ଭାରତୀୟ ଯବାନଙ୍କୁ ହସ୍ତାନ୍ତର ପାଇଁ ମନା କଲା ପାକିସ୍ତାନ
ଭୁଲବଶତଃ ପାକିସ୍ତାନ ସୀମାରେ ପ୍ରବେଶ କରିଥିବା ବିଏସଏଫ ଯବାନ ପୁର୍ନମ ସାହୁଙ୍କୁ ବନ୍ଦୀ ରଖିଛି ପାକିସ୍ତାନ। ଭାରତକୁ ହସ୍ତାନ୍ତର କରିବାକୁ ପାକ୍ ରେଞ୍ଜର୍ସ ମନା କରିଦେଇଛନ୍ତି। ପଞ୍ଜାବର ଫେରୋଜପୁର ଅଞ୍ଚଳରେ ବାଟ ଭୁଲିଯାଇଥିବା କିଛି କୃଷକଙ୍କୁ ବାଟ ଦେଖାଇ ନେଉଥିବାବେଳେ ପୁର୍ନମ ପାକ୍ ସୀମା ଭିତରକୁ ପଶିଯାଇଥିଲେ। ପାକିସ୍ତାନୀ ସୈନ୍ୟମାନେ ତାଙ୍କୁ ଗିରଫ କରିଥିଲେ। ଏହା ପରେ ବିଏସଏଫ ପକ୍ଷରୁ ପାକ୍ ରେଞ୍ଜର୍ସଙ୍କ ସହିତ ଅନେକ ଥର ଯୋଗାଯୋଗ କରାଯିବା ସହ ବୈଠକ ପାଇଁ କୁହାଯାଇଥିଲେ ମଧ୍ୟ […]
Read More Text.