Fall v

ଘାଟି ତଳକୁ ଖସିଲା ଜିପ, ୧୫ ଯାତ୍ରୀ ଗୁରୁତର

ମାଲକାନଗିରି: ଘାଟି ତଳକୁ ଖସି ପଡିଲା ଜିପ ।  ମାଲକାନଗିରି ଜିଲ୍ଲା ବାୟାପଡା ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି ।  ଅଳ୍ପେକେ ବର୍ତ୍ତିଲେ ୨୫ରୁ ଅଧିକ ଯାତ୍ରୀ ।  କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ନାକାମାମୁଡ଼ି ପଞ୍ଚାୟତର ଆମଳିବେଡାରୁ କୁଡୁମୁଲୁଗୁମ୍ମା ସାପ୍ତାହିକ ହାଟକୁ ଆସୁଥିବା ବେଳେ ଭାରସାମ୍ୟ ହରାଇ ବାୟାପଡା ଘାଟି ତଳକୁ ଖସି ପଡିଲା କମାଣ୍ଡର । ଘଟଣାସ୍ଥଳରେ କୁଡୁମୁଲୁଗୁମ୍ମା ଅଗ୍ନିଶମ ବାହିନୀ ପହଞ୍ଚି ଗାଡି ଭିତରୁ ଆହତଙ୍କୁ ଉଦ୍ଧାର କରିଛନ୍ତି । ଦୁର୍ଘଟଣାରେ ୧୫ ଜଣ […]

Read More Text.
Bse

ଅଗଷ୍ଟ ୩୧ରେ ହେବାକୁ ଥିବା ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ସ୍ଥଗିତ; ଘୋଷଣା ହେବ ନୂଆ ତାରିଖ

କଟକ: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ହେବାକୁ ଥିବା ସ୍ବତନ୍ତ୍ର ଓଡ଼ିଶା ଟିଚର ଇଲିଜିବିଲିଟି ଟେଷ୍ଟ (ଓଟିଇଟି) ସ୍ଥଗିତ ରଖାଯାଇଛି। ଅନିବାର୍ଯ୍ୟ କାରଣରୁ ଓଟିଇଟି ପରୀକ୍ଷା ସ୍ଥଗିତ କରାଯାଇଥିବା ଦର୍ଶାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଏହି ସୂଚନା ଦିଆଯାଇଛି। ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ଏହି ପରୀକ୍ଷା ପାଇଁ ନୂଆ ତାରିଖ ‌ଖୁବ ଶୀଘ୍ର ଘୋଷଣା କରାଯିବ। ସୂଚନାଯୋଗ୍ୟ, ଗତ ଜୁଲାଇ ୨୦ ତାରିଖରେ ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ହେବାର ଥିଲା। ପେପର-୧ […]

Read More Text.
Nabin

ବଢୁଛି ନବୀନଙ୍କ କ୍ରେଜ୍ ; ଜାତୀୟ ସ୍ତରର ନେତା କରୁଛନ୍ତି କଲ୍‌

ଭୁବନେଶ୍ବର: ୨୦୨୪ରେ ରାଜ୍ୟ ବିଧାନସଭା ନିର୍ବାଚନ ସମୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନ୍ୟର ସାହାରା ନେଇ ନିର୍ବାଚନୀ ମଞ୍ଚରେ ପ୍ରଚାର କରୁଥିବାର ଦେଖିବାକୁ ମିଳିଥିଲା। ଏହା ଦ୍ବାରା ରାଜ୍ୟର ଜନସାଧାରଣଙ୍କ ପାଖକୁ ଏକ ନକାରାତ୍ମକ ବାର୍ତ୍ତା ମଧ୍ୟ ଯାଇଥିଲା। ନବୀନଙ୍କ ପ୍ରଚାର ନେଇ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପ୍ରଶ୍ନ ଉଠାଇଥିଲେ।  ନିର୍ବାଚନ ପରେ ବିଜେଡ଼ି ସରକାରଙ୍କ ପତନ ଘଟିଥିଲା। ରାଜ୍ୟ‌ରେ ନୂଆ ଡବଲ ଇଞ୍ଜିନ୍ ସରକାର ଗଠନ ହୋଇଥିଲା। ନିର୍ବାଚନ ଫଳାଫଳ ପରେ […]

Read More Text.
Bbsr g

ରାଜଧାନୀରେ ଦୁର୍ଘଟଣା: ଦୁଇ ବାଇକ ଆରାହୀ ମୃତ

ଭୁବନେଶ୍ବର : ରାଜଧାନୀରେ ଦୁର୍ଘଟଣା, ୨ ମୃତ। ଭୁବନେଶ୍ବର ରେଣ୍ଟାଲ କଲୋନୀ ଫାୟାର ଷ୍ଟେସନ ରୋଡରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଦୁଇ ଜଣ ବାଇକ ଆରୋହୀ ଭାରସାମ୍ୟ ହରାଇ ପ୍ରଥମେ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଯାଇଥିଲା । ପରେ ଗଛ ଓ କାରକୁ ଧକ୍କା ଦେଇଥିଲା । ଷ୍ଟୁଡିଓ ଛକରୁ ଫାୟର ଷ୍ଟେସନ୍ ଯିବା ବେଳେ କେ.ଭି. ୨ ପାଖରେ ଘଟିଛି ଦୁର୍ଘଟଣା । ଘଟଣା ସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ମୃକମାନେ ହେଲେ ଦେବୀ […]

