କୋଣାର୍କରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ

କୋଣାର୍କ: କୋଣାର୍କ ସୂର୍ଯ୍ୟ ମନ୍ଦିରରୁ ବାଲି କାଢ଼ିବାରେ ବିଳମ୍ବକୁ ନେଇ ସ୍ଥିତି ଅନୁଧ୍ୟାନ କରିଛନ୍ତି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ। ସେ ଆଜି କୋଣାର୍କକୁ ଆସି ସ୍ଥିତି ପରଖିଛନ୍ତି। ବାଲି କାଢ଼ିବାରେ କାହିଁକି ବିଳମ୍ବ ହେଉଛି, ସେ ସମ୍ପର୍କରେ ଏ.ଏସ.ଆଇ ସୁପରିଣ୍ଟେଣ୍ଡେଣ୍ଟ ଡି.ବି ଗଡ଼ନାୟକଙ୍କ ସହିତ ଆଲୋଚନା କରିଛନ୍ତି। ବାଲି କାଢ଼ିବା ଟ୍ରେସ ମ୍ୟାପ ମଧ୍ୟ ଦେଖିଛନ୍ତି ସେ। କିଭଳି ସୁରକ୍ଷିତ ଭାବରେ ବାଲି କଢ଼ାଯିବ ସେ ସମ୍ପର୍କରେ ବରିଷ୍ଠ ଅଧିକାରୀମାନଙ୍କ […]

Read More Text.

ପିଏମ କିଷାନରେ ଓଡିଶାରୁ ୩୪ ଲକ୍ଷରୁ ଅଧିକ ଚାଷୀ

ଭୁବନେଶ୍ବର: ଆଜି ପିଏମ୍ କିଷାନ ଟଙ୍କା ଚାଷୀଙ୍କ ଖାତାକୁ ଚଢିଛି । ୯.୮ କୋଟିରୁ ଚାଷୀଙ୍କୁ ଏହି ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ର ୧୯ତମ କିସ୍ତିରେ ସାମିଲ କରାଯାଇଥିବା ବେଳେ ଏଥିରେ ଓଡିଶାରୁ ୩୪ ଲକ୍ଷରୁ ଅଧିକ ଚାଷୀ ରହିଛନ୍ତି । ଏନେଇ ସୂଚନା ଦେଇଛନ୍ତି କୃଷି ସଚିବ ଅରବିନ୍ଦ ପାଢୀ । ସେ ଦେଇଥିବା ତଥ୍ୟ ଅନୁସାରେ, ପିଏମ୍‌ କିଷାନରେ ଓଡ଼ିଶାରୁ ୩୪ ଲକ୍ଷ ୯୫ ହଜାର ୧୪୭ ଚାଷୀ ସାମିଲ ହୋଇଛନ୍ତି । ୧୮ତମ […]

Read More Text.

କବି ସୂର୍ଯ୍ୟନଗର ଏନଏସି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ କାଉନସିଲର

ଛତ୍ରପୁର : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଏନଏସି ଅଧ୍ୟକ୍ଷା ଏସ. ଲକ୍ଷ୍ମୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ମେଳି ବାନ୍ଧିଛନ୍ତି ବିଜେଡି କାଉନସିଲର। ଏନେଇ ଆଜି ଏନଏସି ଉପାଧ୍ୟକ୍ଷ ବିକ୍ରାନ୍ତ କୁମାର ସାହୁ ଓ ୧୪ ବିଜେଡି କାଉନସିଲର ଛତ୍ରପୁର ଆସି ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଦ୍ୱାରସ୍ଥ ହେବା ସହ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। କବିସୂର୍ଯ୍ୟନଗର ଏନଏସିର ୧୮ ୱାର୍ଡ ମଧ୍ୟରୁ ୧୭ଟିରେ ବିଜେଡି କାଉନସିଲର ରହିଥିବା ବେଳେ ଅଧ୍ୟକ୍ଷା ମଧ୍ୟ ବିଜେଡିର ରହିଛନ୍ତି। […]

Read More Text.

