LPG ପାଇଁ ନିଜେ ଘରେ ବସି କରିପାରିବେ e-KYC
ନୂଆଦିଲ୍ଲୀ : LPG ଗ୍ରାହକଙ୍କ ପାଇଁ e-KYC କୁ ନେଇ ସ୍ପଷ୍ଟୀକରଣ ରଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ । କେବଳ ଅନଧିକୃତ LPG ବ୍ୟବହାରକାରୀଙ୍କ ପାଇଁ e-KYC ବ୍ୟବସ୍ଥା । ସମସ୍ତ ଏଲପିଜି ଉପଭୋକ୍ତାଙ୍କ ପାଇଁ e-KYC କରିବା ଦରକାର ନାହିଁ । ଯେଉଁ ଏଲପିଜି ଉପଭୋକ୍ତା e-KYC କରିନାହାନ୍ତି ସେମାନେ କରିବେ । ଯଦି ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା ଉପଭୋକ୍ତା ନୁହନ୍ତି, ପୂର୍ବରୁ e-KYC କରିଛନ୍ତି ତେବେ ଆଉ କରିବା ଦରକାର ନାହିଁ । ନିଜ ଘରେ […]
Read More Text.