ହାଇକୋର୍ଟରେ ରତ୍ନଭଣ୍ଡାର ଚାବି ହଜିବା ମାମଲା, ତଦନ୍ତ ରିପୋର୍ଟ କ୍ୟାବିନେଟରେ ହେବ ଉପସ୍ଥାପିତ

କଟକ : ହାଇକୋର୍ଟରେ ରତ୍ନଭଣ୍ଡାର ଚାବି ହଜିବା ମାମଲା । ଚାବି ହଜିବା ତଦନ୍ତ ରିପୋର୍ଟ କ୍ୟାବିନେଟରେ ହେବ ଉପସ୍ଥାପିତ। କ୍ୟାବିନେଟର ଉପସ୍ଥାପିତ ହେବା ନେଇ ରାଜ୍ୟ ସରକାର ନେଇଛନ୍ତି ନିଷ୍ପତ୍ତି। ଏ ନେଇ ହାଇକୋର୍ଟଙ୍କୁ ଅବଗତ କଲେ ଆଡଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ। ଜଷ୍ଟିସ ରଘୁବୀର ଦାସ କମିଶନଙ୍କ ତଦନ୍ତ ରିପୋର୍ଟ ସାର୍ବଜନୀନ ହେବା ନେଇ ରୁକୁ ହୋଇଛି ମାମଲା। ଏହି ମାମଲା ଦାୟର କରିଛନ୍ତି ଦିଲ୍ଲୀପ ବରାଳ। ମେ ୧୫ ରେ ମାମଲାର ପରବର୍ତ୍ତୀ ଶୁଣାଣି।

Read More Text.

ମାଓ ଆଡ୍ଡାସ୍ଥଳୀରେ ଚଢାଉ, ବିପୁଳ ମାଓ ସାମଗ୍ରୀ ଜବତ

ମାଲକାନଗିରି: ମାଓବାଦୀଙ୍କ ଆଡ୍ଡାସ୍ଥଳୀ ଉପରେ ଏସ୍‌ଟିଏଫ ଓ ସିଆରପିଏଫର ମିଳିତ ଚଢାଉ ଚଢାଉ । ଓଡିଶା-ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲର ପଶ୍ଚିମ ସିଂହଭୂମ ଅଞ୍ଚଳରେ ଚଢାଉ କରିଛି ଏସ୍‌ଟିଏଫ ଓ ସିଆରପିଏଫ । ଚଢ଼ାଉରେ ୫ କେଜି ବିଶିଷ୍ଟ ୫ଟି ଆଇଡି, ଡେଟୋନେଟର, ବ୍ୟାନର ସହ ପୋଷ୍ଟର ଏବଂ ରେଡ଼ିଓ ଏବଂ ଅନ୍ୟ ମାଓ ସାମଗ୍ରୀ ଜବତ ହୋଇଛି । ସୂଚନା ଅନୁସାରେ, ସରଣ୍ଡା ଜଙ୍ଗଲର ପଶ୍ଚିମ ସିଂହଭୂମ ଅଞ୍ଚଳରେ ମାଓବାଦୀମାନେ ରହୁଥିବା ନେଇ ବିଶେଷ ସୁତ୍ରରୁ […]

Read More Text.

ଦିଲ୍ଲୀରୁ ଫେରି ନବୀନଙ୍କୁ ଭେଟିଲେ ସାଂସଦ ମୁନ୍ନା ଖାଁ, କହିଲେ ଶୀଘ୍ର ତଦନ୍ତ କରି ନିଷ୍ପତ୍ତି ନେବେ ସଭାପତି

ଭୁବନେଶ୍ୱର : ସଂଖ୍ୟାଲଘୁଙ୍କ ସ୍ବାର୍ଥ ରକ୍ଷା ବିଜେଡିର ପ୍ରାଥମିକତା । ରାଜ୍ୟସଭାରେ ଯାହା ଘଟିଛି ଅନୁଧ୍ୟାନ କରିବି । ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା କରିବି । ଏହା କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେଡି ଏକ ଧର୍ମନିରପେକ୍ଷ ଦଳ । ବିଜେଡି ସବୁବେଳେ ସଂଖ୍ୟାଲଘୁଙ୍କ ସହ ରହିଛି ବୋଲି କହିଛନ୍ତି ନବୀନ । ଆଜି ନବୀନ ନିବାସରେ ନବୀନଙ୍କୁ ଭେଟିଛନ୍ତି ସାଂସଦ ମୁନ୍ନା ଖାଁ । ଦିଲ୍ଲୀରୁ ଫେରିବା ପରେ ଆଜି ନବୀନ […]

Read More Text.

