ନିର୍ଗୁଣ୍ଡିରେ ଟ୍ରେନ୍ ଲାଇନଚ୍ୟୁତ: ହେଲ୍ପଲାଇନ ନମ୍ବର ଜାରି
କଟକ: କଟକ ନିର୍ଗୁଣ୍ଡିରେ ଲାଇନଚ୍ୟୁତ ହୋଇଛି କାମାକ୍ଷା ଏକ୍ସପ୍ରେସ୍ । ଏଥିରେ ୭ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ରହିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିବା ଏସସିବି ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି । ଆହତମାନଙ୍କୁ ଅନ୍ୟ ଟ୍ରେନ ମାଧ୍ୟମରେ କଟକ ବଡ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି । ତେବେ ଆହତଙ୍କ ସଂଖ୍ୟା ସମୟାନୁସାରେ ବଢୁଥିବା ବେଳେ କେତେ ଯାତ୍ରୀ ଆହତ ହୋଇଛି ସେନେଇ ସ୍ପଷ୍ଟ ସୂଚନା ନରହିଥିବା ବେଳେ ଏହାରି ଭିତରେ ହେଲ୍ପଲାଇନ୍ ନମ୍ବର […]
Read More Text.