ପ୍ରାଥମିକ ଶିକ୍ଷାର ଦୟନୀୟ ଚିତ୍ର, ୬ଶ୍ରେଣୀକୁ ୯ପିଲା

ଆଗରପଡ଼ା: ମାତ୍ର ୯ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଚାଲିଛି ସରକାରୀ ପ୍ରାଥମିକ ବିଦ୍ୟାଳୟ । ଶିଶୁବାଟିକା ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଏହି ୯ଜଣ ପିଲାଙ୍କୁ ପଢାଉଛନ୍ତି ୨ଜଣ ଶିକ୍ଷକ । ତେଣୁ ପ୍ରତ୍ୟେକ ଶ୍ରେଣୀ ପାଇଁ ୨ ଜଣ ପିଲା । ପ୍ରାଥମିକ ଶିକ୍ଷାର ଏହିଭଳି ଏକ ଦୟନୀୟ ଚିତ୍ର ଦେଖିବାକୁ ମିଳିଛି ବନ୍ତ ବ୍ଲକ ତୋଫାବିବି କ୍ଲଷ୍ଟର ଅଧିନସ୍ଥ ପୁରୁଷଣ୍ଢ ପଞ୍ଚାୟତ ଅର୍ନ୍ତଗତ ମୁଣ୍ଡଳୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ । ୨୦୦୪ ମସିହାରେ ପ୍ରତିଷ୍ଠିତ […]

Read More Text.

‘ଏକତ୍ୱବାଦର ଜୟଯାତ୍ରା ଯୁବଶକ୍ତି ପାଇଁ ଆହ୍ୱାନ’

ଆଗରପଡା ଯୁବ ମହୋତ୍ସବର ଚତୁର୍ଥ ସଂଧ୍ୟା ବନ୍ତ/ଆଗରପଡ଼ା: ସାମ୍ପ୍ରତିକ ସ୍ଥିତିରେ ଅବକ୍ଷୟ ମୁଖୀ ସମାଜରେ ବିଭେଦାୟନ ଓ ଗୋଷ୍ଠୀବାଦର ବିଲୋପ ସାଧନ ପୂର୍ବକ ଏକତ୍ୱବାଦର ମହାମନ୍ତ୍ର ପ୍ରଚାର, ଆଜିର ଯୁବଶକ୍ତି ପାଇଁ ଆହ୍ୱାନ । ପୂର୍ବସୂରୀଙ୍କ ମାନବବାଦର ସୂପ୍ନିଳ ଚିନ୍ତା ଚେତନାର ପରିବୃଦ୍ଧି ହିଁ ଆଗାମୀ ଉତ୍ତରପିଢୀଙ୍କ କର୍ମମୟ ଜୀବନ ପଥର ନବଦିଗନ୍ତର ବାର୍ତ୍ତା ସୃଷ୍ଟି କରୁ ବୋଲି ଚତୁର୍ଥ ବାର୍ଷିକ ଆଗରପଡ଼ା ଯୁବ ମହୋତ୍ସବ ଚତୁର୍ଥ ସଂଧ୍ୟାରେ ମୁଖ୍ୟ ଅତିଥିଭାବେ କେନ୍ଦୁଝର ଜିଲ୍ଲାର ବିଶିଷ୍ଟ ସାହିତ୍ୟିକ […]

Read More Text.
Maoists 3

କରିପୁ ଜଙ୍ଗଲରେ ସର୍ଚ୍ଚ ଅପରେସନ, ଟିଫିନ ବୋମା ଓ ବିସ୍ଫୋରକ ଜବତ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ ରାଜ୍ୟ ବିଜାପୁର ଜିଲ୍ଲାର କରିପୁ ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀଙ୍କୁ ମିଳିଛି ମାଓ ସାମଗ୍ରୀ। ଯାହା ମଧ୍ୟରେ ରହିଛି ଗୋଟିଏ ଟିଫିନ ବୋମା ଏବଂ ବିପୁଳ ପରିମାଣର ବିସ୍ପୋରକ। ସୁରକ୍ଷା କର୍ମୀଙ୍କୁ କ୍ଷତି ପହଞ୍ଚାଇବା ଲାଗି ଜଙ୍ଗଲ ଭିତରେ ମାଓବାଦୀମାନେ ଏହି ସବୁ ବିସ୍ଫୋରକ ଲୁଚାଇ ରଖିଥିଲେ। ହେଲେ ଡିଆରଜି ଓ ସିଆରପିଏଫ ବାହିନୀର ସର୍ଚ୍ଚ ଅପରେସନ ବେଳେ ଟିଫିନ ବୋମା ଉଦ୍ଧାର କରାଯାଇ ତାହାକୁ ନିଷ୍କ୍ରିୟ କରାଯାଇଛି। ବୋମା […]

