ବାରିପଦାରେ ଐତିହାସିକ ଅବସର: ପ୍ରଥମ୍ବାର ‘ମୂଳ ସୋମନାଥ ଜ୍ୟୋତିର୍ଲିଙ୍ଗ’ ଦର୍ଶନ!
ତ୍ରେତେୟା ଯୁଗର ଦୁର୍ଲଭ ଲିଙ୍ଗ ଦେଶରେ ପ୍ରଥମେ ମୟୂରଭଞ୍ଜରେ ଦେବ ଦର୍ଶନ ବାରିପଦା: ଦେଶ ତଥା ରାଜ୍ୟ ପାଇଁ ଏକ ଅତ୍ୟନ୍ତ ଦୁର୍ଲଭ ଓ ଆଧ୍ୟାତ୍ମିକ ଅବସର ମୟୂରଭଞ୍ଜର ସଦର ମହକୁମା ବାରିପଦାରେ ଆୟୋଜିତ ହେବାକୁ ଯାଉଛି। ଐତିହାସିକ ପ୍ରମାଣ ଅନୁଯାୟୀ, ୧୦୨୪ ଖ୍ରୀଷ୍ଟାବ୍ଦରେ ମହମ୍ମଦ ଗଜନିଙ୍କ ଦ୍ୱାରା ସୋମନାଥ ମନ୍ଦିର ଧ୍ୱଂସ ପରେ ଶତାବ୍ଦୀ ଶତାବ୍ଦୀ ଧରି ନଷ୍ଟ ଅବସ୍ଥାରେ ରହିଥିବା ‘ମୂଳ ସୋମନାଥ ଜ୍ୟୋତିର୍ଲିଙ୍ଗ’ ପୁନଃ ଆବିଷ୍କାର ହୋଇଛି। ବର୍ତ୍ତମାନ ଏହି ଶିବଙ୍କ ଅତ୍ୟନ୍ତ […]
Read More Text.