ଦୋକାନରେ ପଶିଗଲା ମିନିଟ୍ରକ, ଅଳ୍ପକେ ବର୍ତ୍ତିଲେ ଦୋକାନୀ
ଆଠଗଡ଼ : ଦ୍ରୁତଗତିରେ ଆସି ଦୋକାନରେ ପଶିଗଲା ମିନିଟ୍ରକ । ଅଳ୍ପକେ ବର୍ତ୍ତିଲେ ଦୋକାନୀ ଓ ମିନିଟ୍ରକ ଚାଳକ। ଆଠଗଡ଼ର ତିଗିରିଆ ଥାନା ବିନ୍ଧାଣୀମା ହାଟ ଛକରେ ଦୋକାନ ଭିତରେ ପଶିଗଲା ପିକ ଅପ ଭ୍ୟାନ। ଦ୍ରୁତ ଗତିରେ ଆସୁଥିବା ଏକ ପିକ୍ ଅପ୍ ଭ୍ଯାନ ଚାଳକ ଭାରସ୍ୟାମ ହରାଇବାରୁ ରାସ୍ତା କଡ଼ରେ ଥିବା ଏକ ଷ୍ଟେସନାରୀ ଦୋକାନରେ ପଶି ଯାଇଥିଲା । ଭ୍ଯାନଟି ଏକ ବାଇକକୁ ଘୋଷାଡ଼ି ନେବାରୁ ବାଇକଟି ଭାଙ୍ଗିରୁଜି ଯାଇଛି । ଦୋକାନ ଘର […]
Read More Text.