Photo1 for the news of cough syrup

ପାଳନ ହେଉନି ଡ୍ରଗ୍ସ ବିକ୍ରି ନିୟମ, ବେଧଡ଼କ ବିକ୍ରି ଚାଲିଛି ବେଆଇନ କଫ୍‌ସିରପ

ଆଗରପଡ଼ା :ସହର ସମେତ ଗ୍ର।।ମାଂଚଳରେ ବେଆଇନ କଫ୍‌ସିରପ ବେଧଡ଼କ ଭାବେ ବିକ୍ରି ହେଉଛି । ଯାହା ଏବେ ମଦ ଭଳି ନିଶା ସାମଗ୍ରୀର ବିକଳ୍ପ ସାଜିଛି । ବିଭିନ୍ନ କମ୍ପାନୀର କଫସିରପ ଶସ୍ତାରେ ନିଶା ହେଉଥିବାରୁ ବହୁ ଯୁବପିଢି ଏହାକୁ ବହୁଳ ଭାବେ ସେବନ କରୁଛନ୍ତି । ନିୟମ ନ ଥିଲେ ସୁଦ୍ଧା ଏହି କଫ୍‌ସିରପ ମେଡ଼ିସିନ୍ ଦୋକାନରେ ମଧ୍ୟ ଅତି ସହଜରେ ମିଳିଯାଉଛି । ଡ୍ରଗ୍ସ ବିଭାଗ ପକ୍ଷରୁ ନିୟମିତ ବ୍ୟବଧାନରେ ଚଢଉ ନ ହେବାରୁ […]

Read More Text.
Photo for the news of kitchengarden

କାଗଜ କଲମରେ ସୀମିତ ରହିଗଲା ଯୋଜନା, କାମରେ ଆସୁନି କିଚେନ ଗାର୍ଡ଼େନ

ଆଗରପଡ଼ା : ଗତ ୨୦୨୦ ମସିହାରେ ବଜାରର ଦରକୁ ଆଖି ଆଗରେ ରଖି ମଧ୍ୟାହ୍ନ ଭୋଜନରେ ସ୍ୱଚ୍ଛତା ଆଣିବା ରାଜ୍ୟ ସରକାର ବିଦ୍ୟାଳୟରେ କିଚେନ ଗାର୍ଡ଼େନ ଯୋଜନାର ଶୁଭାରମ୍ଭ ହୋଇଥିଲା । ଏହି ଯୋଜନା ମାଧ୍ୟମରେ ସରକାର ପ୍ରତି ସ୍କୁଲକୁ ୫୦୦୦ଟଙ୍କା ପ୍ରଦାନ କରିଥିଲେ । ଉକ୍ତ ଅର୍ଥରେ ବିଦ୍ୟାଳୟରେ ଉଦ୍ଧିଷ୍ଟ ଥିବା ବଗିଚାରେ ତାର ବାଡ଼ ଘେରାଇବା ଏବଂ ତା ମଧ୍ୟରେ କଦଳୀ, ଲଙ୍କା,ଶାଗ, ବାଇଗଣ,କଖାରୁ,ବିଲାତି,ସଜନା ଓ ଅମୃତଭଣ୍ଡା ଗଛ ଲଗାଇବା ସହ ଋତୁ ଅନୁସାରେ […]

Read More Text.
Cp radhakrishnan

ନାମାଙ୍କନ ଭରିଲେ ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ, ପ୍ରଥମ ପ୍ରସ୍ତାବକ ହେଲେ ମୋଦି

