Visa

ଭିସା ପାଇଁ ବିଦେଶୀ ନାଗରିକଙ୍କୁ ଆଉ ଦେବାକୁ ପଡିବନି ଜୋରିମାନା

ନୂଆଦିଲ୍ଲୀ  : ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ଭାରତ ଗତକାଲି ପ୍ରଭାବିତ ବିଦେଶୀ ନାଗରିକଙ୍କ ଭିସାକୁ ୩୦ ଦିନ ପାଇଁ ବୃଦ୍ଧି କରିଛି । ଏଥିସହିତ ବିଦେଶୀ ନାଗରିକ ଅଧିକ ସମୟ ରହିବା ପାଇଁ ଜୋରିମାନା ଛାଡ଼ ଘୋଷଣା କରାଯାଇଛି । ସୂଚନାନୁଯାୟୀ, ଗତକାଲି ସନ୍ଧ୍ୟାରେ ଦୁବାଇ ସ୍ଥିତ ଭାରତୀୟ ବାଣିଜ୍ୟ ଦୂତବାସ Xରେ ଏକ ପୋଷ୍ଟ ସେୟାର କରି ଏହି ଘୋଷଣା କରିଛି । ନିୟମିତ ଭିସା ଏବଂ ଇ-ଭିସା ପାଇଁ ଏହି ଛାଡ ନିୟମ ଲାଗୁ […]

Read More Text.

ମାସିକ ଧର୍ମ ବେଳେ ମହିଳାଙ୍କ ଛୁଟି ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ମାସିକ ଧର୍ମ ସମୟରେ ମହିଳା କର୍ମଚାରୀଙ୍କୁ ଛୁଟି ପ୍ରଦାନ କରିବା ପାଇଁ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । କୋର୍ଟ ଏହି ମାମଲାକୁ ବିଚାର କରିବାକୁ ମନା କରିଦେଇଛନ୍ତି । କୋର୍ଟ କହିଛନ୍ତି, “ମହିଳାମାନଙ୍କୁ ଏତେ ଦୁର୍ବଳ ଭାବନ୍ତୁ ନାହିଁ ।” ଯଦି ପେଡ୍ ପିରିୟଡ଼୍ ଲିଭକୁ ବାଧ୍ୟତାମୂଳକ କରାଯାଏ, ତେବେ କେହି ସେମାନଙ୍କୁ ନିଯୁକ୍ତି ଦେବାକୁ ଇଚ୍ଛୁକ ହେବେ ନାହିଁ । ଏମିତି ହେଲେ ଆଗକୁ ମହିଳାମାନଙ୍କୁ ଚାକିରି ମିଳିବାରେ ସମସ୍ୟା ଦେଖାଦେବ । […]

Read More Text.

ଭୟରେ ଅଧିକ ଗ୍ୟାସ୍‌ କିଣୁଛନ୍ତି ଗ୍ରାହକ: ଦୈନିକ ୭୫.୭ ଲକ୍ଷ ବୁକିଂ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ଦେଶରେ ରନ୍ଧନ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଘରୋଇ ଏଲ୍‌ପିଜି ଯୋଗାଣକୁ ନିଶ୍ଚିତ କରିବା ପାଇଁ ସରକାର ବାଣିଜ୍ୟିକ ଏଲ୍‌ପିଜି ଯୋଗାଣ ଉପରେ କଟକଣା ଲଗାଇଛନ୍ତି। ଏଭଳି ସମୟରେ ସରକାର ଆଜି କହିଛନ୍ତି ଯୁଦ୍ଧ କାରଣରୁ ଏଲ୍‌ପିଜି ନପାଇବା ଆଶଙ୍କା ଗ୍ରାହକଙ୍କ ମନରେ ଦେଖାଦେଇଛି। ଏଥିପାଇଁ ସେମାନେ ଅଧିକ ସଂଖ୍ୟାରେ ଏଲ୍‌ପିଜି ବୁକିଂ କରୁଛନ୍ତି। ଭୟରେ ଏଲ୍‌ପିଜି ବୁକିଂ ନକରିବା ପାଇଁ ଲୋକଙ୍କୁ ସରକାର କହିଛନ୍ତି। ଆବଶ୍ୟକତା ଥିଲେ ବୁକିଂ କରିବା […]

Read More Text.

