୨ ଦଫା ଦାବି ନେଇ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ତରଫରୁ ବିକ୍ଷୋଭ ପ୍ରଦର୍ଶନ ଓ ଲିଖିତ ଦାବିପତ୍ର ପ୍ରଦାନ
ବାରିପଦା – କାଳବୈଶାଖୀ ପ୍ରଭାବ ତଥା ଦୈବୀ ଦୁର୍ବିପାକରେ ମୟୂରଭଞ୍ଜ ଜିଲ୍ଲାର ବିଶୋଇ ବ୍ଳକର ୧୮ ଟି ଗ୍ରାମ ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବହୁ କ୍ଷୟକ୍ଷତି ଘଟିଯାଇଛି ।ବହୁ ପରିବାର ବାସହରା ହୋଇ ପଡିଛନ୍ତି । ସେମାନଙ୍କ ଖାଦ୍ଯ, ବସ୍ତ୍ର,ଶେଜ,ଧାନ,ଚାଉଳ , ଆସବାବପତ୍ର ନଷ୍ଟ ହୋଇଯିଇଛି ।ସେହି ପିଡିତ ପରିବାର ତଥା ବାସହରା ଲୋକଙ୍କୁ ତୁରନ୍ତ ନୂତନ ଆବାସ ଯୋଜନା ସହ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାପାଇଁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚା ବିକ୍ଷୋଭ ପାଇଁ […]
Read More Text.