Cigarettes

ଫେବୃଆରୀରୁ ବଢିବ ସିଗାରେଟ ଓ ତମାଖୁ ଦର, ତମାଖୁ ଉତ୍ପାଦ ଶୁଳ୍କରେ ବଡ଼ ସଂଶୋଧନ

ନୂଆଦିଲ୍ଲୀ: ଦେଶରେ ଫେବୃଆରୀରୁ ବଢିବ ସିଗାରେଟ ଓ ତମାଖୁ ଉତ୍ପାଦ ଦର । ଅର୍ଥ ମନ୍ତ୍ରଣାଳୟ ସିଗାରେଟ୍ ଏବଂ ତମାଖୁ ଉତ୍ପାଦ ଉତ୍ପାଦ ଶୁଳ୍କରେ ଏକ ବଡ଼ ସଂଶୋଧନ କରିଛନ୍ତି । ଏହି ସଂଶୋଧନ ଆସନ୍ତା ଫେବୃଆରୀ ଆରମ୍ଭରୁ ଲାଗୁ ହେବ । ଆସନ୍ତା ଫେବୃଆରୀ୧ରୁ ଦେଶରେ ସିଗାରେଟ ଏବଂ ତମାଖୁ ଉତ୍ପାଦର ଦର ବଢିବ ।  ଅର୍ଥ ମନ୍ତ୍ରଣାଳୟ ବୁଧବାର ସିଗାରେଟ୍ ଏବଂ ତମାଖୁ ଉତ୍ପାଦ ଉତ୍ପାଦ ଉପରେ ଶୁଳ୍କ ବୃଦ୍ଧି କରିଛନ୍ତି । ଏହି ଶୁଳ୍କ […]

Read More Text.
Drone

ପୁଞ୍ଛରେ ପାକିସ୍ତାନୀ ଡ୍ରୋନ, ସେନାର ସର୍ଚ୍ଚ ଅପରେସନ ଜାରି

ଜମ୍ମୁ କଶ୍ମୀର : ସମଗ୍ର ଦୁନିଆ ନୂଆବର୍ଷ ପାଳନ କରୁଥିବା ବେଳେ ପାକିସ୍ତାନ କିନ୍ତୁ ସୁଧୁରୁନି । ନୂଆବର୍ଷ ଅବସରରେ ଜମ୍ମୁ କଶ୍ମୀରର ପୁଞ୍ଛରେ ପାକିସ୍ତାନୀ ଡ୍ରୋନ ଦେଖିବାକୁ ମିଳିଛି । ଡ୍ରୋନ୍ ଦେଖିବା ପରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । ପାକିସ୍ତାନୀ ଡ୍ରୋନ ଏଲଓସି ନିକଟରେ ପୁଞ୍ଛର ଖାଡି କରମାଡା ଅଞ୍ଚଳରେ ଭାରତୀୟ ସୀମାରେ ପ୍ରବେଶ କରିଛି । ଡ୍ରୋନ ୫ ମିନିଟରୁ ଅଦିକ ସମୟ ଭାରତୀୟ ସୀମାରେ ଥିଲା ବୋଲି ଜଣାପଡିଛି […]

Read More Text.
New year

ଦେଶବାସୀଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଜିଠାରୁ ଆରମ୍ଭ ହୋଇଛି ନବବର୍ଷ । ସାରା ଦେଶ ଓ ବିଶ୍ୱରେ ପାଳନ ହେଉଛି ନୂତନ ବର୍ଷ । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । ରାଷ୍ଟ୍ରପତି ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ନୂତନ ବର୍ଷର ଏହି ଆନନ୍ଦମୟ ଅବସରରେ ମୁଁ ଦେଶ ଏବଂ ବିଦେଶରେ ଥିବା ସମସ୍ତ ଭାରତୀୟଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଉଛି । ପ୍ରଧାନମନ୍ତ୍ରୀ ମୋଦି ୨୦୨୬ ନୂତନ ବର୍ଷ ପାଇଁ […]

Read More Text.
Screenshot 2026 01 01 165300

ରାହୁଲଙ୍କୁ ଭଗବାନ ରାମଙ୍କ ସହ ତୁଳନା କଲେ କଂଗ୍ରେସ ନେତା, ଏହାକୁ ହିନ୍ଦୁ ଧର୍ମର ଅପମାନ କହିଲା ବିଜେପି

