ଜାତୀୟସ୍ତରୀୟ ଖୋଖୋ ଚାମ୍ପିୟନସିପରେ ଓଡିଶା ଦଳରେ ମୟୁରଭଞ୍ଜ ଜିଲ୍ଲାର ଅର୍ଜୁନ ସିଂ
ବାରିପଦା : ତେଲେଙ୍ଗାନା ଠାରେ ଅନୁଷ୍ଠିତ ହେବାକୁ ଥିବା ୫୮ ତମ ବରିଷ୍ଠ ଜାତୀୟ ଖୋ ଖୋ ଚମ୍ପିୟାନସିପରେ ଅଂଶଗ୍ରହଣ କରୁଥିବା ଓଡିଶା ଦଳରେ ସ୍ଥାନ ପାଇଛନ୍ତି ମୟୁରଭଞ୍ଜର ଅର୍ଜୁନ ସିଂ I ଏହି ଚମ୍ପିୟାନସିପ ତେଲେଙ୍ଗାନାର କାଜିପେଟ ରେଲୱେ ପଡିଆରେ ଚଳିତ ମାସ ୧୧ ରୁ ୧୫ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ I ମୟୁରଭଞ୍ଜ ଏଥଲେଟିକ ଏସୋସିଏସନ ତରଫରୁ ପୁରୀ ସ୍ଥିତ ଜଗନ୍ନାଥ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ଚୟନ ଶିବିରରେ ଉଚ୍ଚ ମାନର ଖେଳ […]
Read More Text.