୨୮ରେ ପୋଲାଭରମ ଆନ୍ଦୋଳନ କରିବ ବିଜେଡି

ଭୁବନେଶ୍ବର: ଆନ୍ଧ୍ରପ୍ରଦେଶରେ ନିର୍ମାଣାଧୀନ ପୋଲାଭରମ ପ୍ରକଳ୍ପ‌ ଲାଗି ମାଲକାନଗିରି ଜିଲ୍ଲାର ଏକାଧିକ ଗାଁ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି । ଏହାକୁ ବିରୋଧ କରି ବଡ଼ ଆନ୍ଦୋଳନ କରିବାକୁ ଯାଉଛି ବିଜେଡି । ଆସନ୍ତା ୨୮ ତାରିଖରେ ଏନେଇ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ଏବଂ ଆନ୍ଦୋଳନ କରିବ । ବାରମ୍ବାର ସରକାରଙ୍କୁ ଏନେଇ ଅବଗତ କରାଇଥିଲେ ମଧ୍ୟ ସରକାର ଏହା ଉପରେ କୌଣସି ଧ୍ୟାନ ଦେଉନଥିବା ଅଭିଯୋଗ କରି ଏବେ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି । ଏନେଇ […]

Read More Text.

ବାହାଘର ବେଳେ ବନ୍ଧୁକ ଧରି ପଶିଲେ ୭ ଯୁବକ, ପୋଲିସର ତଦନ୍ତ ଜାରି

ବଲାଙ୍ଗିର : ବାହାଘର ଚାଲିଥିଲା, ବନ୍ଧୁକ ଧରି ପଶିଲେ ମାତାଲ ୭ ଯୁବକ ।  ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ବାବିଯୋର ଗାଁରୁ ଆସିଛି ଅଭିଯୋଗ । ବାହାଘରରେ ପାଟିତୁଣ୍ଡ କରିବା ସହ ବରକୁ ଖୋଜିଥିଲେ ।  କାହିଁକି ଏପରି କରିଥିଲେ ଜଣା ପଡି ନଥିଲେ ବି ବର ଉପରେ ଆକ୍ରମଣ କରିବାକୁ ଆସିଥିବା ସନ୍ଦେହ କରାଯାଉଛି ।  ମାତାଲ୍ ଯୁବକଙ୍କୁ କାବୁ କରିଥିଲେ ଗାଁ ଲୋକ । ପୋଲିସ ମାତାଲ ଯୁବକଙ୍କୁ ଅଟକ ରଖିବା ସହ ବନ୍ଧୁକ […]

Read More Text.

ମହିଳାଙ୍କ ଉପରେ ଚଢିଗଲା ହାଇୱା; ଘଟଣାସ୍ଥଳରେ ଉତ୍ତେଜନା

କେନ୍ଦ୍ରାପଡା: ହାଇୱା ଧକ୍କାରେ ମହିଳାଙ୍କ ମୃତ୍ୟୁ। ସୋମବାର ପୂର୍ବାହ୍ନରେ ତିନିମୁହାଣି ଛକରେ ସଡ଼କ ଦୁର୍ଘଟଣା ହୋଇଛି । ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଶ୍ରଦ୍ଧାଞ୍ଜଳି । ଏହାପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖିବାକୁ ମିଳିଛି। ଉତ୍ୟକ୍ତ ଲୋକେ ହାଇୱାକୁ ଅଟକ ରଖିବା ସହ ଡ୍ରାଇଭରକୁ ନିସ୍ତୁକ ମାଡ଼ ମାରିଛନ୍ତି। ସୂଚନାନୁସାରେ, ସ୍କୁଟିରେ ମାଆ, ପୁଅ ଓ ସ୍ୱାମୀ ଯାଉଥିବା ବେଳେ ହାଇୱାଟି ସ୍କୁଟିକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ମହିଳାଙ୍କ ସ୍ୱାମୀ ଓ ପୁଅ […]

Read More Text.

୪ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ତାପମାତ୍ରା

ଭୁବନେଶ୍ବର : ରାଜ୍ୟରେ ତାପମାତ୍ରା ଧିରେ ଧିରେ ବୃଦ୍ଧି ପାଉଛି । ଆଗକୁ ଆହୁରି ତାପମାତ୍ରା ବଢିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ୪ ଦିନ ପରେ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ସେ ସୂଚନା ଦେଇଛନ୍ତି । ତେବେ ଆଗାମୀ ୪ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ସେପରି କୌଣସି ଖାସ୍ ପରିବର୍ତ୍ତନ ହେବନି ।  

Read More Text.

