେନା କର୍ମଚାରୀ ନିଜ ପ୍ରେମିକାଙ୍କୁ ହତ୍ୟା କରିବା ପରେ ଖଣ୍ଡ ଖଣ୍ଡ କରି ଫ୍ରିଜରେ ରଖିଥିଲେ । ମୃତଦେହର କିଛି ଅଂଶ ଫ୍ରିଜରୁ ଉଦ୍ଧାର କରିଛି ପୋଲିସ । କିନ୍ତୁ ଏପର୍ଯ୍ୟନ୍ତ ମୁଣ୍ଡ ମିଳିନି । INS ଦେଗାରେ ନୌସେନା ଟେକ୍ନିସିଆନ୍ ଭାବେ କାର୍ଯ୍ୟରତ ଅଭିଯୁକ୍ତ ଚିନ୍ତାଡା ରବୀନ୍ଦ୍ର ବିଶାଖାପାଟଣାର ଏଲ.ଭି. ନଗରସ୍ଥିତ ବାସଭବନରେ ରହୁଥିଲେ । ରବୀନ୍ଦ୍ରଙ୍କ ପତ୍ନୀ ନିଜ ବାପଘରକୁ […]

Read More Text.

ତୈଳ ସଙ୍କଟକୁ ଦୃଷ୍ଟିରେ ରଖି ପାକିସ୍ତାନରେ ୨ ଦିନିଆ ଲକ୍ ଡାଉନ୍ ଘୋଷଣା

ପାକିସ୍ତାନ : ପାକିସ୍ତାନରେ ବଢୁଥିବା ତୈଳ ସଙ୍କଟକୁ ଦୃଷ୍ଟିରେ ରଖି ସରକାର ୨ ଦିନିଆ ଲକ୍ ଡାଉନ୍ ଘୋଷଣା କରିଛନ୍ତି ।  ଶନିବାର ଏବଂ ରବିବାର ଲକଡାଉନ୍ ନିଷ୍ପତ୍ତି ନେଇଛନ୍ତି ସରକାର ।  ଏହି ଲକଡାଉନ ସମୟରେ ସମୟରେ ବଜାର, କାରଖାନା ଏବଂ ରାସ୍ତା ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିବାବେଳେ ହସ୍ପିଟାଲ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସେବା କେନ୍ଦ୍ରଗୁଡିକ କାର୍ଯ୍ୟକ୍ଷମ ରହିବ । ସୂଚନାନୁଯାୟୀ, ଲକଡାଉନ୍ ଶନିବାର ଦିନ ୧୨ଟାରୁ ରବିବାର ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ […]

Read More Text.

ଆମେରିକାରେ ଟ୍ରମ୍ପ ସରକାରଙ୍କ ବିରୋଧରେ ବିଦ୍ରୋହ

ନୂଆଦିଲ୍ଲୀ: ଆମେରିକାରେ ଟ୍ରମ୍ପ ସରକାରଙ୍କ ବିରୋଧରେ ବିଶାଳ ବିଦ୍ରୋହ ।  ଆମେରିକାର ସମସ୍ତ ୫୦ ରାଜ୍ୟରେ ଟ୍ରମ୍ପ ସରକାରଙ୍କ ବିରୋଧରେ ଲକ୍ଷ ଲକ୍ଷ ଲୋକ ରାସ୍ତାକୁ ଓହ୍ଲାଇଛନ୍ତି। “ନୋ କିଙ୍ଗସ୍” ଶୀର୍ଷକ ଏହି ବିକ୍ଷୋଭ ପ୍ରଦର୍ଶନରେ ପ୍ରାୟ ୮୦ ରୁ ୯୦ ଲକ୍ଷ ଲୋକ ସାମିଲ ହୋଇଥିଲେ। ସାନ୍-ଫ୍ରାନ୍ସିସ୍କୋର ସମୁଦ୍ର କୂଳରେ ହଜାର ହଜାର ଲୋକ ଏକାଠି ହୋଇ ବାଲି ଉପରେ ଟ୍ରମ୍ପ ଏବେ ବିଦା ହୁଅନ୍ତୁ ଲେଖି ନିଜ ଆକ୍ରୋଶ ପ୍ରକାଶ କରିଛନ୍ତି। ଇରାନ ବିରୁଦ୍ଧରେ […]

Read More Text.