ନୂଆଦିଲ୍ଲୀ : ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଭରିଛନ୍ତି ଏନଡିଏ ସମର୍ଥିତ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ । ଆସନ୍ତାକାଲି ନାମାଙ୍କନ ଭରିବାର ଶେଷ ତାରିଖ ରହିଛି । ଆଜି ନାମାଙ୍କନ ଭରିଛନ୍ତି ଏନଡିଏ ପ୍ରାର୍ଥୀ ସି.ପି ରାଧାକ୍ରିଷ୍ଣନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ପ୍ରସ୍ତାବକ ହୋଇଛନ୍ତି । ଏନଡିଏ ନେତାଙ୍କ ଉପସ୍ଥିତିରେ ନାମାଙ୍କନ ଭରିଛନ୍ତି ସିପି ରାଧାକ୍ରିଷ୍ଣନ୍ । ତାମିଲନାଡୁ ବାସୀ ସିପି ରାଧାକ୍ରିଷ୍ଣନ ଦୁଇଥର କୋୟମ୍ବାଟୁରର ସାଂସଦ ରହିଛନ୍ତି । ଭାରତୀୟ ଜନତା ପାର୍ଟିରେ ବହୁତ […]

Read More Text.
Delhi school 1

ରାଜଧାନୀର ୫୦ ସ୍କୁଲକୁ ବୋମାରେ ଉଡ଼ାଇବାକୁ ଧମକ, ଛାତ୍ରଛାତ୍ରୀ-ଅଭିଭାବକ ଭୟଭୀତ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ସ୍କୁଲକୁ ମିଳିଛି ବୋମା ବିସ୍ଫୋରଣ ଧମକ । ପୁଣି ଥରେ ଦିଲ୍ଲୀର ୫୦ଟି ସ୍କୁଲକୁ ମିଳିଛି ବୋମା ଧମକ । ମାଲବ୍ୟ ନଗର, ନଜଫଗଡ଼, କରୋଲ ବାଗ ସହିତ ଅନ୍ୟ ସ୍କୁଲକୁ ବୋମା ଧମକ ମିଳିଛି । ଇମେଲ କରି ଧମକ ଦେଇଥିବା ଖବର ମିଳିଛି । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ସ୍କୁଲ ପରିସରରେ ପୋଲିସ ଓ ଦଳକଳ ବାହିନୀ ପହଞ୍ଚି ଯାଞ୍ଚ ଜାରି ରଖିଥିବା ବେଳେ ଏବେ […]

Read More Text.
Jail

ଜେଲ୍‌ ଗଲେ ଜଳସେଚନ ବିଭାଜନ ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା: ୨୦୬ ପ୍ରତିଶତରୁ ଅଧିକ ଆୟ ବହିର୍ଭୂତ ସମ୍ପତ୍ତି

 ସୁନ୍ଦରଗଡ଼: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅନୁଗୁଳ ଜଳସେଚନ ବିଭାଜନ ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କୁ ସୁନ୍ଦରଗଡ଼ ଦୁର୍ନୀତି ନିବାରଣ ବିଭାଗ(ଭିଜିଲାନ୍ସ) ଗିରଫ କରିଛି। ଚଢ଼ଉ ବେଳେ ସୁନ୍ଦରଗଡ଼ ଓ ରାଉରକେଲା ଛେଣ୍ଡରେ ୨କୋଟିରୁ ଊର୍ଦ୍ଧ୍ବ ଟଙ୍କାର ୨ଟି ବହୁତଳ କୋଠା, ଭୁବନେଶ୍ୱରରେ ୨ଟି ଫ୍ଲାଟ୍‌, ୪ଟି ଦାମୀ ପ୍ଲଟ୍‌, ନଗଦ ୨ ଲକ୍ଷ ୩୩ ହଜାର ଟଙ୍କା, ବ୍ୟାଙ୍କ ଜମା ୫୪ ଲକ୍ଷ ଟଙ୍କା ଭିଜିଲାନ୍ସ ଠାବ କରିଥିଲା।  ଶ୍ରୀ ବେହେରା ଏସବୁ ସମ୍ପତ୍ତିର […]

