ଜୁଲାଇ ୩ରୁ ଅମରନାଥ ଯାତ୍ରା
ନୂଆଦିଲ୍ଲୀ ୨୯।୩: ଅମରନାଥ ଯାତ୍ରାର ତାରିଖ ଧାର୍ଯ୍ୟ ହୋଇଛି। ଯାତ୍ରା ସହିତ ରେଜିଷ୍ଟ୍ରେସନ ତାରିଖ ମଧ୍ୟ ସାମ୍ନାକୁ ଆସିଛି। ପବିତ୍ର ଅମରନାଥ ଯାତ୍ରା ଚଳିତବର୍ଷ ଜୁଲାଇ ୩ ତାରିଖରୁ ଆରମ୍ଭ ହୋଇ ୯ ଅଗଷ୍ଟ ୨୦୨୫ ପର୍ଯ୍ୟନ୍ତ ଚାଲିବ। ଶ୍ରୀ ଅମରନାଥ ସ୍ରାଇନବୋର୍ଡ (ଏସଏଏସବି) ଅନୁସାରେ ଏହି ଯାତ୍ରା ୩୯ ଦିନ ଧରି ଚାଲିବ। ଏଣୁ ବାବାଙ୍କ ଦର୍ଶନ ନିମନ୍ତେ ଭକ୍ତଙ୍କୁ ଢେର ସମୟ ମିଳିବ। ଏଥର ମଧ୍ୟ ଭକ୍ତ ୨ଟି ମାର୍ଗରେ ଅମରନାଥ ଯାତ୍ରା କରିବେ ଓ […]
Read More Text.