ସାନ୍ତାଳୀ ଶିକ୍ଷା ପ୍ରଚଳନ ସହ ସାନ୍ତାଳୀ ଭାଷାକୁ ଭାଷାଗତ ସଂଖ୍ୟା ଲଘୁ ମାନ୍ୟତା ପ୍ରଦାନ ନିମନ୍ତେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ
ବାରିପଦା: ଭାରତ୍ ଯାକାତ୍ ମାଝୀ ପାର୍ଗାନା ମହଲ୍, ମୟୂରଭଂଜ ଜିଲ୍ଲାର ଜିଲ୍ଲା ପାର୍ଗାନା ବାବା ସୁନ୍ଦର ମୋହନ ସୋରେନଙ୍କ ନେତୃତ୍ୱରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉର୍ଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଜାତୀୟ ଶିକ୍ଷା ନୀତି ୨୦୨୦ଅନୁସାରେ ପ୍ରାକ-ପ୍ରାଥମିକ ବିଦ୍ୟାଳୟ ସ୍ତରରୁ ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ମାତୃଭାଷା ମାଧ୍ୟମରେ ଶିକ୍ଷା ଦାନ କରିବାକୁ ବ୍ୟବସ୍ଥା ରହିଥିଲେ ମଧ୍ୟ ଏହା ଓଡ଼ିଶାରେ ସାନ୍ତାଳୀ ଭାଷାରେ କାର୍ଯ୍ୟକାରୀ ହୋଇ ନାହିଁ। ସେହିଭଳି ନୂତନ ଶିକ୍ଷାନୀତି […]
Read More Text.