ନୂତନ ଓଡ଼ିଶା ଗଠନ ପାଇଁ ନବୀନ ଅବଦାନ ଲୋକଙ୍କର ଜୀବନସାରା ମନେ ରହିବ
ଭୁବନେଶ୍ବର ୨୮।୮: ବିଜେଡିରେ ଚର୍ଚ୍ଚା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ । ସେ କହିଛନ୍ତି, ନୂତନ ଓଡ଼ିଶା ଗଠନରେ ନବୀନ ପଟ୍ଟନାୟକଙ୍କ ଯେଉଁ ନିର୍ଦ୍ଦେଶ ଥିଲା ରୂପାନ୍ତରିତ କରିବାକୁ ଉଦ୍ୟମ କରିଛନ୍ତି ଦୁଇ ଦମ୍ପତ୍ତି । ପୁରୀର ଅନେକ ବିକାଶ ହୋଇଛି । ମିଶନ ଶକ୍ତି ମାଧ୍ୟମରେ ମହିଳାଙ୍କ ବିକାଶ ହୋଇଛି । ମହିଳା ମାନେ ଝୁରୁଛନ୍ତି । ଯିଏ କାମ କରିଛି ତାଙ୍କୁ ପ୍ରଶଂସା କରିବାର ଆବଶ୍ୟକତା ଅଛି । ନୂତନ ଓଡ଼ିଶା […]
Read More Text.