ଭାରତ ବିରୋଧରେ ଶ୍ରୀଲଙ୍କା ମାଟିର ଉପଯୋଗ ହେବ ନାହିଁ : ଦିସାନାୟକେ

କଲମ୍ବୋ: ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା ଦିସାନାୟକେ ଚୀନର ନାମ ନ ନେଇ ଏକ କଡ଼ା ବାର୍ତ୍ତା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପସ୍ଥିତିରେ ସେ ଭାରତକୁ ଆଶ୍ୱାସନା ଦେଇଥିଲେ ଯେ ଶ୍ରୀଲଙ୍କା ଭାରତର ସୁରକ୍ଷା ସ୍ୱାର୍ଥ ବିରୁଦ୍ଧରେ ପଦକ୍ଷେପ ନେବା ପାଇଁ ଏହାର ଭୂଖଣ୍ଡ ବ୍ୟବହାର କରିବାକୁ ଦେବ ନାହିଁ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା ଦିସାନାୟକ ସମ୍ପୁର ସୌରଶକ୍ତି ପ୍ରକଳ୍ପକୁ ଭର୍ଚୁଆଲ୍ ଭାବରେ ଉଦଘାଟନ କରିଥିଲେ। ଏହା ସହିତ, ଭାରତ ଏବଂ […]

Read More Text.

ମଣିପୁରରେ ଶାନ୍ତିର ଆଲୋକ ! ମୈତେଇ ଓ କୁକି ପ୍ରତିନିଧିଙ୍କ ସହ ଆଲୋଚନା କଲେ ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଶନିବାର ମଣିପୁରର ମୈତେଇ ଏବଂ କୁକି ସମ୍ପ୍ରଦାୟର ପ୍ରତିନିଧିମାନଙ୍କ ସହିତ ଏକ ବୈଠକ କରିଛନ୍ତି। ଦୁଇ ସଂପ୍ରଦାୟ ମଧ୍ୟରେ ଗତ ଦୁଇ ବର୍ଷ ହେଲା ଚାଲିଥିବା ହିଂସା ମଧ୍ୟରେ ଏହି ବୈଠକ ଶାନ୍ତି ପାଇଁ ଏକ ଆଶାର ଆଲୋକ ନେଇ ଆସିଛି । ସୂତ୍ର ଅନୁଯାୟୀ, ୨୦୨୩ ମଇ ମାସରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦର ଏକ ସୌହାର୍ଦ୍ଦପୂର୍ଣ୍ଣ ସମାଧାନ ଖୋଜିବା ପାଇଁ କେନ୍ଦ୍ର ସରକାରଙ୍କ ପଦକ୍ଷେପର ଏକ ଅଂଶ […]

Read More Text.

କିମ୍‌ଙ୍କ ହାତରେ ବନ୍ଧୁକ: ସ୍ନାଇପରରୁ ଗୁଳି ଚଳାଇଲେ

ପ୍ୟୋଙ୍ଗୟାଙ୍ଗ୍: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍ ପୁଣି ଥରେ ସାମରିକ ଶକ୍ତି ପ୍ରଦର୍ଶନ କରିଥିବା ଦେଖିବାକୁ ମିଳୁଛି। ସେ ଦେଶରେ ବିକଶିତ ନୂତନ ସ୍ନାଇପର ରାଇଫଲର ପରୀକ୍ଷଣ କରିଛନ୍ତି। କିମ୍ ଏକ ସ୍ୱତନ୍ତ୍ର ବାହିନୀ ୟୁନିଟ୍ ପରିଦର୍ଶନ କରି ସୈନିକମାନଙ୍କର ଗୁଳିଚାଳନା ଅଭ୍ୟାସରେ ଅଂଶଗ୍ରହଣ କରିଥିଲେ ଏବଂ ଆଧୁନିକ ଅସ୍ତ୍ରଶସ୍ତ୍ରର ଶକ୍ତିରେ ସନ୍ତୋଷ ପ୍ରକାଶ କରିଥିଲେ। ତାଙ୍କର କାର୍ଯ୍ୟକଳାପ ଏପରି ଏକ ସମୟରେ ହୋଇଛି ଯେତେବେଳେ କୋରିଆ ଉପଦ୍ୱୀପରେ ରାଜନୈତିକ ଅସ୍ଥିରତା ସୃଷ୍ଟି […]

Read More Text.

