ଶୋଇଥିବା ବେଳେ ବୃଦ୍ଧ ବାପାକୁ ହତ୍ୟା କଲା ପୁଅ
ଉମରକୋଟ: ଜନ୍ମକଲା ପୁଅ ଭୁଲିଗଲା ମାନବିକତା । ସବୁ ସୀମା ପାର କରି ନିର୍ମମ ଭାବେ ହତ୍ୟା କଲା ନିଜ ବାପାକୁ । ମୋତେ ବଞ୍ଚାଓ ବଞ୍ଚାଓ କହି ଆକୁଳ ଚିତ୍କାର କରୁଥିଲା ବାପା କିନ୍ତୁ ଶୁଣିଲାନି ଏ ନରହନ୍ତା ପିଶାଚ । ହଁ ଦର୍ଶକବନ୍ଧୁ, ପୁଅର ଟାଙ୍ଗିଆ ମାଡ଼ରେ ୮୦ ବର୍ଷୀୟ ବୃଦ୍ଧ ବାପାର ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବଡ଼ବାସିନୀ ଗ୍ରାମରେ । ପୁଅ ବିଶ୍ୱନାଥ ରଜଗଣ୍ଡ […]
Read More Text.