ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ

ଭୁବନେଶ୍ବର: ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ । ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଇଛନ୍ତି । ୪୭ ତମ ମୁଖ୍ୟ ଶାସନ ସଚିବ ଭାବେ ଆଜି ଦାୟିତ୍ଵ ନେଇଛନ୍ତି ଅନୁ ଗର୍ଗ । ଲୋକସେବା ଭବନରେ ସେ ବିଧିବଦ୍ଧ ଭାବେ  ଦାୟିତ୍ଵ ଗ୍ରହଣ କରିଛନ୍ତି ।  ବିଦାୟୀ ମୁଖ୍ୟ  ସଚିବ ମନୋଜ ଆହୁଜାଙ୍କ ଠାରୁ ନେଲେ ଦାୟିତ୍ବ । ଅନୁ ଗର୍ଗଙ୍କୁ ବିଭିନ୍ନ ମହଲରୁ […]

Read More Text.

ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ତ୍ରୁଟି; ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ) ଦ୍ୱାରା ପ୍ରସ୍ତୁତ କ୍ୟାଲେଣ୍ଡରରେ ଏକ ତ୍ରୁଟି ଦେଖାଯିବା ପରେ ଭକ୍ତ ଏବଂ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଯାହାକୁ ନେଇ ସ୍ପଷ୍ଟୀକରଣ ରଖିଛି ମନ୍ଦିର ପ୍ରଶାସନ। ତ୍ରୁଟି ସମ୍ପର୍କରେ ଚିନ୍ତା ପ୍ରକାଶ କରି ମନ୍ଦିର ସେବାୟତ ଏହାକୁ ସଂଶୋଧନ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି। କାରଣ କ୍ୟାଲେଣ୍ଡରରେ ଥିବା ଅସଙ୍ଗତି ଅନେକ ଭକ୍ତଙ୍କ ଧାର୍ମିକ ଭାବନାକୁ ଆଘାତ କରିବ। ପ୍ରଶାସନ କ୍ୟାଲେଣ୍ଡରର ବଣ୍ଟନ ବନ୍ଦ କରିବା […]

Read More Text.

ଶ୍ରୀମନ୍ଦିର ଜମି ବନ୍ଦୋବସ୍ତ ନୀତିରେ ସଂଶୋଧନ ନେଇ ସମୀକ୍ଷା ବୈଠକ: ବଢିବ ମନ୍ଦିର ପରିଚାଳନା ଆୟ

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଥିବା ହଜାର ହଜାର ଏକର ଜମି ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ସ୍ଥାନରେ ଅବ୍ୟବସ୍ଥିତ ଢଙ୍ଗରେ ପଡ଼ିରହିଛି। ଏଥିରୁ ଶ୍ରୀମନ୍ଦିରର କିଛି ଆୟ ମଧ୍ୟ ହେଉନାହିଁ। ଏହିସବୁ ସମସ୍ୟାର ସମାଧାନ ନେଇ ପ୍ରସ୍ତାବ ଉପରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ଜମି ବନ୍ଦୋବସ୍ତ ନୀତିରେ ସଂଶୋଧନ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଲୋକସେବା ଭବନସ୍ଥିତ ଆଇନ ବିଭାଗ ସମ୍ମିଳନୀ କକ୍ଷରେ […]

Read More Text.

 ରାଇରଙ୍ଗପୁର ଓ ବିଜାତଳାରେ ଧାନମଣ୍ଡି ଉଦଘାଟିତ

ବାରିପଦା : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଲ୍ଯାମ୍ପରେ ଆଜି ମଙ୍ଗଳବାର ପୂର୍ବାହ୍ନରେ ଧାନମଣ୍ଡି ରାଇରଙ୍ଗପୁର ତହସିଲଦାର ବିଶ୍ବନାଥ ବିଶ୍ବାଳଙ୍କ କରକମଳରେ ଶୁଭ ଉଦଘାଟିତ ହୋଇଯାଇଛି ।ପ୍ରାରମ୍ଭରେ ବିଶିଷ୍ଟ ପୂଜକ ଶିବ କୁମାର ଦାସ ପୂଜାର୍ଚ୍ଚନା କରିଥିଲେ ।ଏହି କାର୍ଯ୍ୟକ୍ରମରେ ଲ୍ଯାମ୍ପର ସଭାପତି ସୁଗଦା ମାର୍ଣ୍ଡୀ ଆରସିଏମଏସ ର ସଂପାଦକ ମନୋରଞ୍ଜନ ବେହେରା,ବ୍ଳକ ଯୋଗାଣ ଅଧିକାରୀଣୀ ନିତିକା ନାଏକ,ନୋଡାଲ ଅଧିକାରୀ ଉତ୍ତମ ଗିରି,ଆର ଆଇ ରଞ୍ଜନ ମହାନ୍ତ,ଏମଡି ଲୋପାମୁଦ୍ରା ମହାନ୍ତ, ପ୍ରମୁଖ ଯୋଗ ଦେଇଥିଲେ ।ଆରସିଏମଏସର ସଂପାଦକ  ଧାନ […]

Read More Text.