ତେହେରାନରେ ଏୟାରଷ୍ଟ୍ରାଇକ, ୧୦ ଇରାନ ସୁରକ୍ଷାକର୍ମୀ ମୃତ

ନୂଆଦିଲ୍ଲୀ : ଇରାନ ଉପରେ ଆମେରିକା-ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣ । ବଡ଼ ଧରଣର ଏୟାରଷ୍ଟ୍ରାଇକରେ ଥରହର ତେହେରାନ । ଇରାନର ସବୁ ଯୁଦ୍ଧ ଜାହାଜକୁ ବୁଡ଼ାଇ ଦେଲା ଆମେରିକା । ଆମେରିକା ଏବଂ ଇସ୍ରାଏଲ ମିଳିତ ଭାବେ ଇରାନର ରାଜଧାନୀ ତେହେରାନ ଉପରେ ଭୟଙ୍କର ଆକ୍ରମଣ କରିଛନ୍ତି । ଏଥିରେ ସୁରକ୍ଷା ବାହିନୀର ଅତିକମରେ ୧୦ ଜଣ କର୍ମଚାରୀ ପ୍ରାଣ ହରାଇଛନ୍ତି । ଇରାନର ଶକ୍ତିଶାଳୀ ସେନା ‘IRGC’ ର ଗୁପ୍ତଚର ବିଭାଗ ଏବଂ କୁର୍ଦ୍ଦିସ୍ତାନ ଅଞ୍ଚଳରେ ଥିବା […]

Read More Text.

ଏପ୍ରିଲରୁ ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା, ବଦ୍ରିନାଥ-କେଦାରନାଥ ମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ନିଷେଧ

ନୂଆଦିଲ୍ଲୀ : ୨୦୨୬ ଏପ୍ରିଲ ୧୯ ତାରିଖରୁ ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ଆରମ୍ଭ ହେବାକୁ ଯାଉଛି। ଏହି ଦିନ ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ମନ୍ଦିରର ଦ୍ୱାର ଖୋଲିବ। ତୀର୍ଥଯାତ୍ରୀଙ୍କ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ମାର୍ଚ୍ଚ ୬ ତାରିଖରୁ ଆରମ୍ଭ ହୋଇଥିଲା । ସରକାର ତୀର୍ଥଯାତ୍ରୀମାନଙ୍କୁ ଉନ୍ନତ ସୁବିଧା ଯୋଗାଇବା ପାଇଁ ବ୍ୟବସ୍ଥା କରୁଛନ୍ତି । ସରକାର ପୂର୍ବରୁ ଚାରିଧାମ ମନ୍ଦିରରେ ମୋବାଇଲ୍ ଫୋନ୍ ନିଷିଦ୍ଧ କରିବାକୁ ନିଷ୍ପତ୍ତି ନେଇସାରିଛନ୍ତି। ଏହି ସମୟରେ, ବଦ୍ରିନାଥ-କେଦାର ମନ୍ଦିର କମିଟି ଅଣହିନ୍ଦୁମାନଙ୍କୁ ମନ୍ଦିର […]

Read More Text.
Puriscreengrab 1773316070 1024x576

ଦେଶରେ ଇନ୍ଧନର ଅଭାବ ନାହିଁ, ଗଚ୍ଛିତ ଅଛି ପର୍ଯ୍ୟାପ୍ତ ଅଶୋଧିତ ତୈଳ: ପେଟ୍ରୋଲିୟମ ମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ଦେଖା ଦେଇଥିବା ଏଲପିଜି ସଙ୍କଟ ମଧ୍ୟରେ ବଡ ଆଶ୍ୱସନା ଦେଇଛନ୍ତି ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂହ ପୁରି। ଗୁରୁବାର ମନ୍ତ୍ରୀ କହିଛନ୍ତି ଯେ ଦେଶରେ କୌଣସି ଇନ୍ଧନ ଅଭାବ ନାହିଁ। ଭାରତରେ ପର୍ଯ୍ୟାପ୍ତ ଅଶୋଧିତ ତୈଳ ଅଛି। ଭାରତର ଅଶୋଧିତ ଯୋଗାଣ ସ୍ଥିତି ସୁରକ୍ଷିତ ବୋଲି ଦାବି କରି ମନ୍ତ୍ରୀ ଲୋକଙ୍କୁ ଗୁଜବ ପ୍ରଚାର ନକରିବା ଏବଂ ମିଥ୍ୟା କାହାଣୀ ସୃଷ୍ଟି କରିବାରୁ ଦୂରେଇ ରହିବାକୁ ଅନୁରୋଧ କରିଛନ୍ତି। ମନ୍ତ୍ରୀ […]

Read More Text.
Medicine

ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ମହଙ୍ଗା ହେବ ଅତ୍ୟାବଶ୍ୟକ ଔଷଧ !

ନୂଆଦିଲ୍ଲୀ: ଇରାନ ଉପରେ ଇସ୍ରାଏଲ ଏବଂ ଆମେରିକାର ଆକ୍ରମଣ ଯୋଗୁଁ ସମଗ୍ର ବିଶ୍ୱ ତେଲ ଏବଂ ଗ୍ୟାସ ସଙ୍କଟର ସମ୍ମୁଖୀନ ହେଉଛି। ସମ୍ପ୍ରତି, ଔଷଧ ଉତ୍ପାଦନରେ ବ୍ୟବହୃତ କଞ୍ଚାମାଲର ମୂଲ୍ୟରେ ମଧ୍ୟ ତୀବ୍ର ବୃଦ୍ଧି ଘଟିଛି। ଗତ କିଛି ସପ୍ତାହ ମଧ୍ୟରେ ମୂଲ୍ୟ ପ୍ରାୟ ୩୦ ପ୍ରତିଶତ ବୃଦ୍ଧି ପାଇଛି। ଯାହା ଭାରତର ଔଷଧ ଶିଳ୍ପ ଉପରେ ପ୍ରବଳ ଚାପ ସୃଷ୍ଟି କରିଛି। ଇରାନ ଯୁଦ୍ଧ ପରେ ଦେଖାଦେଇଥିବା ପରିବହନ ସଙ୍କଟକୁ ଏହାର ମୂଲ୍ୟ ବୃଦ୍ଧିର ମୁଖ୍ୟ […]

Read More Text.

