ସ୍କୁଟି ଉପରେ ଚଢ଼ିଗଲା ହାଇୱା, ସ୍ବାମୀ-ସ୍ତ୍ରୀ ମୃତ, ୨ ପିଲା ଗୁରୁତର
ବରଗଡ଼ : ବରଗଡ଼ ସହର ସ୍ଥିତ ଗୁରୁଦ୍ୱାରା ଛକ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁଇ ଛୁଆଙ୍କ ଆଖି ସାମ୍ନାରେ ଚାଲିଗଲା ମାଁ-ବାପାଙ୍କ ଜୀବନ । ଏଭଳି ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି ବରଗଡ଼ ସହର ସ୍ଥିତ ଗୁରୁଦ୍ୱାରା ଛକ ଠାରେ । ସ୍କୁଟି ଉପରେ ମାଡିଗଲା ହାଇୱା ଗାଡି । ଦୁର୍ଘଟଣା ସ୍ଥଳରେ ପତି – ପତ୍ନୀ ମୃତ । ୨ ଛୁଆ ଗୁରୁତର । ସୂଚନା ଅନୁସାରେ, ସ୍କୁଟିକୁ ପଛପଟୁ ହାଇୱା ଗାଡି […]
Read More Text.