Photo for the news of gramya road

ବେଧଡକ୍ ବାଲି ଚାଲାଣ, ମରଣଯନ୍ତା ପାଲଟିଛି ଗ୍ରାମ୍ୟ ରାସ୍ତା

ଆଗରପଡ଼ା :ଗ୍ରାମ୍ୟ ରାସ୍ତା ଦେଇ ବେଆଇନ ଭାବେ ରାତିଦିନ ବାଲି ଚାଲାଣ ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ ଓ ପଥଚାରୀ । ତେବେ ବର୍ଷାକୁ ଦୃଷ୍ଟିରେ ରଖି କେନ୍ଦୁଝର ଜିଲ୍ଲାର ସମସ୍ତ ବାଲି ଘାଟ ଗୁଡ଼ିକୁ ଅକ୍ଟୋବର ମାସ ୧୫ତାରିଖ ପର୍ଯ୍ୟନ୍ତ ବନ୍ଦ ନେଇ ନିର୍ଦ୍ଦେଶନାମା ଜାରି ହୋଇଥିଲେ ସୁଦ୍ଧା ବାଲି ଉତ୍ତୋଳନ ବନ୍ଦ ହେବାର ନାଁ ନେଉନାହିଁ । ହାଟଡିହି ତହସିଲ ଅଂଚଳର ଗିରିଗାଁ, ଅମୃତପୁର, ଡିମିରିଆ, ହାବଳେଶ୍ୱର, ଗୋବିନ୍ଦପୁର ସମେତ […]

Read More Text.
Drown 2

ଗାଧେଇବାକୁ ଯାଇ ପୋଖରୀରେ ବୁଡିଗଲେ ମା’-ଝିଅ

ଲମତାପୁଟ :  ଗାଁ ପୋଖରୀରେ ବୁଡି ମା-ଝିଅଙ୍କ ମୃତ୍ୟୁ ଘଟିଛି  ।  ଏଭଳି ଦୁଃଖଦ ଘଟଣା ଘଟିଛି ଲମତାପୁଟ ବ୍ଲକ କୁମାରଗନ୍ଧନା ପଞ୍ଚାୟତ ବାଲିଆ ଗାଁରେ । ଉଭୟ ମୃତକ  ହେଲେ ନନ୍ଦପୁର ବ୍ଲକ ଅରଗଣ୍ଡା ଗାଁର ମା’ ନମିତା ମାଝୀ ଓ ଝିଅ ସୁମିତ୍ରା ମାଝୀ । ମା’ ନମିତା  ଝିଅ ସୁମିତ୍ରାଙ୍କ ସହ ବାପା ଘରକୁ ବୁଲିବା ପାଇଁ ଆସିଥିଲେ । ଆଜି ଘରେ କାମ ସାରି ଗାଁ ପୋଖରୀରେ ଗାଧେଇବା ପାଇଁ ଉଭୟ ମା […]

Read More Text.
Screenshot 2025 08 21 151806

ନିଯୁକ୍ତ ସ୍ଥାନରେ ଯୋଗ ନଦେଲେ ହେବ ଦରମା ବନ୍ଦ; ଚେତାବନୀ ଦେଲେ କୃଷି ସଚିବ

ଭୁବନେଶ୍ୱର: କୃଷି ସଚିବ ଡ. ଅରବିନ୍ଦ କୁମାର ପାଢୀ ଏକ ଆଦେଶନାମା ଜାରି । ସେ କହିଛନ୍ତି ଯେ, ସମସ୍ତ ପଦୋନ୍ନତିପ୍ରାପ୍ତ / ବଦଳି ହୋଇଥିବା ଅଧିକାରୀମାନେ ବିଳମ୍ବ ନକରି ସେମାନଙ୍କର ନିଯୁକ୍ତ ସ୍ଥାନରେ ଯୋଗଦେବା ଉଚିତ ଏବଂ କୌଣସି ପରିସ୍ଥିତିରେ ସରକାରୀ ନିର୍ଦ୍ଦେଶର କାର୍ଯ୍ୟକାରିତାକୁ ସ୍ଥଗିତ ରଖାଯିବ ନାହିଁ। ଅଗଷ୍ଟ ୩୧, ୨୦୨୫ ସୁଦ୍ଧା ତାଙ୍କ ନିଯୁକ୍ତ ସ୍ଥାନରେ ଯୋଗଦେବାରେ ବିଫଳ ହେଉଥିବା ଯେକୌଣସି ଅଧିକାରୀ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାୟୀ ରହିବେ ଏବଂ ଏପରି […]

