ଓରେରା ଅଧ୍ୟକ୍ଷ ହେଲେ ଗୋପାଳ ଚନ୍ଦ୍ର ପଟ୍ଟନାୟକ

ଭୁବନେଶ୍ଵର: ଗୋପାଳ ଚନ୍ଦ୍ର ପଟ୍ଟନାୟକ ହେଲେ ଓରେରା ଅଧ୍ୟକ୍ଷ । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି । ପୂର୍ବରୁ ଗୋପାଳ ଚନ୍ଦ୍ର ପଟ୍ଟନାୟକ ଓରେରା ସଦସ୍ୟ ଥିଲେ । ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଦାୟିତ୍ବରେ ରହିବେ ଗୋପାଳ ପଟ୍ଟନାୟକ । ଅବସରପ୍ରାପ୍ତ ଆଇଏଫଏସ୍ ଅଧିକାରୀ ତଥା ଓରେରା ଅଧ୍ୟକ୍ଷ ପଦରେ ଥିବା ସିଦ୍ଧାନ୍ତ ଦାସ ଅବ୍ୟାହତି ନେବା ପରେ ପଦ ଖାଲିପଡ଼ିଥିଲା। ଓରେରା ଅଧ୍ୟକ୍ଷ ଥିବା ଶ୍ରୀ ଦାସ ୨୦୨୩ […]

Read More Text.

ଭିଆରଏସ୍‌ ନେଲେ ସୁଜାତା କାର୍ତ୍ତିକେୟନ୍, କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳିଲା ଅନୁମତି

ଭୁବନେଶ୍ୱର : ଭିଆରଏସ୍‌ ନେଲେ ସୁଜାତା କାର୍ତ୍ତିକେୟନ୍ । ଆଇଏଏସ୍ ସୁଜାତା କାର୍ତ୍ତିକେୟନ୍ ଭିଆରଏସ୍ ପାଇଁ ଆବେଦନ କରିଥିବା ସୂଚନା ମିଳିଛି । ୧୫ ଦିନ ତଳେ ସେ କେନ୍ଦ୍ର ନିକଟରେ ଭିଆରଏସ୍ ପାଇଁ ଆବେଦନ କରିଥିଲେ ।  କେନ୍ଦ୍ର ସରକାର ଭିଆରଏସକୁ ମଞ୍ଜୁରି ଦେଇଥିବା ଜଣାପଡ଼ିଛି । ବ୍ୟକ୍ତିଗତ କାରଣରୁ IAS ଚାକିରି ଛାଡ଼ିଲେ ।  ୨୦୦୦ ବ୍ୟାଚ୍‌ ର ଆଇଏଏସ୍ ଅଫିସର ହେଉଛନ୍ତି ସୁଜାତା କାର୍ତ୍ତିକେୟନ୍ । ବିଜେଡି ନେତା ଭିକେ ପାଣ୍ଡିଆନ୍‌ଙ୍କ ପତ୍ନୀ ହେଉଛନ୍ତି […]

Read More Text.

ବିପୁଳ ପରିମାଣର ଦେଶୀ ମଦ ସହିତ ୩ ବାଇକ ଜବତ, ୩ ଗିରଫ

ବାରିପଦା: ମୟୁରଭଞ୍ଜ ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଶାନ୍ତ କୁମାର କହଁରଙ୍କ ନିର୍ଦ୍ଦେଶକ୍ରମେ ରାଇରଙ୍ଗପୁର ଉପଖଣ୍ଡ ଅବକାରୀ ରେଞ୍ଜ ପକ୍ଷରୁ ରାଇରଙ୍ଗପୁର ଅବକାରୀ ନିରୀକ୍ଷକ ଶ୍ରୀ ବିନୟ ପ୍ରକାଶ ତୀର୍କୀ ଓ ରାଇରଙ୍ଗପୁର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ରାଇରଙ୍ଗପୁର ସହରାଞ୍ଚଳ ଥାନା ଅନ୍ତର୍ଗତ ଦାଣ୍ଡବୋଷ ଓ ପୋଖରିଆ ଗ୍ରାମ ଅଞ୍ଚଳରେ ଚଢ଼ାଉ କରାଯାଇ ୫୮ ଲିଟର ଦେଶୀ ରନ୍ଧା ମଦ ଏବଂ […]

Read More Text.