ତେଲେଙ୍ଗାନାରେ ଆତ୍ମସମର୍ପଣ କଲେ ଛତିଶଗଡ଼ର ୮୬ ମାଓବାଦୀ

ହାଇଦ୍ରାବାଦ: ପୁଣି ପୋଲିସ ପାଖରେ ଆତ୍ମସମର୍ପଣ କଲେ ମାଓବାଦୀ । ତେଲେଙ୍ଗାନାରେ ଆତ୍ମସମର୍ପଣ କଲେ ଛତିଶଗଡ଼ର ୮୬ ମାଓବାଦୀ । ଭଦ୍ରାଦ୍ରୀ କୋଥାଗୁଡେମ୍ ଜିଲ୍ଲାରେ ନକ୍ସଲଙ୍କ ଆତ୍ମସମର୍ପଣ । ତେବେ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ଭିତରୁ ୨୦ ଜଣ ମହିଳା ମାଓବାଦୀ ଅଛନ୍ତି । ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀ ବିଜାପୁର ଏବଂ ସୁକମା ଅଞ୍ଚଳର ସୂଚନା । ତେବେ ଜଙ୍ଗଲରେ ଏଭଲି ହିଂସ୍ର ଜୀବନ ଛାଡି ସେମାନେ ସେମାନଙ୍କ ପରିବାର ସହ ବାକି ତକ ଜୀବନ […]

Read More Text.

ଓ୍ବକ୍‌ଫ ବିଲ୍‌କୁ ନେଇ ଜେଡିୟୁରେ ଫାଟ: ଇସ୍ତଫା ଦେଲେଣି ୫ ନେତା

ନୂଆଦିଲ୍ଲୀ,୫।୪:ଓ୍ବକ୍‌ଫ ସଂଶୋଧନ ବିଲ୍‌କୁ ସମର୍ଥନ ନେଇ ନୀତୀଶ କୁମାରଙ୍କ ସଂଯୁକ୍ତ ଜନତା ଦଳ (ଜେଡିୟୁ)ରେ ଫାଟ ସୃଷ୍ଟି ହୋଇଛି। ଦଳୀୟ ନିଷ୍ପତ୍ତିରେ ଅସନ୍ତୋଷ ବ୍ୟକ୍ତ କରି ଜେଡିୟୁର ୫ ନେତା ଇସ୍ତଫା ଦେଲେଣି। ଇସ୍ତଫା ଦେଇଥିବା ନେତାମାନେ ହେଲେ ରାଜୁ ନାୟାର, ତାବ୍‌ରେଜ ସିଦ୍ଦିକି ଆଲିଗ୍‌, ମହମ୍ମଦ ଶାହନଓ୍ବାଜ ମଲିକ, ମହମ୍ମଦ କାସିମ ଅନ୍‌ସାରୀ ଏବଂ ନଦିମ୍‌ ଅଖତର। ଶାହନଓ୍ବାଜ ଏବଂ ଅନ୍‌ସାରୀ ଗୁରୁବାର ଇସ୍ତଫା ଦେଇଥିବାବେଳେ ନଦିମ୍‌, ରାଜୁ ଏବଂ ତାବ୍‌ରେଜ ଶୁକ୍ରବାର ଦଳ ଛାଡ଼ିଛନ୍ତି। […]

Read More Text.

ତାରଣା ଆଶ୍ରମ ବିଦ୍ୟାଳୟରେ ଶିକ୍ଷାରଥକୁ ସ୍ବାଗତ

ବାରିପଦା – ମୟୂରଭଂଜ ଜିଲ୍ଲା ଆଦିବାସୀ ବହୁଳ ଅଞ୍ଚଳ ଭାବରେ ଜାମଦା ବ୍ଲକ ପରିଚିତ |ଏହି ବ୍ଲକରେ ଶିକ୍ଷାରଥକୁ ବିଦ୍ୟାଳୟ ଗୁଡ଼ିକରେ ବିପୁଳ ଭାବରେ ସ୍ବାଗତ କରାଯାଉଥିବା ଲକ୍ଷ୍ୟ କରାଯାଉଛି |ତାରଣା  ଆଶ୍ରମ ସ୍କୁଲରେ ଶିକ୍ଷାରଥକୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଙ୍କ ତତ୍ଵାବଧାନରେ ରେ ଅଭିଭାବକ,ଛାତ୍ରଛାତ୍ରୀମାନେ  ଶଙ୍ଖ ଓ ହୁଳହୁଳି ଦେଇ   ସିଆରସିସି ବୁଧୁରାୟ ହେମ୍ବ୍ରମ ଙ୍କ ଉପସ୍ଥିତିରେ ସ୍ୱାଗତ ଜଣାଇଛନ୍ତି   |ସିଆରସିସି ଶଂକର ପାତ୍ର ଓ ବୁଧୁରାୟ ହେମ୍ବ୍ରମ ଶିକ୍ଷାରଥକୁ ବିଦ୍ୟାଳୟ ପ୍ରାଗଣକୁ ପ୍ରବେଶ କରାଇଥିବାବେଳେ […]

Read More Text.

