ସ୍ବାଧୀନତା ଦିବସରେ ୧୦୯୦ ଜଣଙ୍କୁ ମିଳିବ ମେଡାଲ, ଓଡ଼ିଶାର ୨ ଜଣ ପାଇବେ ରାଷ୍ଟ୍ରପତି ପଦକ
ଭୁବନେଶ୍ୱର : ସ୍ବାଧୀନତା ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ୧ହଜାର ୯୦ଙ୍କୁ ମିଳିବ ମେଡାଲ । ପୋଲିସ, ଅଗ୍ନିଶମ, ହୋମ ଗାର୍ଡ ଏବଂ ସିଭିଲ ଡିଫେନ୍ସ କ୍ଷେତ୍ରରେ ଗାଲାଣ୍ଟ୍ରି ଏବଂ ସର୍ଭିସ୍ ମେଡାଲ ପ୍ରଦାନ କରାଯିବ । ୨୩୩ ଜଣଙ୍କୁ ଗାଲାଣ୍ଟ୍ରି, ୯୯ ଜଣଙ୍କୁ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ ଏବଂ ୭୫୮ ଜଣଙ୍କୁ ମେରିଟୋରିଅସ ସର୍ଭିସ ମେଡାଲ ପ୍ରଦାନ କରାଯିବ । ଓଡ଼ିଶାରୁ ୯ ଜଣଙ୍କୁ ମିଳିବ ସାହସିକତା ପଦକ । […]
Read More Text.