ବୈଧ ବାସସ୍ଥାନ ପ୍ରମାଣପତ୍ର ବିନା କରି ହେବନି ଆଧାର କାର୍ଡରେ ଠିକଣା ଅପଡେଟ୍
ନୂଆଦିଲ୍ଲୀ : ବୈଧ ବାସସ୍ଥାନ ପ୍ରମାଣପତ୍ର ବିନା ଆଧାର କାର୍ଡରେ ଠିକଣା ଅପଡେଟ୍ କରି ହେବ ନାହିଁ। ଫଳରେ ବ୍ୟାଙ୍କିଂ କାର୍ଯ୍ୟ ସମେତ ବିଭିନ୍ନ କାର୍ଯ୍ୟ ଠପ୍ ହୋଇଯାଏ। ସରକାରୀ ଯୋଜନାର ଲାଭ ପାଇବା ମଧ୍ୟ କଷ୍ଟକର ହୋଇପଡ଼େ। ଏହି ସମସ୍ୟାର ସମାଧାନ ପାଇଁ, ଭାରତୀୟ ଅନନ୍ୟ ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ଏକ ନୂତନ ସୁବିଧା ଆରମ୍ଭ କରିଛି। ନୂତନ ନିୟମ ଅନୁଯାୟୀ, ବ୍ୟକ୍ତିମାନେ ଏବେ ପରିବାର ମୁଖ୍ୟଙ୍କ ସମ୍ମତିରେ ସେମାନଙ୍କର ଆଧାର କାର୍ଡରେ ଠିକଣା ଅପଡେଟ୍ […]
Read More Text.