ରୂପାନ୍ତର ନାଟ୍ୟାନୁଷ୍ଠାନରେ ବିଶ୍ଵନାଟ୍ୟଦିବସ ପାଳିତ

ବାରିପଦା: ମାର୍ଚ୍ଚ ୨୭ ତାରିଖ ବିଶ୍ଵନାଟ୍ୟଦିବସ ଅବସରରେ ସ୍ଥାନୀୟ ଭଞ୍ଜପୁର, ହରିହର କଳାମନ୍ଦିରଠାରେ ବାରିପଦାର ସୁନାମଧନ୍ୟ ନାଟ୍ୟସଂସ୍ଥା ରୂପାନ୍ତର ଦ୍ଵାରା ବିଶ୍ଵନାଟ୍ୟଦିବସ ପାଳିତ ହୋଇଯାଇଛି । ଉକ୍ତ ସଭାରେ ରୂପାନ୍ତରର ସଭ୍ୟମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ସତ୍ୟନାରାୟଣ ଦାସ, ଦୀପକ ପାଣି, ଅଭିମନ୍ୟୁ ମହାନ୍ତି, କାହ୍ନୁ ଚରଣ ବଶା, ସପନ ପଣ୍ଡା, ବିଶ୍ଵମ୍ଭର ସିଂହ, ଦିନେଶ ସାହୁ, ଅପୂର୍ବା ସାହୁ, ମଦନ ଜେନା, ମୁନା ଗୁପ୍ତା, ରବୀନ୍ଦ୍ର ବେହରା, ନାରାୟଣ ମଣ୍ଡଳ ଏବଂ ଶୁଭେନ୍ଦୁ ସାହୁ ପ୍ରଭୃତି ଯୋଗ […]

Read More Text.

ରାଷ୍ଟ୍ରୀୟ ପ୍ରତିଭା ପରୀକ୍ଷା ମେଧା ବୃତ୍ତି

ଆଗରପଡ଼ା:ବନ୍ତ ବ୍ଲକ ଶିକ୍ଷାଧିକାରୀଙ୍କ ଅଧିନସ୍ଥ କାଦବରାଙ୍ଗ ଶିକ୍ଷା ସାଧନା କେନ୍ଦ୍ର ଅଧିନ ଆପ୍ତିରା ଉନ୍ନିତ ମଧ୍ୟ ଇଂରାଜୀ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ର ଶୁଭଙ୍କର ଜେନା ରାଷ୍ଟ୍ରୀୟ ପ୍ରତିଭା ପରୀକ୍ଷାରେ ଉନ୍ନିତ ହୋଇ ମେଧା ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସେ ଜିଲାର ୧୬ତମ ସ୍ଥାନ ଗ୍ରହଣ କରିଥିବାରୁ ବିଦ୍ୟାଳୟ ଶିକ୍ଷକ/ ଶିକ୍ଷୟିତ୍ରୀ ,ପରିଚାଳନା କମିଟିର କର୍ମକର୍ତ୍ତା ମାନେ ତାଙ୍କୁ ଶୁଭେଚ୍ଚା ଜଣାଇଛନ୍ତି । ଶୁଭଙ୍କର ଆପ୍ତିରାଷଡ଼ଙ୍ଗି ଗ୍ରାମର ପ୍ରଦୀପ ଜେନା ଓ ସଂଘମିତ୍ରା […]

Read More Text.

ଆଂଚଳିକ ସାଧନାକେନ୍ଦ୍ର ସ୍ତରୀୟ ଶିକ୍ଷଣ କର୍ମଶାଳା

ଆଗରପଡ଼ା :ବନ୍ତ ବ୍ଲକ ଶିକ୍ଷାଧିକାରୀଙ୍କ ଅଧିନ ଗଣିଜାଙ୍ଗ ଆଂଚଳିକ ସାଧନା କେନ୍ଦ୍ର ପକ୍ଷରୁ ବିନାୟକପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଦୁଇ ଦିବସୀୟ ଶିକ୍ଷଣ ସାମଗ୍ରୀ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଶିକ୍ଷା ସଂଯୋଜକ ପ୍ରଫୁଲ ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ଅତିଥିଭାବେ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଏଜୁକେଟର ମଧୁସ୍ମିତା ତ୍ରୀପାଠୀ,ଶିଳ୍ପୀ ଗଣେଶ ପ୍ରସାଦ ଦାଶ ଯୋଗ ଦେଇ ଚିତ୍ରକଳା ଓ ମୃର୍ତିର୍ ମାଧ୍ୟମରେ କିପରି କୋମଳମତି ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନକରାଯାଇପାରିବ ସେ ବିଷୟରେ […]

Read More Text.