Read More Text.
Vigilance 750x430

ଲାଞ୍ଚ ନେଇ ଗିରଫ ହେଲେ ବୁଣ୍ଡିଆ ମାଇନ୍ସର ସବ୍ ଏରିଆ ମ୍ୟାନେଜର

ସମ୍ବଲପୁର: 20 ହଜାର ଟଙ୍କା ଲାଞ୍ଚ ମାମଲାରେ ସିବିଆଇ MCL ର ଝାରସୁଗୁଡା ସ୍ଥିତ ହୀରାକୁଦ ବୁଣ୍ଡିଆ ମାଇନ୍ସ ର ସବ ଏରିଆ ମ୍ୟାନେଜର ଅସିତ୍ କୁମାର ଓ ଜଣେ ପ୍ରାଇଭେଟ୍ ପର୍ସନ ବିଟୁ ରାମକୁ ଗିରଫ କରିଛି । ଅଭିଯୋଗ କରୀଙ୍କ ଠାରୁ ଏକ ମାମଲାର ତଦନ୍ତ କୁ ରଫା ଦଫା କରିବାକୁ ଅସିତ୍ କୁମାର ବିଟୁ ରାମ ମାଧ୍ୟମରେ 30 ହଜାର ଦାବି କରିଥିଲେ ।  ପ୍ରଥମ କିସ୍ତିରେ 20 ହଜାର ଟଙ୍କା ନେଉଥିବା […]

Read More Text.
Dog bite 1200x552 1 750x430

ପାଗଳ କୁକୁର କାମୁଡ଼ାରେ ୧୨ ଜଣ ଆହତ

ଗଞ୍ଜାମ: ମାତିଛି ପାଗଳ କୁକୁର। କୁକୁର କାମୁଡ଼ାରେ ୧୨ ଜଣ ଆହତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ପାଗଳ କୁକୁର ଆତଙ୍କ ଦେଖିବାକୁ ମିଳିଛି। ଧରାକୋଟ ବ୍ଲକର କୁସୁରାବ, ଲକ୍ଷ୍ମୀପୁର ଓ ବରୁଗୁଡ଼ା ଗାଁରେ ଗୋଡାଇ ଗୋଡାଇ କାମୁଡୁଛନ୍ତି ପାଗଳ କୁକୁର। ଫଳରେ ଲୋକମାନେ ଘରୁ ବାହାରକୁ ବାହାରିବାକୁ ଭୟ କରୁଛନ୍ତି। କେବଳ ମଣିଷ ନୁହଁନ୍ତି ଗାଈ, ଛେଳି ଓ ଭଲ କୁକୁରଙ୍କୁ ବି କାମୁଡି ଘାଇଲା କରୁଛି ପାଗଳା କୁକୁର। କୁସୁରାବ ଗାଁର ଲୋକେ […]

Read More Text.
Puja 1

ସବୁ ପୂଜା ମଣ୍ଡପରେ ଲାଗିବ ସଡ଼କ ସୁରକ୍ଷା ବାର୍ତ୍ତା, ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ପରିବହନ ଆୟୁକ୍ତଙ୍କ ଚିଠି

କଟକ/ଭୁବନେଶ୍ୱର : ପାର୍ବଣରେ ପୂଜା ମଣ୍ଡପରେ ଲାଗିବ ସଡ଼କ ସୁରକ୍ଷା ବାର୍ତ୍ତା । ମା’ଙ୍କ ଆଶୀର୍ବାଦ ସହ ପରିବାରର ସୁରକ୍ଷା ପାଇଁ ହେବେ ସଚେତନ । ଏଥିପାଇଁ ସମସ୍ତ ପୂଜା କମିଟିଙ୍କୁ ଅନୁରୋଧ କରାଯିବ । କେବଳ ସେତିକି ନୁହେଁ, ନିଜ ଅଞ୍ଚଳକୁ ଦୁର୍ଘଟଣା ମୁକ୍ତ କରିବା ଦିଗରେ ସହଯୋଗ କରିବାକୁ ସାହି ମୁରବିଙ୍କୁ ମଧ୍ୟ ଅନୁରୋଧ କରାଯିବ । ପାର୍ବଣ ସଂପର୍କିତ ସମନ୍ୱୟ ବୈଠକରେ ପୂଜା କମିଟି ମାନଙ୍କ ସହ ଏ ସଂକ୍ରାନ୍ତରେ ଆଲୋଚନା କରିବାକୁ ସମସ୍ତ […]

Read More Text.
Asemb

ସେପ୍ଟେମ୍ବର ୧୮ରୁ ୨୫ ଯାଏଁ ଚାଲିବ ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ୱର : ଖୁବ୍ ଶୀଘ୍ର ବିଧାନସଭା ମୌସୁମୀ ଅଧିବେଶନ । ସେପ୍ଟେମ୍ବର ୧୮ରୁ ୨୫ ଯାଏଁ ମୌସୁମୀ ଅଧିବେଶନ ନେଇ ସୂଚନା ମିଳିଛି । ତେବେ ବିଧାନସଭାର ମୌସୁମୀ ଅଧିବେଶନ ନେଇ ବିଧିବଦ୍ଧ ବିଜ୍ଞପ୍ତିକୁ ଅପେକ୍ଷା କରାଯାଇଛି । ଚଳିତ ବିଧାନସଭାରେ ବିଭିନ୍ନ ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କୁ ଘେରିବାକୁ ବିରୋଧୀ ଯୋଜନା କରୁଥିବା ବେଳେ ସରକାର ବି ବିରୋଧୀଙ୍କ ପ୍ରଶ୍ନ ଉତ୍ତର ଦେବାକୁ ପ୍ରସ୍ତୁତ ହୋଇପାରନ୍ତି । ଚଳିତବର୍ଷ ମୌସୁମୀ ଅଧିବେଶନରେ ମୋଟ ୭ଟି କାର୍ଯ୍ୟଦିବସ ରହିବାର […]

