1

ବିଏମସି ଅତିରିକ୍ତ କମିସନରଙ୍କୁ ଆକ୍ରମଣ ମାମଲା: ରାଜ୍ୟର ବିଭିନ୍ନ ଓଏଏସ୍ ସଂଘ ପକ୍ଷରୁ ପ୍ରତିବାଦ

ପୁରୀ/ଭଦ୍ରକ/ସୁନ୍ଦରଗଡ଼: ବିଏମସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ଆକ୍ରମଣ ମାମଲାରେ ରାଜ୍ୟର ବିଭିନ୍ନ ଓଏଏସ୍ ସଂଘ ପକ୍ଷରୁ ପ୍ରତିବାଦ କରାଯାଇଛି। ସୁନ୍ଦରଗଡ଼ ଓଏଏସ୍ ସଂଘ ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ କଲମ ଛାଡ଼ ଆନ୍ଦୋଳନ ଡ଼ାକରା ଦିଆଯାଇଛି। ଓଏଏସ ସଙ୍ଘ ପକ୍ଷରୁ ଜିଲ୍ଲା ଶାଖା ସଭାପତି ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ମାଝୀଙ୍କ ନେତୃତ୍ବରେ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଏହାକୁ ଅମାନୁଷିକ, ବର୍ବରୋଚିତ ବୋଲି କହି ଜିଲ୍ଲା ଓଏଏସ ସଂଘ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି […]

Read More Text.
Download (1)

ଆଇସିଆଇସିଆଇ, ଆକ୍ସିସ୍ ଓ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନରେ ଆଇସିଆଇସିଆଇ, ଆକ୍ସିସ୍ ଓ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିଛନ୍ତି। ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାରେ ଗରିବ ଲୋକମାନଙ୍କୁ ଅଧିକ ଋଣ ଦେବାପାଇଁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସୂଚନାଯୋଗ୍ୟ ଯେ, ଓଡ଼ିଶାରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଯେପରିକି କୃଷି ଋଣ, ପ୍ରଧାନମନ୍ତ୍ରୀ ରୋଜଗାର ସୃଷ୍ଟି ଯୋଜନା(ପିଏମଇଜିପି), ପିଏମ୍ ସ୍ୱନିଧି ଯୋଜନା, ଷ୍ଟାଣ୍ଡଅପ୍ ଇଣ୍ଡିଆ ଯୋଜନା, ଗୃହଋଣ, ଶିକ୍ଷାଋଣ ଓ ରପ୍ତାନୀ ଋଣ ଆଦି ବିଭିନ୍ନ […]

Read More Text.
Cm mohan

ପୁରୀରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

ପୁରୀ :  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ପୁରୀ ଗସ୍ତ କରି ସମୀକ୍ଷା ବୈଠକ କରିଛନ୍ତି। ଶୃଙ୍ଖଳିତ ଯାତ୍ରା, ଦର୍ଶନ ଓ ବ୍ୟବସ୍ଥା ନେଇ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଶରଧାବାଲି ଅଘଟଣକୁ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ବାହୁଡ଼ାଯାତ୍ରା, ସୁନାବେଶ, ଅଧରପଣା ଏବଂ ନୀଳାଦ୍ରି ବିଜେ ନେଇ ଆଲୋଚନା ହୋଇଛି। ବୈଠକରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୁଲିସ ଡିଜି ଯୋଗେଶ […]

Read More Text.
1ee8d40a 1313 4c40 9a2a 8e1b332e430b

ନିଉ ଷ୍ଟିୱାର୍ଟ ସ୍କୁଲରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

କଟକ: କଟକସ୍ଥିତ ନିଉ ଷ୍ଟିୱାର୍ଟ ସ୍କୁଲ ପରିସରରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆଇନ ସେବା ପ୍ରାଧିକରଣ, କଟକ ଏବଂ ନିଉ ଷ୍ଟିୱାର୍ଟ ସ୍କୁଲର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ବିଦ୍ୟାଳୟର ଅଧ୍ୟକ୍ଷଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଜଗଦୀଶ ଚନ୍ଦ୍ର ଜେନା, ଆଇନଜୀବୀ ବିଜୟ କୁମାର ପଣ୍ଡା ଏବଂ ବିଚାର ବିଭାଗୀୟ ଅଧିକାରୀ ଜିଜ୍ଞାସା ପଣ୍ଡା ଓ ଯଶସ୍ୱିନୀ ମହାପାତ୍ର ଅତିଥି ଭାବେ […]