Read More Text.
Cp

ଜିରୋ ନାଇଟ୍‌ରେ ମଦ ପିଇ ଗାଡ଼ି ଚଳାଇଲେ କଠୋର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ଜିରୋ ନାଇଟରେ ମଦ ପିଇ ଗାଡ଼ି ଚଳାଇ ଧରାପଡ଼ିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ। ଦ୍ଵେତନଗରୀ ପୁଲିସ କମିଶନର ଏସ. ଦେବଦତ୍ତ ସିଂହ ଏପରି ଚେତାବନୀ ଦେଇଛନ୍ତି। ଯଦି କେହି ଅମାନିଆ ହୁଅନ୍ତି, ତେବେ ସେମାନଙ୍କ ଗାଡ଼ି ଜବତ କରାଯିବା ସହିତ କୋର୍ଟ ଚାଲାଣ କରାଯିବ। ପୁଲିସ କମିଶସନରଙ୍କ ସୂଚନା ଅନୁସାରେ, ଭୁବନେଶ୍ଵର-କଟକର ୧୮ ସ୍ଥାନରେ ନାକା ଲଗାଯିବ। ଗାଡ଼ିମୋଟର ଯାଞ୍ଚ କଡ଼ାକଡ଼ି ହେବ। ୨୯ଟି ସ୍ଥାନ ଉପରେ ପୁଲିସ ନଜର ରଖିବ। ୫ଟି କୁଇକ ରେସପନ୍ସ ଟିମ୍‌ (କ୍ୟୁଆରଟି) […]

Read More Text.

ଫେରିଗଲେ ମୁଖ୍ୟ ନିର୍ବାଚନ କମିଶନର: ବୁଥ୍‌ ସ୍ତରୀୟ ବୈଠକ ସ୍ଥଗିତ

ଭୁବନେଶ୍ୱର: ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ଜ୍ଞାନେଶ କୁମାର ଦିଲ୍ଲୀ ଫେରି ଯାଇଛନ୍ତି । ପିତାଙ୍କ ସ୍ୱାସ୍ଥ୍ୟ ଖରାପ ହେବା ଖବର ଶୁଣିବା ପରେ ସେ ତୁରନ୍ତ ଦିଲ୍ଲୀ ଫେରି ଯାଇଛନ୍ତି । ଫଳରେ ଆଜି ହେବାକୁ ଥିବା ତୃତୀୟ ଦିନର ବୁଥ୍‌ ସ୍ତରୀୟ ଅଧିକାରୀଙ୍କ ସହ ବୈଠକ ସମେତ ଅନ୍ୟ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି । ଜରୁରୀକାଳୀନ ପରିସ୍ଥିତିରେ ରବିବାର ସନ୍ଧ୍ୟାରେ ସେ ଦିଲ୍ଲୀ ଫେରିଯାଇଛନ୍ତି । ଜରୁରୀକାଳୀନ ଭିତ୍ତିରେ ପ୍ରତ୍ୟାବର୍ତ୍ତନ କରୁଥିବା ହେତୁ ଦୁଃଖପ୍ରକାଶ […]

Read More Text.
Wine e1767021906982 300x85

ନକଲି ବିଦେଶୀ ମଦ କାରଖାନା ଉପରେ ଚଢ଼ାଉ

କୋରାପୁଟ: ଜିଲା କୋଟପାଡ଼ ଥାନା ଅନ୍ତର୍ଗତ ବଣ୍ଡାଗୁଡ଼ାରେ ସୋମବାର ଏକ ନକଲି ବିଦେଶୀ ମଦ କାରଖାନା ଠାବ ହୋଇଛି। ଏକ ଘରେ ଦୁଇ ଜଣ ବ୍ୟକ୍ତି ଏହି ନକଲି ମଦ କାରଖାନା ଚଳାଉଥିଲେ। ବିଭିନ୍ନ ରସାୟନିକ ସାମଗ୍ରୀ ମିଶ୍ରଣ କରି ନାମୀଦାମୀ ବ୍ରାଣ୍ଡର ମଦ ପ୍ରସ୍ତୁତ କରି ବାହାରକୁ ଚାଲାଣ କରୁଥିଲେ। ଏ ନେଇ ଖବରପାଇ କୋରାପୁଟ ଅବକାରୀ ବିଭାଗ ପକ୍ଷରୁ ସେଠାରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ସେଠାରୁ ବିପୁଳ ପରିମାଣର ନକଲି ମଦ ଜବତ […]

Read More Text.