Read More Text.
Srimandira

ଆଜି ଶ୍ରୀଜୀୟୁଙ୍କ କୃଷ୍ଣ ବଳରାମ ବେଶ

ପୁରୀ : ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କୃଷ୍ଣ ବଳରାମ ବେଶ । ଜଗନ୍ନାଥଙ୍କୁ କୃଷ୍ଣ ଓ ବଳଭଦ୍ରଙ୍କୁ ବଳରାମ ବେସରେ ସଜ୍ଜିତ କରାଯିବ । ଦେବୀ ସୁଭଦ୍ରା ଚତୁର୍ଭୁଜ ଧାରଣ କରି ପଦ୍ମାସନରେ ଉପବେସନ କରିବେ । ଉଭୟ କୃଷ୍ଣ ଏବଂ ବଳରାମ କାଷ୍ଠ ନିର୍ମିତ ଦୁଇ ଗୋଡ଼ ଛନ୍ଦି ଛନ୍ଦପୟର ମୁଦ୍ରାରେ ରହିଥାନ୍ତି । ଜଗନ୍ନାଥଙ୍କ ଗୋଟିଏ ହାତରେ ସୁବର୍ଣ୍ଣ ବଂଶୀ ଓ ଅନ୍ୟ ହସ୍ତରେ ପଦ୍ମ ଫୁଲ […]

Read More Text.
Img 20250820 wa0199

ବିଧାୟକଙ୍କ କୃଷି ସମ୍ପର୍କିତ ସମୀକ୍ଷା ବୈଠକ

ବାରିପଦା: କୃଷକ ହେଉଛନ୍ତି ଦେଶର ଅନ୍ନଦାତା ।ଅନ୍ନଦାତା ଏବଂ କୃଷକ ସଶକ୍ତିକରଣ ନେଇ ରାଜ୍ୟ ଓ କେନ୍ଦ୍ର  ସରକାର ପ୍ରତିଶ୍ରୁତିବଦ୍ଧ ।ଦେଶର ପ୍ରଗତିରେ କୃଷକ ଭୂମିକା ଅନନ୍ଯ‌ ଓ ଅବର୍ଣ୍ଣନୀୟ ।ଆଜି ବୁଧବାର ଦିନ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ରାଇରଙ୍ଗପୁର ବିଧାୟକଙ୍କ ସଭାପତିତ୍ବରେ କୃଷି ସମ୍ପର୍କିତ ସମୀକ୍ଷା ଵୈଠକ  ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ କୃଷି କାର୍ଯ୍ୟାଳୟ ,ଜଳସେଚନ ବିଭାଗ,କ୍ଷୁଦ୍ର‌ଜଳସେଚନ ବିଭାଗ ,ଟିପିଏନଓଡିଏଲ ବିଦ୍ୟୁତ ବିଭାଗ,ପ୍ରାଣୀ ଚିକିତ୍ସାଳୟ,ମତ୍ସ୍ୟ ବିଭାଗ,ଉଦ୍ୟାନ ବିଭାଗ,ମୃତ୍ତିକା ସଂରକ୍ଷଣ ବିଭାଗ,ଉଠା ଜଳସେଚନ ବିଭାଗର ଵିଭାଗୀୟ […]

Read More Text.
Img 20250820 wa0191

ଯାମଦା ବିଡ଼ିଓଙ୍କ ପ୍ରକଳ୍ପ ଅନୁଦାନ ପାଣ୍ଠି ବିନିଯୋଗର ପାତର ଅନ୍ତର ନେଇ ଜନପ୍ରତିନିଧିଙ୍କ ଅସନ୍ତୋଷ !

୩ ଦିନ ହେଲା ବ୍ଳକ ଫାଟକ ସମ୍ମୁଖରେ ତାଲା ପକାଇ ଧାରଣାରତ ! ଜାମଦା ଅଂଚଳ ବାସୀ ଏବଂ ଅଧ୍ଯକ୍ଷଙ୍କ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ    ବାରିପଦା: ମୟୂରଭଂଜ ଜିଲ୍ଲାର ପଛୁଆ ଆଦିବାସୀ ଅଧ୍ୟୁଷିତ  ଯାମଦା ଵ୍ଳକରେ ବିଡ଼ିଓ  ଦେବାଶିଷ ପଣ୍ଡା ସରକାରଙ୍କ ଗାଇଡ ଲାଇନ କୁ ଉଲଙ୍ଘନ କରି ଜନପ୍ରତିନିଧି ଙ୍କୁ ଅଣଦେଖା କରିବା ନେଇ ଜନ ପ୍ରତିନିଧିମାନେ ବ୍ଳକ ଅଧ୍ୟକ୍ଷ ଡୁମକା ହେମ୍ବ୍ରମ ଙ୍କ ନେତୃତ୍ବରେ  ତିନି ଦିନ ହେଲା  ଯାମଦା ବ୍ଲକ ଫାଟକରେ ତାଲା ଠୁଙ୍କିବା ସହ […]