Read More Text.
Rttreq

ବାତିକଚା ସାହିକୁ ସରକାରୀ ଯୋଜନା ଅପହଞ୍ଚ, ମୌଳିକ ସୁବିଧା ପାଇଁ ରାମଦୋଳି ଯୁବକ ସଂଘ ତରଫରୁ ବିଡ଼ିଓଙ୍କୁ ଲିଖିତ ଦାବିପତ୍ର

ବାରିପଦା  – ମୟୂରଭଂଜ ଜିଲ୍ଲାର ପଛୁଆ ବିଜାତଳା ବ୍ଳକର ଚଢ଼େଇ ପାହାଡି ପଞ୍ଚାୟତର ଧାନଟାଙ୍ଗର ହିଲ୍ ର ଵାତିକତଚା ସାହିବାସୀକୁ ସରକାରୀ ଯୋଜନା ଅପହଞ୍ଚ ।  ସରକାରଙ୍କ ମୌଳିକ  ସୁବିଧାରୁ ସାହିବାସୀ ବଞ୍ଚିତ ହୋଇଛନ୍ତି ।ସରକାର ଗ୍ରାମାଞ୍ଚଳ ର ତୃଣମୂଳ ସ୍ତରର ଉନ୍ନତିମୁଳକ କାମ ପାଇଁ ଯୋଜନା ପରେ ଯୋଜନା ତିଆରି କରି କୋଟିକୋଟି ଟଙ୍କା ଖର୍ଚ କରୁଛନ୍ତି । ହେଲେ ତଥାପି ସରକାରୀ ଏବେ ବି ବହୁ ଗ୍ରାମରେ ରାସ୍ତା,ପାନୀୟ,ବିଜୁଳି,ଶିକ୍ଷା,ସ୍ବାସ୍ଥ୍ୟ,ଆବାସ ଯୋଜନା,ଜୀବନ ,ଜୀବିକା,ଭତ୍ତା ରୁ ବଞ୍ଚିତ […]

Read More Text.
Img 20250630 wa0155

L & T କର୍ମଚାରୀ ଙ୍କ ଝୁଲନ୍ତା ମୃତ ଦେହ ପୋଲିସ ଦ୍ଵାରା ଉଦ୍ଧାର

ବାରିପଦା -୩୦/୦୬- ରାଇରଙ୍ଗପୁର ଟାଉନଥାନା ଅନ୍ତର୍ଗତ ଖେମକା କଲୋନୀରଚାରି ମହଲା ଆପାର୍ଟମେଣ୍ଟର ଉ ଏବଂ ଏଣ୍ଡ ଟି କମ୍ପାନୀର ଆକାଉଣ୍ଟାଣ୍ଟ ଙ୍କ ଝୁଲନ୍ତା ମୃତଦେହ ରାଇରଙ୍ଗପୁର ଟାଉନ ପୋଲିସ ଉଦ୍ଧାର କରିଛି । ସୂଚନାଯୋଗ୍ୟ ଅଫିସ ରୁ ଅଚାନକ ଆସି ଭଡାଘର ପଙ୍ଖାରେ ଝୁଲି ପଡ଼ିଲେ କର୍ମଚାରୀ ଜଣକ ।ମୃତକ ହେଲେ ସମ୍ବଲପୁର ନିବାସୀ ସୁଧାଂସୁ ଶେଖର ଦାସ। ସୂଚନା ଅନୁସାରେ ସୁଧାଂସୁ ଅନ୍ୟ ଜଣେ ସହକର୍ମୀ ଙ୍କ ସହିତ ଜଳ ଖିଆ ଖାଇସାରି ଅଫିସ କୁ ଯାଇଥିଲେ।ଅଫିସ […]

Read More Text.
Img 20250630 wa0146

ମୟୂରଭଞ୍ଜ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

 ବାରିପଦା : ମୟୂରଭଞ୍ଜ ଜିଲ୍ଲା  ସଂସ୍କୃତି ଅଧିକାରୀ  ଶ୍ରୀ ଅନନ୍ତ ପ୍ରସାଦ ସେଠୀ ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଜିଲ୍ଲା ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି ।   ଏଥିରେ ଇଉ.ଭି.କେ କେନ୍ଦ୍ରର  ସମ୍ପାଦକ ଜନ୍ ଜର୍ଜ୍ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଫୋର୍ଡ ର ସମ୍ପାଦକ ସନ୍ତୋଷ କୁମାର ଖଣ୍ଡା  ମଞ୍ଚ ପରିଚାଳନା କରିଥିଲେ ।  କଳା  ସଂସ୍କୃତି ମଞ୍ଚର ଉପସଭାପତି  ହାଡ଼ିବନ୍ଧୁ କର ସ୍ବାଗତ ସଙ୍ଗୀତ ଗାନ କରିଥିଲେ […]

Read More Text.

ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

ବାରିପଦା : ଆଜି ଅପରାହ୍ନରେ ମୟୂରଭଞ୍ଜ ଜ଼ିଲ୍ଲାପାଳ ଶ୍ରୀ ହେମ କାନ୍ତ ସୟଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ଜ଼ିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି.ପ୍ରାରମ୍ଭ ରେ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ବିଶ୍ୱରାଜ ବେହେରା ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ କରିବା ସହ ସଡ଼କ ସୁରକ୍ଷା ସମ୍ପର୍କିତ  ମାର୍ଚ୍ଚ ରୁ ମଇ -୨୦୨୫ ମାସର ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ. ଉକ୍ତ ବିବରଣୀ ଅନୁଯାଇ  ଆର ଟି ଓ ଙ୍କ ଦ୍ୱାରା ପ୍ରବର୍ତ୍ତନ ଜରିଆରେ ଯାଞ୍ଚ […]

Read More Text.

ଭିଜିଲାନ୍ସ ରାୟ, ସରକାରୀ ଅର୍ଥ ଆତ୍ମସାତ ମାମଲାରେ ଦୁଇ ପୂର୍ବତନ ସରକାରୀ ଅଧିକାରୀ ଙ୍କୁ ଜେଲଦଣ୍ଡ ସମେତ ଜୋରିମାନା

ବାରିପଦା: ବାରିପଦା ଭିଜିଲାନ୍ସ କୋର୍ଟ ର ସ୍ୱତନ୍ତ୍ର ଜଜ୍ ପୂନ୍ନିମା ଜେନା ଏକ ଭିଜିଲାନ୍ସ ମାମଲାର ବିଚାର କରି ଦୁଇ ଜଣ ପୂର୍ବତନ ସରକାରୀ ଅଧିକାରୀ ଯଥା ମୟୁରଭଞ ଜିଲା ଶୁଳିଆପଦା ଥନା ଅନ୍ତର୍ଗତ ସିଙ୍ଗଡା ଗ୍ରାମର ସୁରେନ୍ଦ୍ର ମୋହନ ନାଏକ (୬୭) ଏବଂ ବାଲେଶ୍ୱର ଜିଲା ସୋର ଥାନା ଅନ୍ତର୍ଗତ ଟେନଟେଇ ଗ୍ରାମ ରଘୁନାଥ କର (୬୯) ଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡ ପ୍ରଦାନ କରିଛନ୍ତି । ମାମଲାର ବିବରଣୀ ରୁ ପ୍ରକାଶ […]

Read More Text.

ପତ୍ନୀ ହତ୍ୟାକାରୀ କୁ ଆଜୀବନ କାରାଦଣ୍ଡ ସମେତ ଜୋରିମାନା

ବାରିପଦା: ଆଜି ସୋମବାର ଏକ ହତ୍ୟା ମାମଲାର ବିଚାର କରି ଆଡିସନାଲ ସେସନ ଜଜ୍ କମ ସ୍ପେସାଲ ଜଜ୍ ଭିଜିଲାନ୍ସ ବାରିପଦା ପୂନ୍ନିମା ଜେନା ଅଭିଯୁକ୍ତ ହତ୍ୟାକାରୀ ମୟୁରଭଞ ଜିଲା ଝାରପୋଖରିଆ ଥାନା ଅନ୍ତର୍ଗତ ପାଣ୍ଡ୍ରା (କୁମ୍ଭିରମୁଣ୍ଡି) ଗ୍ରାମର ସୁନାରାମ ସିଂ ଙ୍କ ପୁଅ କାହ୍ନୁ ସିଂ(୩୬) କୁ ଭାରତୀୟ ପିଙ୍ଗଳ କୋର୍ଡ ଦଫା ୩୦୨ ଅନୁଯାୟୀ ଆଜୀବନ କାରାଦଣ୍ଡ ସମେତ ଦଶ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ଛଅ ମାସ ସଶ୍ରମ କାରାଦଣ୍ଡ ରେ […]

Read More Text.