ମଧ୍ୟପ୍ରାଚ୍ୟ ସଂଘର୍ଷରେ ପ୍ରାଣ ହରାଇଛନ୍ତି ଦୁଇ ଭାରତୀୟ, ଜଣେ ନିଖୋଜ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଚାଲିଥିବା ସଂଘର୍ଷ ମଧ୍ୟରେ ଦୁଇ ଜଣ ଭାରତୀୟ ନାଗରିକ ପ୍ରାଣ ହରାଇଛନ୍ତି ଏବଂ ଜଣେ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ବୁଧବାର ଏନେଇ ସୂଚନା ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜାସିୱାଲ।ରଣଧୀର କହିଛନ୍ତି ଯେ, ଭାରତୀୟ ନାଗରିକମାନେ  ମର୍ଚ୍ଚାଣ୍ଟ ଜାହାଜରେ ଯାଉଥିବା ସମୟରେ ଆକ୍ରମଣର ଶିକାର ହୋଇଥିଲେ । ଏହି ଆକ୍ରମଣରେ ଦୁଇ ଭାରତୀୟଙ୍କୁ ହରାଇଛୁ ଏବଂ ଆଉ କିଛି ଭାରତୀୟ କ୍ରିଉ ମେମ୍ବର ମଧ୍ୟ ଆହତ ହୋଇଛନ୍ତି। ତାହା ସହ  ଇସ୍ରାଏଲରେ […]

Read More Text.

ପାକିସ୍ତାନରେ ଦୁଇ ସପ୍ତାହ ସ୍କୁଲ ବନ୍ଦ, ଦରମା ୨୫% ହ୍ରାସ

ନୂଆଦିଲ୍ଲୀ: ଇରାନ ବିରୋଧରେ ଆମେରିକା ଓ ଇସ୍ରାଏଲର ଯୁଦ୍ଧ ପାକିସ୍ତାନ ପାଇଁ ବଡ ବିପର୍ଯ୍ୟୟ ପାଲଟିଛି।  ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଦେଶର ତୈଳ ସଂରକ୍ଷଣ ପାଇଁ ଅନେକ କଠୋର ପଦକ୍ଷେପ ଘୋଷଣା କରିଛନ୍ତି । ତେଲ ଏବଂ ଗ୍ୟାସ୍ ପାଇଁ ଉପସାଗରୀୟ ଦେଶମାନଙ୍କ ଉପରେ ନିର୍ଭରଶୀଳ ଥିବା ପାକିସ୍ତାନ ସରକାର ପେଟ୍ରୋଲ ମୂଲ୍ୟ ୨୦ ପ୍ରତିଶତ ବୃଦ୍ଧି କରିଛନ୍ତି । ଏହା ଫଳରେ ଦେଶର ବିଭିନ୍ନ ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ ଲାଗିଛି । ତେଲ […]

Read More Text.

କୋଭିଡ ୧୯ ଭ୍ୟାକସିନ ଯୋଗୁଁ ମୃତ୍ୟୁ ହୋଇଥିଲେ ମିଳିବ କ୍ଷତିପୂରଣ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କୁ କୋଭିଡ ଭ୍ୟାକସିନ ଯୋଗୁଁ ହୋଇଥିବା ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା କ୍ଷତି ପାଇଁ କ୍ଷତିପୂରଣ ନୀତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ କହିଛନ୍ତି, ଭ୍ୟାକସିନ୍ର କୁପ୍ରଭାବ ସମସ୍ତଙ୍କ ଉପରେ ପଡିଛି । ତେଣୁ ଏହାର ସଂଖ୍ୟା ବେଳେ ବେଳେ ସାର୍ବଜନିତ ହେବା ଜରୁରୀ । କୋର୍ଟ ଭିନ୍ନ ବିଶେଷଜ୍ଞ କମିଟି ଗଠନ କରିବା ଦାବିକୁ ମାନିନଥିଲେ । କୋଭିଡ ୧୯ ଭ୍ୟାକସିନର କୁପ୍ରଭାବ ଯୋଗୁଁ ହୋଇଥିବା ପ୍ରାଣହାନୀ ମାମଲାର ଯାଚିକା ଶୁଣାଣି […]

Read More Text.