Read More Text.
Road

୬ଥାକିଆ ହେବ ଭୁବନେଶ୍ବର ବାଇପାସ୍‌ ରୋଡ୍‌: ଖର୍ଚ୍ଚ ହେବ ୮୩୦୮କୋଟି

ଭୁବନେଶ୍ବର: ଖୋର୍ଦ୍ଧା, ଭୁବ‌ନେଶ୍ବର କଟକ ସହରର ଭିଡ଼ ଓ ଟ୍ରାଫିକ୍‌ ସମସ୍ୟା କମାଇବା, ଭାରୀ ଯାନ ଚଳାଚଳ ହ୍ରାସ ପାଇଁ ଏନ୍‌ଏଚ୍-୧୬ରେ (ଚେନ୍ନାଇ-କୋଲକତା କରିଡର) ଜାତୀୟ ରାଜପଥ କର୍ତ୍ତୃପକ୍ଷ ଭୁବନେଶ୍ବର ବାଇପାସ୍‌ ନିର୍ମାଣ କରିବାକୁ ଯାଉଛନ୍ତି। ଏହା ଖୋର୍ଦ୍ଧା ଜିଲ୍ଲା ରାମେଶ୍ବରରୁ ବାହାରି ଭାୟା ବାଙ୍କି, ଆଠଗଡ଼, ଗୋବିନ୍ଦପୁର ହୋଇ କଟକର ଟାଙ୍ଗୀ ନିକଟରେ ବାହାରିବ। ଏହି ୧୧୦.୮୭୫ କିମିର ୬ଥାକିଆ ରାସ୍ତା ପାଇଁ ୮୩୦୭.୭୪ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ରାଜଧାନୀ କ୍ଷେତ୍ର ରିଙ୍ଗ ରୋଡ୍‌ […]

Read More Text.
Railway

ରାଜଧାନୀ ଏକ୍ସପ୍ରେସ୍‌ର ଗୁଣବତ୍ତା ଯାଞ୍ଚ କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

ଭୁବନେଶ୍ବର: ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ୍‌ ଆଜି ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‌(୨୨୮୨୩)ରେ ଅନ୍‌-ବୋର୍ଡ ଯାଞ୍ଚ କରିଛନ୍ତି। ସମସ୍ତ ଯାତ୍ରୀଙ୍କ ପାଇଁ ଏକ ଆରାମଦାୟକ ଓ ସୁଗମ ଯାତ୍ରା ଅଭିଜ୍ଞତା ସୁନିଶ୍ଚିତ କରିବା ଲକ୍ଷ୍ୟରେ ଯାତ୍ରୀଙ୍କ ସୁବିଧା, ପରିଷ୍କାର ପରିଚ୍ଛନ୍ନତା, ସୁରକ୍ଷା ବ୍ୟବସ୍ଥା ଓ ସେବା ଗୁଣବତ୍ତା ଯାଞ୍ଚ କରିଥିଲେ। ଏଥିସହ ମହାପ୍ରବନ୍ଧକ ଶ୍ରୀ ଫୁଙ୍କୱାଲ୍‌ ଭଦ୍ରକ ରେଳଷ୍ଟେସନ୍ ନିରୀକ୍ଷଣ କରି ଯାତ୍ରୀଙ୍କ ସୁବିଧା, କ୍ରିୟୁ ଲବି ଓ ଷ୍ଟେସନ୍ ୟାର୍ଡର ସମୀକ୍ଷା କରିଛନ୍ତି। ସ୍ୱଚ୍ଛତାର ଉଚ୍ଚ […]