ଓ୍ବାକଫ୍ ନିଷ୍ପତ୍ତି; ‘ନବୀନ ସବୁ ଜାଣନ୍ତି’ : ପ୍ରଫୁଲ୍ଲ ଘଡେଇ

ଭୁବନେଶ୍ବର: ଓ୍ବାକଫ୍ ନେଇ ଏବେ ବଢିଛି ବିଜେଡି ଦଳରେ ତାତି । କାହିଁକି ଦଳୀୟ ନିଷ୍ପତ୍ତି ବାହାରକୁ ଯାଇ ଏମିତି କଲେ ସସ୍ମିତ୍ ପାତ୍ର?, ତାକୁ ନେଇ ଦଳର ବିଭିନ୍ନ ନେତା ଉତ୍ତର ମାଗୁଛନ୍ତି । ଦଳୀୟ କାମରେ ଟିକିଏ ଖଇଚା ଦେଖିଲେ, ସିଧା ସିଧା ଦଳରୁ ବାହାର କରୁଥିବା, ସୁପ୍ରିମୋ ନବୀନ, କାହିଁକି ସସ୍ମିତଙ୍କ ଦଳ ବିରୋଧୀ କାର୍ଯ୍ୟ ଉପରେ କିଛି କହିନାହାନ୍ତି, ନା ସବୁ କିଛି ଜାଣିଶୁଣି କରାଇଛନ୍ତି ନବୀନ, ତାକୁ ନେଇ ପ୍ରଶ୍ନ […]

Read More Text.

ଆଜିଠୁ ଅଲ ଇଣ୍ଡିଆ ପୋଲିସ ହକି ଚାମ୍ପିୟନସିପ, ଉଦଘାଟନ କଲେ ପୋଲିସ ଡିଜି ୱାଇବି ଖୁରାନିଆ

ଭୁବନେଶ୍ୱର :  ଆଜିଠୁ ଅଲ ଇଣ୍ଡିଆ ପୋଲିସ ହକି ଚାମ୍ପିୟନସିପ୍ ।  ୭୩ ତମ ଅଲ ଇଣ୍ଡିଆ ପୋଲିସ ହକି ଚାମ୍ପିୟନସିପକୁ ଉଦଘାଟିତ କଲେ ପୋଲିସ ଡିଜି ୱାଇବି ଖୁରାନିଆ ।  ଏପ୍ରିଲ ୧୫ ଯାଏଁ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ୍ । ଦେଶର ବିଭିନ୍ନ ରାଜ୍ୟରୁ ପୋଲିସ ହକି ଟିମ୍ ମ୍ୟାଚ ଖେଳିବେ । ଉଭୟ ପୁରୁଷ ଓ ମହିଳା ପୋଲିସ ଅଧିକାରୀମାନେ ଅଂଶଗ୍ରହଣ କରିବେ ।  ଭାଗ ନେଉଛନ୍ତି ୨୬ ପୁରୁଷ ଟିମ୍ ଓ ୯ […]

Read More Text.

ପୁନର୍ଗଠନ ହେବ ଏସଏଚଜି, ରାଜ୍ୟ ସ୍ତରରେ ଦିଆଯିବ ନୂଆ ନିଯୁକ୍ତି

ଭୁବନେଶ୍ୱର: ଚଳିତ ମାସରେ ସ୍ବୟଂ ସହାୟକ ଗୋଷ୍ଠୀକୁ ପୁନର୍ଗଠନ ହେବ। GPLF, ଓ CPL, BLFଙ୍କୁ ଜିଲ୍ଲା ଓ ରାଜ୍ୟ ସ୍ତରରେ ନୂଆ ନିଯୁକ୍ତି ଦିଆଯିବ। ଏନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ପ୍ରତି ପରିବାରକୁ ସ୍ୱୟଂ ସହାୟକ ଗୋଷ୍ଠୀ ସହ ଯୋଡିବାକୁ କେନ୍ଦ୍ର ସରକାର କହିଥିଲେ। ହେଲେ ପୂର୍ବ ସରକାରରେ ବହୁତ ବଞ୍ଚିତ ରହିଛନ୍ତି ପରିବାର। କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀର ମହିଳାଙ୍କୁ ବାହାର କରି ଦେଇଥିଲେ। ଏବେ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ […]

Read More Text.

