ଚୁକ୍ତି ସ୍ୱାକ୍ଷରରେ ସୀମିତ, ସିଷ୍ଟମ ସମୟରେ ମିଳୁନାହିଁ – ବାୟୁସେନା ମୁଖ୍ୟ
ନୂଆଦିଲ୍ଲୀ,୨୯ା୫: ଭାରତର ବାୟୁସେନା ମୁଖ୍ୟ ମାର୍ଶାଲ ଅମର ପ୍ରୀତ ସିଂହ ପ୍ରମୁଖ ପ୍ରତିରକ୍ଷା କ୍ରୟ ପ୍ରକଳ୍ପରେ ବିଳମ୍ବ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ଏକ କାର୍ଯ୍ୟକ୍ରମରେ ଭାଷଣ ଦେଇ ବାୟୁସେନା ମୁଖ୍ୟ କହିଛନ୍ତି, “ଅନେକ ଥର, ଆମେ ଚୁକ୍ତି ସ୍ୱାକ୍ଷର କରିବା ସମୟରେ ଜାଣୁ ଯେ ସେହି ସିଷ୍ଟମ କେବେ ଆସିବ ନାହିଁ। ସମୟସୀମା ଏକ ବଡ଼ ସମସ୍ୟା। ମୁଁ ଭାବିପାରୁଥିବା ଗୋଟିଏ ବି ପ୍ରକଳ୍ପ ସମୟସୀମାରେ ସମାପ୍ତ ହୋଇ ନାହିଁ। ଆମେ କାହିଁକି ଏପରି ପ୍ରତିଶ୍ରୁତି ଦେବା […]
Read More Text.