ମାର୍ଚ୍ଚ ନୁହେଁ, ରଥଯାତ୍ରା ପୂର୍ବରୁ ଶେଷ ହେବ ରତ୍ନଭଣ୍ଡାର ଗଣତିମଣତି

ଭୁବନେଶ୍ବର: ମାର୍ଚ୍ଚ ସୁଦ୍ଧା ଶେଷ ହୋଇପାରିବ ନାହିଁ ରତ୍ନଭଣ୍ଡାର ଗଣତିମଣତି । ମରାମତି ପାଇଁ ଆହୁରି ମାସେ ଦୁଇମାସେ ସମୟ ଲାଗିବ । ଏଥିପାଇଁ ଗଣତିମଣତି କାର୍ଯ୍ୟ ବିଳମ୍ବ ହେବ । ଏନେଇ ଆଜି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ସରକାର ଦେଇଥିବା କଣ୍ଟରେ ରତ୍ନଭଣ୍ଡାର ଗଣତି ସରିବନି । ଡେଡଲାଇନରୁ ବିଳମ୍ବିତ ହେଉଛି, କାରଣ ମରାମତି କାମ ସରିନାହିଁ । ଯେତିକି ଆକଳନ କରାଯାଇଥିଲା ତାହାଠୁ ଅଧିକ ମରାମତି […]

Read More Text.

ପ୍ରେମରେ ବିଫଳ ପ୍ରେମିକ ନେଲା ଭୟଙ୍କର ପ୍ରତିଶୋଧ, ଘରେ ପଶି ମାରିଦେଲା ଯୁବତୀଙ୍କୁ

ସୋର : ସୋର ଲିଙ୍ଗାପଡା ଗ୍ରାମରେ ଘଟିଛି ଛାତିଥରା ଘଟଣା ।  ପ୍ରେମରେ ବିଫଳ ହୋଇ ଅତି ଜଘନ୍ୟ କାଣ୍ଡ ଘଟାଇଲା ପ୍ରେମିକ । ଯାହା ଖବର ମିଳିଛି କି, ଲିଙ୍ଗାପଡା ଗ୍ରାମର ମନୋରଞ୍ଜନ ରଣାଙ୍କ ଝିଅ ଜ୍ୟୋର୍ତିମୟୀ ରଣା । ଯିଏକି ବିଏ ପାସ୍ ପରେ ବେଙ୍ଗାଲୁରୁରେ ଏକ ଆଇଟି କମ୍ପାନୀରେ କାର୍ଯ୍ୟ କରୁଥିଲେ ।  ସେଠାରେ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଭୈରବପୁର ଗ୍ରାମର ବିଶ୍ୱନାଥ ପୁହାଣ ନାମକ ଯୁବକ ସହିତ ୫ ବର୍ଷ ତଳୁ, […]

Read More Text.

ନନ୍ଦନକାନନକୁ ଆସିଲା ନୂଆ ଅତିଥି

ଭୁବନେଶ୍ଵର: ନନ୍ଦନକାନନରେ ନୂଆ ଅତିଥି । ତୃତୀୟ ଥର ପାଇଁ ମା’ ହେଲା ନାଲି ବାଘୁଣୀ ଅଙ୍କିତା । ବର୍ତ୍ତମାନ ସୁଦ୍ଧା ଗୋଟିଏ ଶାବକ ଜନ୍ମ ହୋଇଥିବା ବେଳେ ଆଗକୁ ଆଉ ଶାବକ ଜନ୍ମ ଦେବାର ସମ୍ଭାବନା ରହିଛି । ତେଣୁ  ସିସିଟିଭି ଜରିଆରେ ନିରୀକ୍ଷଣ କରାଯାଉଛି। ଉଭୟ ମା’ ଓ ଶାବକ ସୁସ୍ଥ ଥିବା ନେଇ ଜଣାପଡିଛି । ଏନେଇ ସୂଚନା ଦେଇଛନ୍ତି ନନ୍ଦନକାନନର ଉପ ନିର୍ଦ୍ଦେଶକ ସନଥ କୁମାର । ସୂଚନାଯୋଗ୍ୟ, ୨୦୧୨ ଜାନୁଆରୀ […]

Read More Text.