Murder case 1 300x169

ଟଙ୍କା ପାଇଁ ପ୍ରେମିକ ସହ ମିଶି ବାପା-ମା’ ଓ ସାନ ଭଉଣୀଙ୍କୁ ହତ୍ୟା

ବେଙ୍ଗାଲୁରୁ : ଜଣେ ମହିଳା ତା’ର ପ୍ରେମିକ ସହ ମିଶି ବାପା, ମା’ ଓ ଭଉଣୀଙ୍କୁ ହତ୍ୟା କରିଛନ୍ତି। ହତ୍ୟାର ଶିକାର ବ୍ୟକ୍ତି ବିଶେଷ ହେଲେ ବେଙ୍ଗାଲୁରୁର ଆରକେ ପୁରମ୍‌ ଅଞ୍ଚଳର ସୋମାସୁନ୍ଦର (୫୫), ମୁଟ୍ଟୁଲକ୍ଷ୍ମୀ (୪୮) ଓ ତାଙ୍କ ସାନଝିଅ ସୁପ୍ରିୟା (୨୦)। ସୋମାସୁନ୍ଦର ଓ ମୁଟ୍ଟୁଲକ୍ଷ୍ମୀଙ୍କ ବଡ ଝିଅ ଶ୍ବେତା ଓ ତାଙ୍କ ପ୍ରେମିକ କେନେଥ ସହ ମିଶି ଏହି ହତ୍ୟାକାଣ୍ଡ ଘଟାଇଛନ୍ତି। ଶ୍ବେତା ଓ କେନେଥ ବିଭିନ୍ନ ବ୍ୟାଙ୍କରୁ ବିପୁଳ ଋଣ କରିଥିଲେ। […]

Read More Text.
Geroge kurian

ଇସ୍ତଫା ଦେଲେ କେନ୍ଦ୍ରମନ୍ତ୍ରୀ ଜର୍ଜ କୁରିଆନ, ସରିଲା ରାଜ୍ୟସଭା କାର୍ଯ୍ୟକାଳ

ନୂଆଦିଲ୍ଲୀ : ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଜର୍ଜ କୁରିଆନ୍ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେବା ପରେ ସେ କେନ୍ଦ୍ର ମନ୍ତ୍ରୀ ପରିଷଦରୁ ଓହରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁପାରିଶ କ୍ରମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର ଇସ୍ତଫାକୁ ଗ୍ରହଣ କରିଛନ୍ତି । ମଧ୍ୟପ୍ରଦେଶରୁ ପ୍ରତିନିଧିତ୍ୱ କରୁଥିବା ଜର୍ଜ କୁରିଆନଙ୍କ ରାଜ୍ୟସଭା ସଦସ୍ୟତା ଗତ ୨୧ ତାରିଖରେ ଶେଷ ହୋଇଥିଲା । ଜୁନ୍ […]

Read More Text.
Image

୬୫ ସ୍ବତନ୍ତ୍ର ବ୍ୟକ୍ତିତ୍ବଙ୍କୁ ପଦ୍ମ ପୁରସ୍କାର, ୩ ଓଡ଼ିଆଙ୍କୁ ପଦ୍ମଶ୍ରୀ ସମ୍ମାନ

ନୂଆଦିଲ୍ଲୀ: ମଙ୍ଗଳବାର ରାଷ୍ଟ୍ରପତି ଭବନରେ ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ ବଭିନ୍ନ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ସ୍ବତନ୍ତ୍ର ବ୍ୟକ୍ତିତ୍ବଙ୍କୁ ଦିଆଯାଇଛି ପଦ୍ମ ସମ୍ମାନ। ୬୫ ଜଣ ବ୍ୟକ୍ତିତ୍ବଙ୍କୁ ମିଳିଛି ପଦ୍ମ ପୁରସ୍କାର। ସ୍ବତନ୍ତ୍ର ସମାରୋହରେ ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୨ ଜଣଙ୍କୁ ପଦ୍ମବିଭୂଷଣ, ୭ ଜଣଙ୍କୁ ପଦ୍ମଭୂଷଣ, ୫୬ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ବଲିଉଡ୍ କଣ୍ଠଶିଳ୍ପୀ ଅଲ୍‌କା ୟାଗନିକଙ୍କୁ ପଦ୍ମଭୂଷଣ ପ୍ରଦାନ କରାଯାଇଛି। ସେହିପରି ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେଲେ ୩ […]

