ବିଜ୍ଞାନ ପ୍ରଚାର ସମିତିରେ ଆନ୍ତର୍ଜାତିକ ମହିଳାଦିବସ ପାଳନ
ସାଲେପୁର : ସ୍ଥାନୀୟ ବିଜ୍ଞାନ ପ୍ରଚାର ସମିତି, ସାଲେପୁର ଶାଖା ରେ ସମିତିର ଉପସଭାପତି ଶିକ୍ଷାବିତ୍ ଶ୍ରୀ ବିପିନ୍ ବିହାରୀ କରଙ୍କ ଅଧ୍ୟକ୍ଷତାରେ ଜଜଗନ୍ନାଥ ଗୋପୀନାଥ ଟ୍ରଷ୍ଟ ସଭାଗୃହରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଲିଟିଲ୍ ମାଷ୍ଟର ସମର୍ପିତଙ୍କ ଯନ୍ତ୍ର ସଙ୍ଗୀତ ପରିବେଷିତ “ବନ୍ଦେ ଉତ୍କଳ ଜନନୀ ‘ ଗାନ ସହ କୁଇଜ ମାଷ୍ଟର ଇଂ ନୈବେଦ୍ୟ କର ଓ ସୁନିତା କରଙ୍କ ଦ୍ୱାରା ଏକ ସୁନ୍ଦର “କୁଇଜ” କାର୍ଯ୍ୟକ୍ରମ କଲେଜର ଛାତ୍ରଛାତ୍ରୀଙ୍କର କମ୍ପୁଟର […]
Read More Text.