ନୂଆଦିଲ୍ଲୀ: କଂଗ୍ରସେ ନେତା ରାହୁଲ ଗାନ୍ଧୀଙ୍କୁ କରାଯାଉଛି ଭଗବାନ ରାମଙ୍କ ସହ ତୁଳନା। ଯାହାକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି। ମହାରାଷ୍ଟ୍ର କଂଗ୍ରେସ ନେତା ନାନା ପଟୋଲେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଭଗବାନ ରାମଙ୍କ ସହ ତୁଳନା କରିଛନ୍ତି। ଯାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଚାଲିଛି। ରାହୁଲ ଗାନ୍ଧୀ ରାମ ମନ୍ଦିର ନଯିବା ସମ୍ପର୍କରେ ପ୍ରଶ୍ନର ଉତ୍ତରରେ ନାନା ପଟୋଲେ କହିଥିଲେ ଯେ “କଂଗ୍ରେସ ଭଗବାନ ରାମଙ୍କ କାମ କରୁଛି। […]

Read More Text.
Screenshot 2026 01 01 161325

BSNL ଲଞ୍ଚ କଲା ୱାଇଫାଇ କଲିଂ ସର୍ଭିସ୍

ନୂଆଦିଲ୍ଲୀ: ଗ୍ରାହକଙ୍କ ପାଇଁ ଖୁସିଖବର। ନୂଆବର୍ଷରେ BSNLର ନୂଆ ଅଫର୍। ସାରା ଦେଶରେ ଲଞ୍ଚ କଲା ୱାଇଫାଇ କଲିଂ ସର୍ଭିସ୍। ଏହି ଉନ୍ନତ ସେବା ଏବେ ଦେଶର ସମସ୍ତ ଦୂରସଞ୍ଚାର ସର୍କଲର ସବୁ ବିଏସଏନଏଲ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ। ଚ୍ୟାଲେଞ୍ଜିଂ ସ୍ଥିତିରେ ଅବାଧ ଓ ଉଚ୍ଚଗୁଣବତ୍ତା ସମ୍ପନ୍ନ କନେକ୍ଟିଭିଟି ସୁବିଧା ମିଳିବ। ଏନେଇ ଦୂର ସଂଚାର ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। VoWiFi ଗ୍ରାହକଙ୍କୁ ୱାଇଫାଇ ନେଟୱାର୍କରେ ଭଏସ୍ କଲ୍ ଏବଂ ମେସେଜ୍ କରିବା ପାଇଁ […]

Read More Text.
Screenshot 2026 01 01 160635

ସ୍ବିଜରଲ୍ୟାଣ୍ଡ ବାର୍ ବିସ୍ଫୋରଣରେ ୪୦ ମୃତ

ନୂଆଦିଲ୍ଲୀ: ମନେ ପକାଇଦେଲା ଗୋଆ ନାଇଟ୍ କ୍ଲବ୍ ବିସ୍ଫୋରଣ। ନୂଆ ବର୍ଷ ପାଳନ କରିବା ହେଲା କାଳ। ସ୍ୱିଜରଲ୍ୟାଣ୍ଡରେ ନୂଆବର୍ଷ ପାଳନ କରୁଥିବା ବେଳେ ଏକ ବାର୍‌ରେ ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ଏହି ବିସ୍ଫୋରଣରେ ୪୦ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣଟି ଏକ ବାରରେ ହୋଇଥିବା ବେଳେ ଭିତରେ ଥିବା ୧୦୦ରୁ ଅଧିକ ‌ଲୋକ ଗୁରୁତର ଆହତ ହୋଇଥିବା ସାମ୍ନାକୁ ଆସିଛି। ସ୍ୱିଜରଲ୍ୟାଣ୍ଡ ପୁଲିସ କହିଛି ଯେ, ଏହି ବିସ୍ଫୋରଣ ସ୍ୱିଜରଲ୍ୟାଣ୍ଡର କ୍ରାନ୍ସ ମୋଣ୍ଟାନା ସହରରେ […]

Read More Text.
Screenshot 2026 01 01 140831

ବିମାନ ଉଡ଼ାଣ ପୂର୍ବରୁ ମଦ୍ୟପାନ କରି ଧରାପଡିଲେ ପାଇଲଟ୍

ନୂଆଦିଲ୍ଲୀ:କାନାଡାର ଭାନକୁଭର ବିମାନବନ୍ଦରରେ ଜଣେ ଏୟାର ଇଣ୍ଡିଆ ପାଇଲଟଙ୍କୁ ନିଶାସକ୍ତ ଅବସ୍ଥାରେ ଅଟକ ରଖାଯାଇଥିଲା। ଡିସେମ୍ବର ୨୩, ୨୦୨୫ରେ ଭାନକୁଭରରୁ ଦିଲ୍ଲୀ ଯିବାକୁ ଥିବା ଏୟାର ଇଣ୍ଡିଆ ପାଇଲଟଙ୍କ ପାଟିରୁ ମଦ ଗନ୍ଧ ଆସିବାରୁ ତାଙ୍କୁ ହେପାଜତକୁ ନିଆଯାଇଥିଲା। ଏୟାର ଇଣ୍ଡିଆ ଅନୁଯାୟୀ, ଉଡ଼ାଣ ପୂର୍ବରୁ କକପିଟ୍ କ୍ରୁର ଜଣେ ସଦସ୍ୟଙ୍କୁ ବିମାନରୁ ବାହାର କରିଦିଆଯାଇଥିଲା। କାନାଡିୟ କର୍ତ୍ତୃପକ୍ଷ ପାଇଲଟଙ୍କ ଡ୍ୟୁଟି ପାଇଁ ଫିଟନେସ୍ ବିଷୟରେ ଚିନ୍ତା ପ୍ରକାଶ କରିଥିଲେ, ଯାହା ପରେ ତାଙ୍କୁ ଅଧିକ ପଚରାଉଚରା […]

