କାହାଯୋଗୁ ରାଜା ଚକ୍ର ବଳିୟାନ ହୋଇଥିଲେ: ମମତା ଖୋଲି କହିଲେ
ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି)କୁ ଭାରତୀୟ ଜନତା ପାର୍ଟି (ବିଜେପି) ସାଂସଦ ମମତା ମହାନ୍ତ ଘେରିଛନ୍ତି। କାହାଯୋଗୁ ରାଜା ଚକ୍ର ବଳିୟାନ ହୋଇଥିଲେ ସେ ସମ୍ପର୍କରେ ବିଜେପି ସାଂସଦ ମମତା ଖୋଲି କହିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଏବେ ଇଓଡବ୍ଲୁ ସ୍କାନରରେ ଥିବା ରାଜା ଚକ୍ର ପ୍ରଣବ ପ୍ରକାଶ ଦାସ(ବବି ଦାସ) ଏବଂ ଭିକେ ପାଣ୍ଡିଆନଙ୍କ ସହାୟତାରେ ଓଡ଼ିଶାର ଖଣିଜ ସମ୍ପଦରେ ସମୃଦ୍ଧ କେନ୍ଦୁଝରରେ ବଳିୟାନ ହୋଇଛନ୍ତି। ବିଜେଡି ସମର୍ଥନ ଯୋଗୁ ରାଜା ଚକ୍ର […]
Read More Text.