ଉତ୍ତରପ୍ରଦେଶରେ ଜେୱାର ବିମାନବନ୍ଦରର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗରର ଜେୱାରରେ ଥିବା ନୋଏଡା  ଅନ୍ତର୍ଜାତୀୟ ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟ ଉଦଘାଟନ କରିଛନ୍ତି ।  ପ୍ରଧାନମନ୍ତ୍ରୀ ମୋଦି ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର କର୍ଗେୋ ଟର୍ମିନାଲ ମଧ୍ୟ ଉଦଘାଟନ କରିଛନ୍ତି । ଏହା ବ୍ୟତୀତ ସେ ବିମାନବନ୍ଦରରେ MRO ସୁବିଧାର ଶିଳାନ୍ୟାସ ମଧ୍ୟ କରିଛନ୍ତି । ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର ଉଦଘାଟନ କରିବା ସହ ଉତ୍ତର ପ୍ରଦେଶକୁ ୫ମ ଅନ୍ତର୍ଜାତୀୟ ବିମାନବନ୍ଦର ମିଳିଛି । ଏହି ବିମାନବନ୍ଦର […]

Read More Text.

ଲଦାଖରେ ହିମସ୍ଖଳନ: ୭ ମୃତ, ୫ ଗୁରୁତର

ଲଦାଖ: ଲଦାଖରେ ବଡ ଧରଣର ହିମସ୍ଖଳନ। ଶ୍ରୀନଗର -ଲେହ ଜାତୀୟ ରାଜପଥରେ ଏକ ଭୟଙ୍କର ହିମସ୍ଖଳନ ହୋଇଛି । ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଏବେ ବି ବରଫ ଭିତରେ ବହୁ ଗାଡି ଫସି ରହିଛି। ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଥିବାରୁ ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା ରହିଛି । ଶ୍ରୀନଗର-ଲେହ ଜାତୀୟ ରାଜପଥର ଜୋଜିଲା ପାସ୍ ନିକଟରେ ଏହି ଅଘଟଣ ଘଟିଛି […]

Read More Text.

୨୩ଟି ଦେଶକୁ ମାଡ଼ିଲାଣି କରୋନା ଭୂତାଣୁର ନୂଆ ଭାରିଆଣ୍ଟ ‘ସିକାଡ଼ା’

ନୂଆଦିଲ୍ଲୀ: ପୁଣି ଫେରିଲା କରୋନା ଡର। ନୂଆ ଭାରିଆଣ୍ଟର ନାଁ ‘ସିକାଡ଼ା’। ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଠାବ ହୋଇଥିଲା । ବର୍ତ୍ତମାନ ୨୩ଟି ଦେଶକୁ ମାଡ଼ିଗଲାଣି । ବୈଜ୍ଞାନିକ ଏହାର ନାଁ BA.3.2 ବା ‘ସିକାଡ଼ା ରଖିଛନ୍ତି । ଏହା ଓମିକ୍ରନ୍ ପରିବାରର ଏକ ଅଂଶ। ଏଥିରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏହା ଉପରେ ନଜର ରଖିଛି । ‘ସିକାଡ଼ା’ ଏକ ପ୍ରକାରର ପୋକ। ଯିଏ ବହୁ ବର୍ଷ ଧରି […]

Read More Text.

ଲକଡାଉନ୍ ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ, ସ୍ପଷ୍ଟୀକରଣ ରଖିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ଲକଡାଉନ୍ ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ । ସରକାର ଦେଲେ ବଡ଼ ସ୍ପଷ୍ଟୀକରଣ । ଦେଶରେ ପୁଣିଥରେ ‘ଲକଡାଉନ୍’ ଲାଗୁ ହେବା ନେଇ ଚାଲିଥିବା ଚର୍ଚ୍ଚା ଉପରେ କେନ୍ଦ୍ର ସରକାର ନିଜର ନୀରବତା ଭାଙ୍ଗିଛନ୍ତି । କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ ସ୍ପଷ୍ଟ କରିଛନ୍ତି, ଲକଡାଉନ୍ ଲାଗୁ କରିବା ପାଇଁ ସରକାରଙ୍କ ପାଖରେ କୌଣସି ପ୍ରସ୍ତାବ ନାହିଁ। ଏହିସବୁ ଖବର ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ମିଥ୍ୟା। ବିଶ୍ୱ ସ୍ତରରେ ଯୁଦ୍ଧ ପରିସ୍ଥିତି ଲାଗି ରହିଥିବା ବେଳେ […]

Read More Text.