ସ୍କୁଲରେ ଗୁଳିକାଣ୍ଡ, ୬ ମୃତ
ବ୍ୟାଙ୍କକ: ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକର ଏକ ସ୍କୁଲ ପରିସରରୁ ଏକ ଭୟଙ୍କର ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ୩ଜଣ ଶିକ୍ଷକ ଏବଂ ତିନି ଜଣ ଛାତ୍ରଙ୍କ ସମେତ ଅତି କମରେ ଛଅ ଜଣଙ୍କର ମୃତ୍ୟୁ ଘଟିଛି । ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ସୂଚନାନୁଯାୟୀ, ଏହି ଘଟଣା ନନ୍ଥାବରି ପ୍ରଦେଶର ବ୍ୟାଙ୍କ କ୍ରୁଇ ଜିଲ୍ଲାର ଦେବସିରିନ୍ ନନ୍ଥାବରି ସ୍କୁଲରେ ଘଟିଛି । ଆଜି ସ୍କୁଲ ପରିସରରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ପ୍ରଥମେ ଶିକ୍ଷକଙ୍କୁ […]
Read More Text.