ଅମଲା ଲାଇନରେ ପ୍ରଶାସନ ତରଫରୁ ଜବରଦଖଲ ଉଛେଦ
ବାରିପଦା : ପ୍ରଶାସନ ପକ୍ଷରୁ ଅମଲା କଲୋନୀ ସମ୍ମୁଖସ୍ଥ ରାଜପଥ ପାର୍ଶ୍ବର ଜବରଦଖଲରେ ଥିବା ୧୩ ଟି ଉଠା ଦୋକାନୀଙ୍କୁ ଆଜି ମଙ୍ଗଳବାର ଦିନ ଜେସିବି ଲଗାଇ ଉଛେଦ କରାଯାଇଛି ।ମାଜିଷ୍ଟ୍ରେଟ ଦାୟିତ୍ବରେ ବହଳଦା ତହସିଲଦାର ଶିବ ଶଙ୍କର ମୁର୍ମୁ,ରାଇରଙ୍ଗପୁର ଭାରାପ୍ରାପ୍ତ ତହସିଲଦାର ସୁଧାକର ୀ ସେଠୀ,ରାଇରଙ୍ଗପୁର ତହସିଲର ରାଜସ୍ଵ ପର୍ଯ୍ୟବେକ୍ଷକ ନିହାର ରଞ୍ଜନ ପାତ୍ର,ବିଶୋଇ ଆର ଆଇ ସୁନାରାମ ମାଝୀ,ରାଇରଙ୍ଗପୁର ଟାଉନ ଥାନା ଆଇଆଇସି ଜ୍ୟୋତିପ୍ରକାଶ ସ୍ବାଇଁ, ଏସ ଆଇ ରାଜେନ୍ଦ୍ର ସାମଲ ଏବଂ ପୋଲିସ […]
Read More Text.