ଲୁହାଶିଳା ଆର.କେ. କଲେଜ ରେ “ବନ ମହୋତ୍ସବ” ପାଳିତ
ବାରିପଦା: ମୟୂରଭଂଜ ଜିଲ୍ଲାର ବିଜାତଳା ବ୍ଲକ ଅନ୍ତର୍ଗତ ସ୍ଥାନୀୟ ରଜନୀକାନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ କଲେଜ ଅଧ୍ୟକ୍ଷ କବି ସଂଗ୍ରାମ ଶତପଥୀଙ୍କ ପୌରୋହିତ୍ୟରେ ବୃକ୍ଷ ରୋପଣ ଓ ବନ ମହୋତ୍ସବ କାର୍ଯ୍ୟକ୍ରମ ଜୁଲାଇ ୨୫ ଶୁକ୍ରବାର ଦିନପାଳିତ ହୋଇଯାଇଛି। ଜୁଲାଇ ମାସରେ ପାଳିତ ହେଉଥିବା ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ କଲେଜର ଅଧ୍ୟାପକମାନେ ଉପସ୍ଥିତ ରହି “ମା ପାଇଁ ଗଛଟିଏ” ବିଷୟ ଉପରେ ଆଲୋକପାତ କରିବା ସହ ବୃକ୍ଷ ହିଁ ଜୀବନ ‘ବୋଲି ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ। […]
Read More Text.