Read More Text.
Yun 750x430

ଦଳରୁ ଇସ୍ତଫା ଦେଉଛନ୍ତି ଜଣେ ପରେ ଜଣେ ନେତା, ଚିନ୍ତାରେ ୟୁନୁସ ସରକାର

ନୂଆଦିଲ୍ଲୀ: ବାଂଲାଦେଶରେ ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ମଧ୍ୟବର୍ତ୍ତୀକାଳୀନ ସରକାର ଭିତରେ ସବୁକିଛି ଠିକ୍ ନାହିଁ। ଗୋଟିଏ ସପ୍ତାହ ମଧ୍ୟରେ ସରକାର ଦ୍ୱିତୀୟ ଥର ପାଇଁ ବଡ଼ ଝଟକା ଭୋଗିଛି। ସ୍ୱାସ୍ଥ୍ୟ ପରାମର୍ଶଦାତା ସୟଦୁର ରହମାନ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ଗତ ସାତ ଦିନ ମଧ୍ୟରେ ୟୁନୁସଙ୍କ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀଙ୍କ ଏହା ଦ୍ୱିତୀୟ ବଡ଼ ଇସ୍ତଫା, ଯାହା ସରକାରଙ୍କ ମଧ୍ୟରେ ସ୍ଥିରତା ଉପରେ ପ୍ରଶ୍ନ ଉଠାଇଛି। କ୍ୟାବିନେଟ୍ ଡିଭିଜନ ଏକ […]

Read More Text.
ଗନ୍ଧୀ 1068x601

ମାର୍ଚ୍ଚରେ ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧୀ

ଭୁବନେଶ୍ବର: ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧୀ । ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଦାସ । ବିରାଟ ମହିଳା ସମବେଶକୁ କରିବେ ସମ୍ବୋଧନ । ଓଡ଼ିଶା ଆସିବେ କଂଗ୍ରେସ ନେତ୍ରୀ ତଥା ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ଆସନ୍ତା ମାର୍ଚ୍ଚ ମାସରେ ରାଜ୍ୟରେ କଂଗ୍ରେସ ଏକ ବିରାଟ ମହିଳା ସମାବେଶ କରିବ । ଏହି ସମାବେଶରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଯୋଗଦେବେ । ଏହି ସମାବେଶ ରାଜ୍ୟର ୧୦ଟି ଜିଲ୍ଲାରେ ଅନୁଷ୍ଠିତ […]

Read More Text.
Screenshot 2025 12 31 195534

ଶତ୍ରୁଙ୍କ ଉପରେ ବର୍ଷିବ ‘ପ୍ରଳୟ’, ଛାନିଆ ଚୀନ୍-ପାକିସ୍ତାନ

ନୂଆଦିଲ୍ଲୀ/ଭୁବନେଶ୍ବର: : ଶତ୍ରୁଙ୍କ ଉପରେ ବର୍ଷିବ ‘ପ୍ରଳୟ’| ଛାନିଆ ଚୀନ୍ ଏବଂ ପାକିସ୍ତାନ| ଡିଆରଡିଓ ଓଡ଼ିଶାର ଚାନ୍ଦିପୁର ସମନ୍ୱିତ ପରୀକ୍ଷଣ ରେଞ୍ଜ (ITR) ରେ ଦୁଇଟି ପ୍ରଳୟ କ୍ଷେପଣାସ୍ତ୍ର ସଫଳତାର ସହ ଉତ୍ କ୍ଷେପଣ କରିଛି, ଯାହା ଶତ୍ରୁକୁ ଏକ ଦୃଢ଼ ବାର୍ତ୍ତା ଦେଇଛି। ବୁଧବାର ସକାଳ ପ୍ରାୟ ୧୦:୩୦ ରେ କରାଯାଇଥିବା ଏହି ପରୀକ୍ଷଣ ସମୟରେ, ଗୋଟିଏ ଲଞ୍ଚରରୁ ଗୋଟିଏ ପରେ ଗୋଟିଏ ଦୁଇଟି କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା। ଟ୍ରାକିଂ ସେଣ୍ଟର, ସେନ୍ସର ଜାହାଜ ଏବଂ ଟେଲିମେଟ୍ରି […]

Read More Text.