ଭାରତ-ପାକିସ୍ତାନ ବିବାଦରୁ ଶ୍ରେୟ ଖୋଜୁଛି ଆମେରିକା: ଟ୍ରମ୍ପ କହିଲେ-ପରମାଣୁ ଯୁଦ୍ଧ ରୋକିଦେଲୁ
ନୂଆଦିଲ୍ଲୀ : ଆମେରିକାର ଦୋମୁହାଁ ନୀତି କାହାକୁ ଅଛପା ନାହିଁ। ଦୁଇ ଦେଶ ମଧ୍ୟରେ ଯୁଦ୍ଧ କରାଇବା ଏବଂ ସେମାନଙ୍କୁ ଅସ୍ତ୍ରଶସ୍ତ୍ର ବିକି ନିଜେ ଫାଇଦା ଉଠାଇବା ହେଉଛି ଆମେରିକାର ପ୍ରବୃତ୍ତି। ଭାରତ-ପାକିସ୍ତାନ ବିବାଦରେ ବି ନିଜର ଫାଇଦା ଉଠାଇବାକୁ ଲାଗି ପଡ଼ିଛି ଆମେରିକା। ଯଦିଓ ଅସ୍ତ୍ରଶସ୍ତ୍ର ବିକିବା ଜରିଆରେ ନୁହେଁ, କିନ୍ତୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାଃବାଃ ନେବା ଲାଗି ଅହରହ ଉଦ୍ୟମ ଚଳାଇଛନ୍ତି। ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ହେବା ପରେ ତାହାର ଶ୍ରେୟ […]
Read More Text.