ମୟୁରଭଞ୍ଜ ଜିଲାରେ ପ୍ରଥମ ଥର ଅନୁଷ୍ଠିତ ହେଲା ମେଗା କ୍ରେଡିଟ ଆଉଟରିଚ କାର୍ଯ୍ୟକ୍ରମ-୨୦୨୫ 

ବାରିପଦା : ମୟୂରଭଞ୍ଜରେ ପ୍ରଥମ ଥର ଓଡିଶା ଗ୍ରାମୀଣ ବ୍ୟାଙ୍କ ବାରିପଦା ଅଞ୍ଚଳ ଏବଂ ଓଡିଶା ଗ୍ରାମୀଣ ବ୍ୟାଙ୍କ ଯଶିପୁର ଅଞ୍ଚଳର ମିଳିତ ପ୍ରୟାସରେ ଜ଼ିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ମେଗା କ୍ରେଡିଟ ଆଉଟରିଚ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି| ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ଡା. କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଶ୍ରୀମତୀ ସତ୍ୟବତୀ ସାହୂ […]

Read More Text.

ପଣ୍ଡିତ ରହିଦାସ ସିଂ ନାଗଙ୍କ ପୁଣ୍ୟତିଥି ପାଳିତ

ବାରିପଦା: ମୁଣ୍ଡା ଜାତିର ଆଦରଣୀୟ, ଗୌରବ ତଥା ମୁଣ୍ଡାରୀ ବାନି ଲିପିର ଆବିଷ୍କାରକ ପଣ୍ଡିତ ରହିଦାସ ସିଂ ନାଗଙ୍କ ୧୩ତମ ପୁଣ୍ୟତିଥି ଅବସରରେ ତା – ୩୦/୧୨/୨୫ ରିଖ ମଙ୍ଗଳବାର ଦିନ ମୁଣ୍ଡା ଯୁବ ସଂଗଠନ ଆନୁକୁଲ୍ୟରେ ବାରିପଦା ନିକଟସ୍ଥ ମଧୁବନ ରେ ଥିବା ତାଙ୍କ ପ୍ରତିମୂର୍ତ୍ତି ,  ତାଙ୍କର କର୍ମଭୂମୀ ଠାରେ ଥିବା ସମାଧିପୀଠ ଏବଂ ରଙ୍ଗାମାଟିଆ ନିକଟସ୍ଥ ଶାଳବଣି ଗ୍ରାମ ଠାରେ ଥିବା ତାଙ୍କ ପ୍ରତିମୂର୍ତ୍ତି ଠାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି l     […]

Read More Text.

ଅଗ୍ନି ବିପନ୍ନଙ୍କୁ ସହାୟତା

ବନ୍ତ/ଆଗରପଡ଼ା: ବନ୍ତ ବ୍ଳକ ଅନ୍ତର୍ଗତ ଚାରିଗାଁ ଗ୍ରାମ ପଂଚାୟତର ଇଟୁଆ ଗ୍ରାମରେ ୨୮ ତାରିଖ ବିଳମ୍ବିତ ରାତିରେ ମୋହନ ଯେନାଙ୍କ ଘରେ ନିଆଁ ଲାଗି ଚାଳଘରଟି ସମ୍ପୁର୍ଣ୍ଣ ଜଳିଜିବା ସହିତ ଘର ସମସ୍ତ ଆସବାବ ପତ୍ର ଓ ଜିନିଷ ପତ୍ର ପୋଡିଯାଇଥିଲା । ଏହି ଦୁଃଖଦ ଖବର ଜାଣିବା ପରେ ଉକ୍ତ ପଂଚାୟତର ଚାରିଗୋଟି ଗାଁକୁ ନେଇ ଗଠନ କରାଯାଇଥିବା ସମାଜ ସେବା ସଂଗଠନ ଚାଚତେଇ ତରଫରୁ ଅଗ୍ନି ବିପନ୍ନଙ୍କୁ ସହାୟତା ରାଶି ଓ ଶୁଖିଲା ଖାଦ୍ୟ […]

Read More Text.