Read More Text.
Police

ମାନବିକତା ଦେଖାଇଲେ ପୋଲିସ ବାବୁ: କାନ୍ଧରେ ନେଇ ମହିଳାଙ୍କ ଶବସତ୍କାର କଲେ

ବାଲେଶ୍ୱର: ମୃତଦେହକୁ କାନ୍ଧେଇ ନେଇ ଯାଉଛନ୍ତି ପୋଲିସ । ମୃତ୍ୟୁ ସମୟରେ ପରିବାର ଲୋକେ ଚାରି କାନ୍ଧ ଦିଅନ୍ତି ଏକଥା ଆମେ ସମସ୍ତେ ଜାଣିଛେ କିନ୍ତୁ ଏଠି ଦୃଶ୍ୟ ଟିକେ ଭିନ୍ନ । ଦେଖୁନାହାନ୍ତି କିଭଳି ପୋଲିସମାନେ ମିଶି ମୃତଦେହକୁ କାନ୍ଧେଇ ନେଇଯାଉଛନ୍ତି । ଆଉ ମହିଳାଙ୍କ ଶେଷକୃତ୍ୟ ମଧ୍ୟ କରିଛନ୍ତି । ହଁ ଆଜ୍ଞା, ପୋଲିସମାନେ ମୃତଦେହକୁ ଗାଁ ଲୋକଙ୍କ ସାହାଯ୍ୟରେ ନିଜେ କାନ୍ଧେଇ ଶ୍ମଶାନ ପର୍ଯ୍ୟନ୍ତ ନେଇ ଶବଦାହ କରିଛନ୍ତି । ଏଭଳି ଏକ ଦୁଖଃଦ […]

Read More Text.
Elephant 1

ଗୋଠଛଡ଼ା ଦନ୍ତାର ଆତଙ୍କ, ଘର ଭାଙ୍ଗିଲା ବୃଦ୍ଧାଙ୍କ ଜୀବନ ନେଲା

କେନ୍ଦୁଝର: ଆତଙ୍କ ଖେଳାଇଛି ଗୋଠ ଛଡ଼ା ଦନ୍ତା । ଦିନରେ ଲୁଚୁଛି, ରାତିରେ ଭାଙ୍ଗୁଛି । ହାତୀ ଆକ୍ରମଣରେ ପୁଣି ଜଣଙ୍କ ମୃତ୍ୟୁ । ଶୋଇଥିବା ବେଳେ ଘର ଭାଙ୍ଗି ଆକ୍ରମଣ କଲା ଗୋଠଛଡା ଦନ୍ତା । ଚିକିତ୍ସିତ ଅବସ୍ଥାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ଚମ୍ପୁଆ ବ୍ଲକ ବର୍ଧନା ଗାଁରେ ଦେଖା ଯାଇଛି ଦନ୍ତା ଆତଙ୍କ । ଘରେ ପଶି ଗୋଠଛଡା ଦନ୍ତା କରିଥିଲା ଉତ୍ପାତ । ବିଳମ୍ବିତ ରାତିରେ ବର୍ଧନା ଗାଁର ଶରଧା ଖିଲାର […]

Read More Text.
Ama bus c

ରାସ୍ତା ମଝିରେ ଜଳିଗଲା ଆମ ବସ, ଅଳ୍ପେକ ବର୍ତ୍ତିଲେ ଯାତ୍ରୀ

ଖୋର୍ଦ୍ଧା:  ହୁ ହୁ ହୋଇ ଜଳିଗଲା ଆମ ବସ୍ ।  ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ରାସ୍ତାମଝିରେ ଜଳିଗଳା ଆମ ବସ ।  କଟକରୁ ଖୋର୍ଦ୍ଧା ଯାଉଥିବା ସମୟରେ ୧୬ ନମ୍ବର ଜାତୀୟ ରାଜପଥର ଗଡ଼ ଖୋର୍ଦ୍ଧା ନିକଟରେ ଗୁରୁବାର ଏହି ଅଘଟଣ ଘଟିଛି ।  ତେବେ ବସ୍ ଭିତରୁ ସବୁ ଯାତ୍ରୀ ସୁରକ୍ଷିତ ବାହାରି ଯାଇଥିବା ସୂଚନା ମିଳିଛି । ଅଘଟଣରେ କାହାର କୌଣସି କ୍ଷୟକ୍ଷତି ହୋଇନାହିଁ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ […]

Read More Text.