୪ଦଫା ଦାବିରେ ଟାଟା ପାୱର ଅଫିସ ଘେରାଉ କଲା କଂଗ୍ରେସ

ଭୁବନେଶ୍ୱର: ରାଜଧାନୀରେ କଂଗ୍ରେସର ଜୋରଦାର ବିକ୍ଷୋଭ । ଟିପିସିଓଡିଏଲ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ କର୍ମୀ ଓ ନେତାଙ୍କ ପକ୍ଷରୁ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱରେ ବରିଷ୍ଠ ନେତାମାନେ ଆନ୍ଦୋଳନରେ ସାମିଲ ହୋଇ ୪ଦଫା ଦାବିରେ ଟାଟା ପାୱର ଅଫିସକୁ ଘେରାଉ କରିଛନ୍ତି । ଚାଷୀଙ୍କୁ ସଂପୂର୍ଣ୍ଣ ମାଗଣା ବିଜୁଳୀ, ସାଧାରଣ ଜନତାଙ୍କୁ ୩୦୦ ୟୁନିଟ୍‌ ମାଗଣା ବିଜୁଳୀ, ସ୍ମାର୍ଟ ମିଟର ଉଚ୍ଛେଦ, ଅତିରିକ୍ତ ସିକ୍ୟୁରିଟି ଜମା ବନ୍ଦ କରିବାକୁ […]

Read More Text.
Dharmendra

ତ୍ରିରଙ୍ଗା ପଦଯାତ୍ରାରେ ସାମିଲ ହେଲେ କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ

ସମ୍ବଲପୁର : ବୀର ମାଟି କୁଦୋପାଲିରେ ତ୍ରିରଙ୍ଗା ପଦଯାତ୍ରାରେ ସାମିଲ ହେଲେ କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ।  ତ୍ରିରଙ୍ଗା ଯାତ୍ରା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ସିନ୍ଦୁରପଙ୍କ ଛକ ନିକଟରେ ଏକ ସହିଦ ଗେଟକୁ ଉଦଘାଟନ କରିଥିଲେ  l  ଏହାପରେ ଏକ ଆଦର୍ଶ ଅଙ୍ଗନବାଡି କେନ୍ଦ୍ରକୁ ମଧ୍ୟ ଉଦଘାଟନ କରିଥିଲେ  l  ଅଙ୍ଗନବାଡିରେ ଛୁଆ ମାନଙ୍କୁ ଫଳ ବଣ୍ଟନ କରିଥିଲେ  l  ଏହାପରେ କୁଦୋପାଲି ପ୍ରାଇମେରୀ ସ୍କୁଲରୁ ତ୍ରିରଙ୍ଗା ପଦଯାତ୍ରା କରାଯାଇଥିଲା ।  ଆସନ୍ତାକାଲି ପାଳନ ହେବାକୁ ଥିବା ସହିଦ […]

Read More Text.
Death 1

ଚିକିତ୍ସା ଅବହେଳାରୁ ପ୍ରସୂତୀଙ୍କ ମୃତ୍ୟୁ, ଡାକ୍ତରଖାନାରେ ଉତ୍ତେଜନା

ନୟାଗଡ : ପ୍ରସୂତୀଙ୍କ ମୃତ୍ଯୁକୁ ନେଇ ଉତ୍ତେଜନା । ନୟାଗଡ ସହରର ଏକ ଘରୋଇ ହସ୍ପିଟାଲରେ ଉତ୍ତେଜନା । ଚିକିତ୍ସା ଅବହେଳାରୁ ପ୍ରସୂତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର । ଗତକାଲି ବୋଦସା ଗାଁର ସୁନିଆ ନାୟକ ନାମକ ପ୍ରସୂତି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।  ଅପରାହ୍ନ ୨ଟା ବେଳେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ ।  ପରେ ରାତି ୯ଟାରେ ସୁନିଆଙ୍କ ସ୍ବାସ୍ଥ୍ୟ ଗୁରୁତର ହୋଇଥିଲା । ଡାକ୍ତରଙ୍କୁ ଡାକିବା ପରେ ଆସିନଥିବା […]

Read More Text.
Screenshot 2025 12 29 181313 750x430

୨୦୨୬ ରଥଯାତ୍ରା ଲାଗି ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ

ପୁରୀ: ୨୦୨୬ ରଥଯାତ୍ରା ଲାଗି ଆରମ୍ଭ ହେଲା ପ୍ରାରମ୍ଭିକ ପ୍ରସ୍ତୁତି। ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ମାଳ, ପତନି, ଲାଗିଲୁଗା ସହ ଟାକୁଆ ସରପୁଳି, ବିରିପିଠା ଓ ଲଡୁ ମହାପ୍ରସାଦ ନେଇ ରଥ ତତ୍ତ୍ୱାବଧାରକଙ୍କ ନେତୃତ୍ୱରେ ଏକ ତିନିଜଣିଆ ପ୍ରତିନିଧି ଦଳ ଆଜି ନୟାଗଡ଼ ଅଭିମୁଖେ ଯାତ୍ରା କରିଛନ୍ତି। ରଥ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ, ଭୋଇସର୍ଦ୍ଦାର ରବିଭୋଇ ଓ ଅମିନ ଲକ୍ଷ୍ମଣ ମହାପାତ୍ର ପ୍ରମୁଖ ତିନିଜଣ ନୟାଗଡ ବନଖଣ୍ଡ ଅନ୍ତର୍ଗତ ବଡମୂଳସ୍ଥିତ ବଡରାଉଳ ଠାକୁରାଣୀଙ୍କୁ ନିମନ୍ତ୍ରଣ ଲାଗି ଯାତ୍ରା କରିଛନ୍ତି […]

Read More Text.