ରାଜ୍ୟସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତାରେ ଅନ୍ୱେଶଙ୍କ ସଫଳତା

ବନ୍ତ/ଆଗରପଡ଼ା:”ପ୍ରଜ୍ଞାନ ମିଶନ” ହରିହରାନନ୍ଦ ଗୁରୁକୁଳମ ପୁରୀ ତରଫରୁ ସପ୍ତମ ଓଡିଶା ରାଜ୍ୟସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ୨୬ରିଖ ଠାରୁ ୨୮ରିଖ ପର୍ଯ୍ୟନ୍ତ ହରିହରାନନ୍ଦ ଗୁରୁକୁଳମ, ବାଲିଘାଇ ପୁରୀ ଠାରେ ଅନୁଷ୍ଠିତ ହେଇଥିଲା । ଏହି ପ୍ରତିଯୋଗିତାରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଆଗରପଡାର ପଂଚମ ଶ୍ରେଣୀ ଛାତ୍ର ଅନ୍ୱେଶ ବିଶ୍ୱାଳ ଅଂଶ ଗ୍ରହଣ କରି ସ୍ୱତନ୍ତ୍ର ଭାବେ ପ୍ରଥମ ସ୍ଥାନ ଅଧିକାର କରି ପରମ ପୂଜ୍ୟ ଗଜପତି ମହାରାଜା ଦିବ୍ୟସିଂହ ଦେବ,ପରମ ପୂଜନୀୟ ପରମହଂସ ପ୍ରଜ୍ଞାନାନନ୍ଦ ଗୁରୁଜୀଙ୍କ କରକମଳରୁ […]

Read More Text.

ଆଗରପଡା ଯୁବ ମହୋତ୍ସବର ପଞ୍ଚମ ସଂଧ୍ୟାରେ ଦର୍ଶକଙ୍କ ମନ ମୋହିଲା ବଲାଙ୍ଗୀରର ଛଉ ନୃତ୍ୟ 

ବନ୍ତ/ଆଗରପଡ଼ା: ଆଗରପଡ଼ା ଯୁବ ମହୋତ୍ସବ ପଂଚମ ସଂଧ୍ୟା ଅନୁଷ୍ଠିତ ହୋଇଯାଇଛି । କମିଟିର ସଭାପତି ଇଂ ଅମୀୟ ରାମଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସାଂସ୍କୃତିକ ସଭାରେ ପ୍ରଦେଶ କଂଗ୍ରେସ ଯୁବ ସଭାପତି ରଞ୍ଜିତ ପାତ୍ର ଯୋଗ ଦେଇ ସ୍ୱଦୃଢ ଗଣତନ୍ତ୍ରର ସୁରକ୍ଷା କ୍ଷେତ୍ରରେ ଆଜିର ଯୁବଶକ୍ତିର ନିର୍ଣ୍ଣାୟକ ଭୂମିକା ଅପରିହାର୍ଯ୍ୟ । ବିକାଶ ମୁଖି ଦେଶ ଗଠନରେ ପ୍ରଭାବଶାଳୀ ଦିଗପ୍ରତି ଦୃଷ୍ଟି ଆକର୍ଷଣ ପୂର୍ବକ କାର୍ଯ୍ୟ ନିର୍ବାହ କରିବାର ଉପଯୁକ୍ତ ଦାୟାଦ ହେଉଛନ୍ତି ଆଜିର ଯୁବ ଗୋଷ୍ଠୀ […]

Read More Text.
D31a0a18 3fc2 4fcd b659 c7849924a741

ସାଲେପୁରରେ ଔଷଧୀୟ ଓ ସୁଗନ୍ଧିତ ଫସଲ ଚାଷ ସମ୍ପର୍କିତ ଶିକ୍ଷଣ ଶିବିର ଅନୁଷ୍ଠିତ

ଜଗନ୍ନାଥ ଗୋପୀନାଥ ଟ୍ରଷ୍ଟର ୨୦୨୬ ମସିହା କ୍ୟାଲେଣ୍ଡର ଉନ୍ମୋଚିତ ସାଲେପୁର :  ସ୍ଥାନୀୟ ଜଗନ୍ନାଥ ଗୋପୀନାଥ ଟ୍ରଷ୍ଟ ଏବଂ ବିଜ୍ଞାନ ପ୍ରଚାର ସମିତି, ସାଲେପୁର ଶାଖାର ମିଳିତ ଆନୁକୂଲ୍ୟରେ ଟ୍ରଷ୍ଟ ସଭାଗୃହରେ “ଔଷଧୀୟ ବୃକ୍ଷ ଏବଂ ସୁଗନ୍ଧିତ ଫସଲର କୃଷି” ଶୀର୍ଷକ ଏକ ଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଚଳିତ ମାସ ୨୮ ତାରିଖ ରବିବାର ଦିନ ଅନୁଷ୍ଠିତ ଏହି ଶିବିରରେ ଚାଷୀମାନଙ୍କୁ ଆଧୁନିକ ଓ ଲାଭଜନକ କୃଷି ପ୍ରଣାଳୀ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା। ଟ୍ରଷ୍ଟର ପ୍ରତିଷ୍ଠାତା […]

Read More Text.