ବିଇଓଙ୍କ ଜାଲ୍ ଦସ୍ତଖତ ପ୍ରସଙ୍ଗ, ଦରମା ବନ୍ଦ କଲେ ଜିଲ୍ଲା ଶିକ୍ଷାଧିକାରୀ

ଆଗରପଡ଼ା :ଧାମନଗର ବ୍ଳକ ଶିକ୍ଷାଧିକାରୀଙ୍କ ତାରିଖ ଓ ଦସ୍ତଖତକୁ ଜାଲ କରିବା ନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କ ତରଫରୁ କାରଣ ଦର୍ଶାଅ ନୋଟିସ ଜାରୀ କରାଯାଇଥିଲା । ନୋସିର ଉତ୍ତର ସନ୍ତୋଷ ଜନକ ନଥିବାରୁ ଜିଲ୍ଲା ଶିକ୍ଷାଧିକାରୀ ଆଗରପଡ଼ା କୃଷ୍ଣ ଚରଣ ବିଦ୍ୟା ମନ୍ଦିର ଜନ ସୂଚନା ଅଧିକାରୀ(ପ୍ରଧାନଶିକ୍ଷକ)ଙ୍କ ଦରମା ବନ୍ଦ କରିଥିବା ଜଣାପଡ଼ିଛି । ଧାମନଗର ବ୍ଳକ ଶିକ୍ଷାଧିକାରୀଙ୍କ ତାରିଖ ଓ ଦସ୍ତଖତକୁ ନିଜେ ମାରି ଦେଇ ଜଣେ କର୍ମଚାରୀଙ୍କୁ ଅନୁକମ୍ପା ଦେଖାଇଥିବା ଅଭିଯୋଗ ହୋଇଥିଲା ଆଗରପଡ଼ା […]

Read More Text.

ବିବି ଦାସ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୬୧ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଆଗରପଡ଼ା :ବନ୍ତ ବ୍ଲକ ଛୟାଳସିଂହ ପଞ୍ଚଚାୟତ ବରହମପୁର ସ୍ଥିତ ବିବି ଦାସ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୬୧ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବିଦ୍ୟାଳୟ ପ୍ରଧାନଶିକ୍ଷୟତ୍ରୀ ସ୍ମିଧା ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶିକ୍ଷାବିତ୍ ମଧୁସୂଦନ ଘଡ଼ାଇ, ମୁଖ୍ୟବକ୍ତା ଆଞ୍ଚଚଳିକ ସାଧନ କେନ୍ଦ୍ର ସଂଯୋଜକ ଗିରିଜା ଶଙ୍କର ଲେଙ୍କା, ସମ୍ମାନିତ ଅତିଥି ପରିଚାଳନା କମିଟି ସଭାପତି ଅମୂଲ୍ୟ କୁମାର ଖଣ୍ଡା, ଶିକ୍ଷାବିତ୍ ପ୍ରହଲ୍ଲାଦ ଜେନା,ଉଚ୍ଚ ବିଦ୍ୟାଳୟ ବିଜ୍ଞାନ ଶିକ୍ଷକ […]

Read More Text.

ପାନପଦୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଆଗରପଡ଼ା :ବନ୍ତ ଶିକ୍ଷାଧିକାରୀଙ୍କ ଅଧିନ ରାମଚନ୍ଦ୍ରପୁର ପଂଚାୟତ ସ୍ଥିତ ପାନପଦୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପୂର୍ଣ୍ଣଚନ୍ଦ୍ର ବାରିକଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବ୍ଲକ ଶିକ୍ଷା ସଂଯୋଜକ ହରେକୃଷ୍ଣ ଆପଟ,ମୁଖ୍ୟବକ୍ତା ଭାବେ ବନ୍ତ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଡ଼ ସୁଭେନ୍ଦ୍ର କୁମାର ମିଶ୍ର ,ସମ୍ମାନିତ ଅତିଥିଭାବେ ସିଆରସିସି ଉତମ କୁମାର ଦାସ,ଅବସରପ୍ରାପ୍ତ ଶିକ୍ଷକ ରଘୁନାଥ ରାଉତ,ସୁଧିର କୁମାର ବାରିକ, ସୁକାନ୍ତ ବେହେରା,କମିଟିର ସଭାପତି ହରିହର ଶଙ୍ଖୁଆ […]

Read More Text.

ରାମଚନ୍ଦ୍ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ

ଆଗରପଡ଼ା :ବନ୍ତ ବ୍ଲକ ଶିକ୍ଷାଧିକାରୀଙ୍କ ଅଧିନ ରାମଚନ୍ଦ୍ରପୁର ପଂଚାୟତ ସ୍ଥିତ ରାମଚନ୍ଦ୍ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସନାତନ ଦାସଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବ୍ଲକ ବିଆରସିସି ହରେକୃଷ୍ଣ ଆପଟ,ମୁଖ୍ୟବକ୍ତାଭାବେ ବିଶିଷ୍ଠ ଶିକ୍ଷାବିତ୍ ତଥା ପ୍ରବଚକ ହରିହର ପାଣିଗ୍ରାହୀ ,ଶିକ୍ଷାବିତ୍ ପୁର୍ଣ୍ଣଚନ୍ଦ୍ର ରାଉତ,ପ୍ରାକ୍ତନ ଶିକ୍ଷକ ରାଧାଶ୍ୟାମ ରାଉତ, ସିଆରସିସି ଉତମ କୁମାର ଦାସ, ପ୍ରାକ୍ତନ ସିଆରସିସି ସୁକାନ୍ତ ବେହେରା,ଶିକ୍ଷକ ସଂଘର […]

Read More Text.