ଖୋର୍ଦ୍ଧା ସଢେଇଗଡ଼ ଗାଁରେ ବୋମା ବିସ୍ଫୋରଣ, ୧ ମୃତ ୧ ଗୁରୁତର

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାର ଏକ ଗାଁରେ ଗତକାଲି ରାତିରେ ବୋମା ବିସ୍ଫୋରଣ ହୋଇଛି ।  ଫଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ହୋଇପଡ଼ିଛନ୍ତି ।  ଆହତ ବ୍ୟକ୍ତି ଜଣକ ଡାକ୍ତରଖାନାରେ ଜୀବନ ସହିତ ସଂଘର୍ଷ କରୁଛନ୍ତି ।  ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲାର ସାଧେଇଗଡ଼ ଗାଁରେ । ସୂଚନାନୁସାରେ ଗତକାଲି ବିଳମ୍ବିତ ରାତିରେ ସାଧେଇଗଡ଼ ଗାଁରେ ଏକ ବୋମା ବିସ୍ଫୋରଣ ହୋଇଥିଲା ।  ଜଣେ ବ୍ୟକ୍ତି ଏକ ବ୍ୟାଗରେ ବୋମା ଧରି […]

Read More Text.

ବାଦ୍ ପଡିଥିବା ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ପୁଣି ମିଳିବ ସୁଭଦ୍ରା ଟଙ୍କା। ଯେଉଁମାନେ ଏ ପର୍ଯ୍ୟନ୍ତ ସୁଭଦ୍ରାର କୌଣସି ବି କିସ୍ତି ପାଇନାହାନ୍ତି, ସେମାନେ ଏହି ଦିନ ସୁଭଦ୍ରା ଟଙ୍କା ପାଇବେ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଆସନ୍ତା ଏପ୍ରିଲ ୨୨ ଓ ୨୩ ତାରିଖରେ ପୁଣି ସୁଭଦ୍ରା ଟଙ୍କା  ମିଳିବ । ଯେଉଁମାନେ ସୁଭଦ୍ରା କିସ୍ତି ପାଇନାହାନ୍ତି, ସେମାନେ ସର୍ଭେ ପରେ ଯୋଗ୍ୟ ବିବେଚିତ […]

Read More Text.

ଵାମନଘାଟୀ ଉପଖଣ୍ଡ ସ୍ତରୀୟ ତ୍ରିଦୀଵସୀୟ ଛଉ ନୃତ୍ୟ ପ୍ରତିଯୋଗିତା ଓ ବାର୍ଷିକୋତ୍ସବ ଉଦଯାପିତ

ବାରିପଦା – ଵାମନଘାଟୀ ଛଉ ନୃତ୍ୟ ପ୍ରତିଷ୍ଠାନ ତରଫରୁ ବାମନଘାଟୀ ଉପଖଣ୍ଡ ସ୍ତରୀୟ ୪୨ ତମ ତ୍ରିଦୀଵସୀୟ ଛଉ ନୃତ୍ୟ ପ୍ରତିଯୋଗୀତା ଓ ବାର୍ଷିକୋତ୍ସବ ମହାସମାରୋହରେ ଆଜି ଉଦଯାପିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ପ୍ରଥମ ଦିନ ରାଇରଙ୍ଗପୁର ଉପଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଆଜି ଉଦଯାପନ ଦିବସରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ନବୀନ ରାମ ଅନ୍ୟତମ ଅତିଥି ସହକାରୀ ଉପଜିଲ୍ଲାପାଳ ସୁଧାକର ସେଠୀ ଏବଂ ସହକାରୀ ଉପଜିଲ୍ଲାପାଳ ଅନିତା ମହାନ୍ତ ଯୋଗ ଦେଇଥିଲେ […]

Read More Text.

ପ୍ରବେଶ ଓ ଖଡ଼ିଛୁଆଁ ଉତ୍ସବ ସହ ଶିଶୁ ବାଟିକାର ଶୁଭାରମ୍ଭ

ବାରିପଦା – ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣ ଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ବୁଧବାର ବିଦ୍ୟାଳୟ ଗୁଡିକରେ ଶିଶୁ ବାଟିକାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ଶିଶୁମାନଙ୍କୁ ନେଇ ପ୍ରବେଶ ଉତ୍ସବ କରାଯିବା ସହ ସେମାନଙ୍କୁ ନୂଆ କଳା ପଟା ସହ ଖଡ଼ି, ପାଠ୍ୟ ପୁସ୍ତକ ଦିଆଯାଇଥିଲା ଏହି ଅବସରରେ ସରସ୍ବତୀ ଓ ଗଣେଶ ପୂଜା ଢାଞ୍ଚାରେ ଖଡ଼ି ଛୁଆଁ କାର୍ଯ୍ୟକ୍ରମ କରାଯାଇ ଶିଶୁମାନଙ୍କୁ ବିଦ୍ୟାଳୟକୁ ଆସିବା ପାଇଁ ଆବଶ୍ୟକ ଉତ୍ସାହ କରାଯାଇଥିଲା। ବିଦ୍ୟାଳୟର ଶିକ୍ଷୟିତ୍ରୀ […]

Read More Text.