Read More Text.
Img 20250820 wa0203

ପିକ୍ଅପ୍ ଭେନ୍ ଧକ୍କାରେ ବରିଷ୍ଠ ବିଜେପି ନେତା ମୃତ

ବାରିପଦା: ରାଇରଙ୍ଗପୁର – ତିରିଂ ଜାତୀୟ ରାଜପଥ  ୨୨୦ ନମ୍ବର ମରଣଯନ୍ତା ।ରାଇରଙ୍ଗପୁର ଟାଉନଥାନା ଅନ୍ତର୍ଗତ ୩ କିମି ଦୂର ରାଇରଙ୍ଗପୁର – ତିରିଂ ଜାତୀୟ ରାଜପଥ ୨୨୦ ନମ୍ବର  ପୁରୁଣାପାଣି  ନୋ ଏଣ୍ଟ୍ରି ପଏଣ୍ଟ ପାଖରେ ଆଜି ବୁଧଵାର ସଂନ୍ଧ୍ଯା ୭ ଟା ପାଖାପାଖି ସମୟରେ ପିକ୍ ଅପ୍ ଭେନ ଧକ୍କାରେ ଜଣେ ସାଇକେଲ ଆରୋହୀ ମୃତ ହୋଇଥିବା ଅଭିଯୋଗ ହୋଇଛି ।ସୂଚନାଯୋଗ୍ୟ ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ପୁରୁଣା ପାଣି ଗ୍ରାମର ସପନ ମହାନ୍ତ(୬୪) […]

Read More Text.
Img 20250819 wa0098

ବାରିପଦାରେ ବିଶ୍ୱଫଟୋଗ୍ରାଫି ଦିବସ 2025 ପାଳିତ

ବାରିପଦା – ମୟୁରଭଞ୍ଜ ଫଟୋଗ୍ରାଫଅର ଓ ଭିଡିଓ ଗ୍ରାଫର ଏସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ସାଇବିନାୟକ କଲ୍ୟାଣ ମଣ୍ଡପ ଠାରେ ବିଶ୍ୱ ଫିଟଗ୍ରାଫି ଦିବସ ପାଳିତ ହୋଇଯାଇଅଛି l ଉକ୍ତ କାର୍ଯ୍ୟକ୍ରମରେ  ନେତ୍ରାନନ୍ଦ  ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ, ମୟୁରଭଞ୍ଜ, ଡ଼ଃ ଦୟାସିନ୍ଧୁ ପରିଡ଼ା, ଉପ -ଜିଲ୍ଲାପାଳ, ବାରିପଦା  ଓ  କୃଷ୍ଣନନ୍ଦ ମହାନ୍ତି, ନଗରପାଳ, ବାରିପଦା ପୌରପରିଷଦ ପ୍ରମୁଖ ବିଶେଷ ଅତିଥିଭାବେ ଯୋଗ ଦେଇ ଏହି ଦିବସରେ ମୟୁରଭଞ୍ଜ ଜିଲ୍ଲାର 5ଜଣ ବର୍ଷିୟାନ ଫଟୋଗ୍ରାଫର   ଉଦଳା ରୁ ଆଶିଷ ମହାନ୍ତି, (ଆଶିଷ ଷ୍ଟୁଡ଼ିଓ) […]

Read More Text.
Rewr

ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ କୁ କୋଡିଏ ବର୍ଷ ସଶ୍ରମ କାରାଦଣ୍ଡ ସମେତ ଜୋରିମାନା

ବାରିପଦା : ଆଜି ଏକ ଦୁଷ୍କର୍ମ ଅଭିଯୋଗ ସଂକ୍ରାନ୍ତ ଏକ ମାମଲାର ବିଚାର କରି ମାନ୍ୟବର ଆଡ଼ ହକ ଆଡିସନାଲ ଜିଲ୍ଲା ଓ ଦୌରାଜଜ ଫାଷ୍ଟଟ୍ରାକ ସ୍ପେଶାଲ କୋର୍ଟ ଅଣ୍ଡାର ପୋକ୍ସ ଆକ୍ଟ ସନ୍ତୋଷ କୁମାର ନାୟକ ଅଭିଯୁକ୍ତ ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ଅନ୍ତର୍ଗତ ନିର୍ବିଲା ଗ୍ରାମ ର  ରାଉତା ପୂର୍ତ୍ତି  (57) କୁ  ଦଫା 6 ଅଫ ପୋକ୍ସ ଆକ୍ଟ ଅନୁଯାୟୀ କୋଡିଏ ବର୍ଷ ସଶ୍ରମ କାରାଦଣ୍ଡ ସମେତ ଦଶ ହଜାର ଟଙ୍କା ଜୋରିମାନା […]

Read More Text.