୨୦୦ ଫୁଟ ଖାଇକୁ ଖସିଲା ସେନା ଗାଡ଼ି, ୧୦ ଯବାନ ସହିଦ
ଜମ୍ମୁ କଶ୍ମୀର : ଜମ୍ମୁ କଶ୍ମୀର ଡୋଡା ଜିଲ୍ଲାରେ ବଡ଼ ଅଘଟଣ । ସେନା ବାହାନ ଖାଇରେ ଖସିପଡିବା ଯୋଗୁଁ ଅତିକମରେ ୧୦ ଜଣ ସୈନିକ ସହିଦ ହୋଇଛନ୍ତି । ଘଟଣାରେ ୭ ଜଣ ସୈନିକ ଆହତ ହୋଇଛନ୍ତି । ତେବେ ଏହି ଦୁର୍ଘଟଣାରେ ଭଦ୍ରବାହ-ଚମ୍ବା ଇଣ୍ଟରଷ୍ଟେଟ ରୋଡରେ ଖନ୍ନି ଟପ୍ ରେ ହୋଇଛି । ଖବର ମୁତାବକ, ଏକ ବୁଲେଟପ୍ରୁଫ ଆର୍ମି ଗାଡ଼ିରେ ଅତିକମରେ ୧୭ ଜଣ ଯବାନ ରହିଥିଲେ । ସେନା ଗାଡ଼ି ପର୍ବତରେ ଥିବା […]
Read More Text.