Read More Text.
Heavy rain

୨୪ ଯାଏ ପ୍ରବଳ ବର୍ଷା ଆଶଙ୍କା, ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର : ଦୁର୍ବଳ ହେଉଛି ଅବପାତ । ଆଗାମୀ ୧୨ ଘଣ୍ଟାରେ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। କ୍ରମଶଃ ପଶ୍ଚିମ- ଉତ୍ତରପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ଓଡ଼ିଶା ଓ ଦକ୍ଷିଣ ଛତିଶଗଡ଼ ମୁହାଁ ହେବ। ଅବପାତ ପ୍ରଭାବରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ଲାଗିରହିଛି ବର୍ଷା ।  ଆସନ୍ତା ୨୪ ତାରିଖ ଯାଏ ପ୍ରବଳ ବର୍ଷା ଆଶଙ୍କା ରହିଛି ।  ଆଜି ପ୍ରବଳ ବର୍ଷା ପାଇଁ ୧୧ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ବାଲେଶ୍ବର, ଭଦ୍ରକ, […]

Read More Text.
Neet v

ନିଟ ପିଜି ରେଜଲ୍ଟ : ଅଲ ଇଣ୍ଡିଆ ଟପ୍ପର ହେଇଛନ୍ତି ଓଡ଼ିଆ ପୁଅ ପୋଷନ ମହାପାତ୍ର

କଟକ : ନ୍ୟାସନାଲ ବୋର୍ଡ ଅଫ୍ ଏକଜାମିନେସନ୍ ଇନ୍ ମେଡିକାଲ୍ ସାଇନ୍ସେସ ମଙ୍ଗଳବାର ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ ପୋଷ୍ଟଗ୍ରାଜୁଏଟ୍ (ନିଟ୍ ପିଜି ୨୦୨୫)ର ପରୀକ୍ଷା ଫଳ ଘୋଷଣା କରିଛି । ଏଥିରେ ଅଲ ଇଣ୍ଡିଆ ଟପ୍ପର ହେଇଛନ୍ତି SCB ବଡ଼ ମେଡିକାଲ ଡାକ୍ତର ଛାତ୍ର ପୋଷନ ମହାପାତ୍ର । ଏଥିରେ ସେ ପ୍ରଥମ ସ୍ଥାନରେ ଅଛନ୍ତି । ପୋଷନ ମହାପାତ୍ର scb ବଡ଼ ମେଡିକାଲ କଲେଜରେ mbbs ସାରି ହାଉସ ସର୍ଜନ ଭାବେ କାର୍ଯ୍ୟରତ ଥିଲେ […]

Read More Text.
Tiger

ଶିମିଳିପାଳ କୋର୍ ଅଞ୍ଚଳରେ ବୁଲୁଛି ‘ଜିନ୍ନତ୍’, ୭ମାସ ପରେ ଏନକ୍ଲୋଜରରୁ ବାହାରି ଶିକାର କରୁଛି ବାଘୁଣୀ

ମୟୂରଭଞ୍ଜ : ଶିମିଳିପାଳ କୋର୍ ଅଞ୍ଚଳରେ ବୁଲୁଛି ବାଘୁଣୀ ‘ଜିନ୍ନତ୍’ । ୭ମାସ ପରେ ଏନକ୍ଲୋଜରରୁ ବାହାରି କୋର୍ ଅଞ୍ଚଳରେ ଶିକାର କରୁଛି । ଜିନ୍ନତ୍ ଉପରେ ୨୪ ଘଣ୍ଟିଆ ନଜର ରଖିଛି ସ୍ବତନ୍ତ୍ର ଟିମ୍ । କୋର୍ ଅଞ୍ଚଳରେ ବୁଲି ଶିକାର କରି ନିଜ କ୍ଷେତ୍ର ପ୍ରସ୍ତୁତି କରିଥିବା ସୂଚନା ଦେଇଛନ୍ତି କର୍ତ୍ତୃପକ୍ଷ । ଗତ ଡିସେମ୍ବର ୧୫ ତାରିଖରେ ବାଘୁଣୀ ଜିନ୍ନତକୁ ମହାରାଷ୍ଟ୍ରରୁ ଆଣି ଶିମିଳିପାଳରେ ଛଡାଯାଇଥିଲା । ପରେ ଶିମିଳିପାଳ ଛାଡି ଝାଡଖଣ୍ଡ ଦେଇ […]

Read More Text.