Read More Text.
Qatar lng

କତାର LNG ଫ୍ୟାକ୍ଟ୍ରିବିସ୍ଫୋରଣରେ ୧୨ ଭାରତୀୟଙ୍କ ସମେତ ୧୩ ମୃତ

ନୂଆଦିଲ୍ଲୀ : କତାରରେ ଭୟାବହ ବିସ୍ଫୋରଣ । ୧୨ ଭାରତୀୟଙ୍କ ସମେତ ୧୩ ମୃତ୍ୟୁ ହୋଇଥିବା ବେଳେ ୬୬ ଆହତ ହୋଇଛନ୍ତି । ବୃହତ୍ତମ ଏଲଏନଜି ହବ୍ ‘ରସ ଲାଫାନ ଇଣ୍ଡଷ୍ଟ୍ରିଆଲ ସିଟି’ରେ ଥିବା ବାରଜାନ ସ୍ଥାନୀୟ ଗ୍ୟାସ ଯୋଗାଣ ପ୍ରତିଷ୍ଠାନରେ ଏକ ଭୟାବହ ବିସ୍ଫୋରଣ ଘଟିଥିଲା । ଘଟଣାକୁ ନେଇ ଭାରତୀୟ ଦୂତାବାସ ଚିନ୍ତା ପ୍ରକଟ କରିଛି । ରବିବାର ରାତି ପ୍ରାୟ ୧୦ଟା୩୦ରେ ଘଟିଥିବା ଏହି ଅଗ୍ନିକାଣ୍ଡ ଓ ବିସ୍ଫୋରଣରେ ୧୩ ଜଣ ପ୍ରାଣ ହରାଇଥିବା […]

Read More Text.
Telegram

ସ୍ୱାଭାବିକ ହେଲା ଟେଲିଗ୍ରାମ୍ ସେବା, VPN ବିନା ଚାଲିବ ଆପ୍

ନୂଆଦିଲ୍ଲୀ : ଭାରତର କୋଟି କୋଟି ଟେଲିଗ୍ରାମ୍ ୟୁଜର୍ସଙ୍କ ପାଇଁ ବଡ଼ ଆଶ୍ଵସ୍ତିକର ଖବର। ସାରା ଦେଶରେ ଟେଲିଗ୍ରାମ୍ ସେବା ପୁଣିଥରେ ସମ୍ପୂର୍ଣ୍ଣ ଭାବେ ସ୍ଵାଭାବିକ ହୋଇଛି। ଆଜି ଠାରୁ ବ୍ୟବହାରକାରୀମାନେ କୌଣସି VPN ବିନା ଆପ୍ କୁ ସହଜରେ ବ୍ୟବହାର କରିପାରୁଛନ୍ତି। NEET-UG ୨୦୨୬ ପୁନଃ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ଆଶଙ୍କା ଓ ସୁରକ୍ଷା କାରଣରୁ ଗତ ଜୁନ୍ ୧୬ରୁ ଜୁନ୍ ୨୨ ପର୍ଯ୍ୟନ୍ତ ସରକାର ଏହା ଉପରେ ସାମୟିକ ନିଷେଧାଦେଶ ଜାରି କରିଥିଲେ। ଯାହାର […]

Read More Text.
6a390839dff59 lucknow aliganj purnia fire coaching centre students trapped rescue operation 220228501 16x9 1 750x430

ଜଳିଗଲା କୋଚିଂ ସେଣ୍ଟର, ୧୪ ଛାତ୍ରଛାତ୍ରୀ ମୃତ, ମୃତକଙ୍କ ପରିବାରକୁ ୨ ଲକ୍ଷ କ୍ଷତିପୂରଣ ଘୋଷଣା

ଲକ୍ଷ୍ନୌ: ସୋମବାର ରାଜଧାନୀ ଲକ୍ଷ୍ନୌର ଆଲିଗଞ୍ଜର ପୁରୁଣାନିଆ ଅଞ୍ଚଳରେ ଘଟିଥିବା ଏକ ଭୟଙ୍କର ଅଗ୍ନିକାଣ୍ଡ ସମଗ୍ର ସହରକୁ ଚକିତ କରିଦେଇଛି। ଏହି ଦୁଃଖଦ ଘଟଣାରେ ଏପର୍ଯ୍ୟନ୍ତ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ବୟସ ୨୦ ରୁ ୨୪ ବର୍ଷ ମଧ୍ୟରେ ବୋଲି ଜଣାପଡିଛି। କୋଚିଂ ସେଣ୍ଟରରେ କୌଣସି କାରଣବଶତଃ ହଠାତ୍ ନିଆଁ ଲାଗିଯାଇଥିଲା ଏବଂ କିଛି ମିନିଟ୍ ମଧ୍ୟରେ ସମଗ୍ର କୋଠା ଧୂଆଁ ଏବଂ ନିଆଁରେ ଭର୍ତ୍ତି ହୋଇଯାଇଥିଲା। ଲୋକମାନେ ନିଜକୁ ବଞ୍ଚାଇବା […]

