ମାଉଜର ଦେଖାଇ ଦଶ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୁର୍ତ୍ତ, ଅଳ୍ପକେ ବର୍ତ୍ତିଲେ ମ୍ୟାନେଜର
ଅନୁଗୋଳ : ମାଉଜର ଦେଖାଇ ଲୁଟିନେଲେ ଦଶ ଲକ୍ଷ ଟଙ୍କା | ଏଭଳି ଅଘଟଣ ଘଟିଛି ଅନୁଗୁଳରେ | ସାକୋଶିଙ୍ଗାର ଶୁଭମ କିଷାନ ସେବା କେନ୍ଦ୍ର ପେଟ୍ରୋଲ ପମ୍ପର ମ୍ୟାନେଜର ବଶିଷ୍ଠ ସାହୁ ଓ କର୍ମଚାରୀ ଚନ୍ଦନ ଗଡ଼ନାୟକ ଟଙ୍କା ନେଇ ଅନୁଗୋଳ ଗାନ୍ଧୀମାର୍ଗ SBI ଶାଖାକୁ ଯାଉଥିଲେ | ଏହି ସମୟରେ ସରସ୍ବତୀ ଶିଶୁ ମନ୍ଦିର ନିକଟରୁ ମାଉଜର ଓ ଭୁଜାଲି ଦେଖାଇ ଦୁର୍ବୃତ୍ତମାନେ ଦଶ ଲକ୍ଷ ଟଙ୍କା ଲୁଟିନେଇ ଥିବା ନେଇ ଅଭିଯୋଗ ହୋଇଛି […]
Read More Text.