ଆଇଆଇଟି ବମ୍ବେରେ ପରିଚୟ ଲୁଚାଇ ୧୪ ଦିନ ରହିଲେ ନକଲି ଛାତ୍ର
ମୁମ୍ବାଇ: ନିଜକୁ ଆଇଆଇଟି ବମ୍ବେର ଛାତ୍ର ବୋଲି ଉପସ୍ଥାପନ କରି କଲେଜ କ୍ୟାମ୍ପସ୍ରେ ରହିଥିବା ଜଣେ ୨୨ ବର୍ଷୀୟ ଯୁବକଙ୍କୁ ଗତ ସପ୍ତାହରେ ଗିରଫ କରାଯାଇଥିଲା। ଏବେ ତାଙ୍କୁ ଜେରା କରିବାରୁ ନୂଆ ନୂଆ ତଥ୍ୟ ସବୁ ହସ୍ତଗତ ହେବାରେ ଲାଗିଛି। ଛାତ୍ର ରୂପଧାରୀ ନକଲି ଯୁବକ ଜଣକ ହେଉଛନ୍ତି ବିଲାଲ ଅହମଦ ତେଲି। ଘଟଣା ସଂପର୍କରେ ଜୁନ ୨୬ ତାରିଖରେ ଜାଣିବାକୁ ମିଳିଲା। ବିଲାଲଙ୍କୁ ସୋଫାରେ ଶୋଇଥିବାର ଦେଖି ଆଇଆଇଟି-ବମ୍ବେର ଜଣେ କର୍ମଚାରୀଙ୍କ ମନରେ ସନ୍ଦେହ […]
Read More Text.