Read More Text.
Ayodhya ram mandir

ରାମ ମନ୍ଦିର ଦାନ ଅର୍ଥ ଚୋରି ମାମଲା: ହଟିଲେ ଗଣତିରେ ସାମିଲ ଥିବା ୪୦ କର୍ମଚାରୀ

ଅଯୋଧ୍ୟା : ଅଯୋଧ୍ୟା ରାମ ମନ୍ଦିରର ଦାନ ଅର୍ଥ ଚୋରି ମାମଲାରେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ବଡ଼ ପଦକ୍ଷେପ ନେଇଛି । ପ୍ରଭୁ ଶ୍ରୀରାମ ମନ୍ଦିର ଦାନ ହୋଇଥିବା ରାଶି ଚୋରି ମାମଲାରେ ୪୦ ଜଣଙ୍କୁ ହଟାଇ ଦିଆଯାଇଛି । ଏମାନେ ଦାନ ଅର୍ଥ ଗଣତିରେ ନିୟୋଜିତ ଥିଲେ । ବ୍ୟାଙ୍କ୍ ଓ ଟ୍ରଷ୍ଟ ପକ୍ଷରୁ ନୂଆ ଗଣତି କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଛି । ମାମଲାର ତଦନ୍ତ କରୁଥିବା SIT ଟିମ୍ ଦାନ ପେଟିରୁ ଟଙ୍କା […]

Read More Text.
Navy

ଭାରତୀୟ ନୌସେନାରେ ସାମିଲ ହେଲା ୩ ଯୁଦ୍ଧ ଜାହାଜ, ହସ୍ତାନ୍ତର କଲେ ମୋଦି

ନୂଆଦିଲ୍ଲୀ : ଭାରତୀୟ ନୌସେନାରେ ସାମିଲ ହେଲା ୩ ଯୁଦ୍ଧ ଜାହାଜ । INS ଅଗ୍ରୟ, INS ସଂଶୋଧନ ଏବଂ INS ଦୁନାଗିରିକୁ ଭାରତୀୟ ନୌସେନାକୁ ହସ୍ତାନ୍ତର କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଯାହା ଭାରତୀୟ ନୌସେନାର କାର୍ଯ୍ୟକ୍ଷମ କ୍ଷମତାକୁ ଆହୁରି ମଜବୁତ କରିବ । ପ୍ରଧାନମନ୍ତ୍ରୀ ମୋଦି କୋଲକାତାର ଏକ ବନ୍ଦରରେ କମିଶନିଂ ଉତ୍ସବରେ ଯୋଗ ଦେଇଛନ୍ତି । ଭାରତୀୟ ନୌସେନା ଅଧିକାରୀଙ୍କ ଉପସ୍ଥିତିରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ନୌସେନାରେ ସ୍ୱଦେଶୀ ଭାବରେ ଡିଜାଇନ୍ ଏବଂ […]

Read More Text.
Neet2

କଡ଼ା ସୁରକ୍ଷାରେ ସରିଲା NEET UG 2026 ପୁନଃ-ପରୀକ୍ଷା

ନୂଆଦିଲ୍ଲୀ : କଡ଼ା ସୁରକ୍ଷା ମଧ୍ୟରେ ସାରା ଦେଶରେ ଶେଷ ହେଲା NEET UG 2026 ପୁନଃ-ପରୀକ୍ଷା ।  ପେପର ଲିକ୍ ବିବାଦ ପରେ ପୁନଃ ପରୀକ୍ଷା ଦେଲେ ୨୨ ଲକ୍ଷରୁ ଅଧିକ ମେଡିକାଲ ଆଶାୟୀ ।  ଗତ ମେ ୩ ତାରିଖରେ ହୋଇଥିବା ପରୀକ୍ଷାରେ ପେପର ଲିକ୍ ଅଭିଯୋଗ ଆସିବା ପରେ, ଆଜି ସାରା ଦେଶରେ NEET UG 2026 ପୁନଃ-ପରୀକ୍ଷା ସଫଳତାର ସହ ଶେଷ ହୋଇଛି । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଏବଂ ଭାରତ ସରକାରଙ୍କ […]

Read More Text.
23009e21 e0a4 41d2 afa8 5f504ecbdc63 AP26162502155547

ପୁଣି ହର୍ମୁଜ ପ୍ରଣାଳୀକୁ ବନ୍ଦ କଲା ଇରାନ

ନୂଆଦିଲ୍ଲୀ : ହର୍ମୁଜ ପ୍ରଣାଳୀ ବନ୍ଦ ନେଇ ପୁଣି ଘୋଷଣା କଲା ଇରାନ। ଇରାନ-ଆମେରିକା ମଧ୍ୟରେ ଚୁକ୍ତିନାମା ପରେ ହର୍ମୁଜ ଖୋଲିଥିଲା ଇରାନ। ଏମୟୁ ଉଲ୍ଲଙ୍ଘନ ଅଭିଯୋଗ ଆଣି ହର୍ମୁଜକୁ ବନ୍ଦ କଲା ଇରାନ। ଲେବାନନ୍‌ ଉପରେ ଇସ୍ରାଏଲ୍‌ର ପୁଣି ଆକ୍ରମଣକୁ ବିରୋଧ କରି ଇରାନ ଏହି ଘୋଷଣା କରିଛି। ଇସ୍ରାଏଲ୍‌ ଆକ୍ରମଣରେ ୨୬ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି। ଯଦି ଆକ୍ରମଣ ଜାରି ରୁହେ ପରବର୍ତ୍ତୀ ପଦକ୍ଷେପ ନେଇ ଇରାନ ଚେତାବନୀ ଦେଇଛି। ଆମେରିକା […]

Read More Text.