ତେଣ୍ଡରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ 

 ବାରିପଦା  -ବାମନଘାଟୀ ଉପଖଣ୍ଡ ଜାମଦା ବ୍ଲକ ତେଣ୍ଡରା ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏସ୍ଏମ୍ସି ଅଧ୍ୟକ୍ଷ କାଳିତରଣ ସିଂକୁଙ୍କ ସଂଯୋଜନାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି |ଉତ୍ସବରେ ମୁଖ୍ୟ ଅତିଥି ଦେଉକୁଣ୍ଡି ସିଆରସିସି ନିରଞ୍ଜନ ଗୋପ,ସମ୍ମାନୀୟ ଅତିଥି ପ୍ରଧାନ ଶିକ୍ଷୟତ୍ରୀ ବାସନ୍ତୀ ହାଁସଦାଃ,ନାୟାରାମ ଟୁଡୁ,ହରିହର ପାତ୍ର,ନିମନ୍ତ୍ରୀତ ଅତିଥି ଓଡ଼ିଶା ରାଜ୍ୟ ୟୁଏସ୍ଆଇ ସଂଯୋଜକ ପ୍ରଶ୍ନ ଶତପଥୀ ଯୋଗଦେଇ କହିଥିଲେ ଯେ ଛାତ୍ରଛାତ୍ରୀମାନେ ଉତ୍ତମ ଚରିତ୍ରବାନ୍ ହେବା ସହିତ ଭଲ ପାଠ ପଢି ନିଜ ଗାଁ ଓ ଦେଶର […]

Read More Text.

ଭକ୍ତାମାନଙ୍କ ଦାବିକୁ ସମର୍ଥନ ଜଣାଇଲା ଭଞ୍ଜସେନା 

ଉପଜିଲ୍ଲାପାଳଙ୍କ ଲିକ୍ଷିତ ପ୍ରତିଶୃତି ପରେ ଆମରଣ ଅନସନରୁ ଓହରିଲେ ଭକ୍ତାମାନେ  ବାରିପଦା – ରାଜତନ୍ତ୍ର ଅମଳ ରୁ  ମୟୂରଭଞ୍ଜ ରେ ପ୍ରତି ବର୍ଷ ଚୈତ ମାସ ରେ ଅନୁଷ୍ଠିତ ହେଉ ଥିବା ପବିତ୍ର ଉଡା ପର୍ବ ମହାବିଷୁବ ତଥା ପଣା ସଙ୍କରାନ୍ତି ର ୮ ଦିନ ପୂର୍ବରୁ ଭକ୍ତା ମାନଙ୍କ ଦ୍ଵାରା ପରିଚାଳିତ ହୋଇ ସଙ୍କରାନ୍ତି ଦିନ ସମାପନ ହୋଇ ଥାଏ l ମାତ୍ର ଚଳିତ ବର୍ଷ ଭକ୍ତା ମାନେ ତାଙ୍କର ମୌଳିକ ସମସ୍ୟା ବାବଦ ରେ […]

Read More Text.

ଓଡ଼ିଆ ରେ ନାମ ଫଳକ ଅଭିଯାନ ସମ୍ପର୍କିତ ସଚେତନତା ପଦଯାତ୍ରା

ବାରିପଦା : ସରକାରଙ୍କ ନିର୍ଦେଶ ଅନୁସାରେ ଏପ୍ରିଲ ୧ତାରିଖ ରୁ ଏପ୍ରିଲ ୧୪ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଓଡ଼ିଆ ପକ୍ଷ ପାଳନ ଅବସରରେ ଏପ୍ରିଲ ୪ତାରିଖ ଓଡ଼ିଆରେ ନାମ ଫଳକ ଅଭିଯାନ ଦିବସ ଭାବେ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲା ପ୍ରଶାସନ ତତ୍ୱାବଧାନରେ ଜିଲ୍ଲା ଶ୍ରମ ଓ କର୍ମଚାରୀ ବୀମା ବିଭାଗ ଆନୁକୂଲ୍ୟରେ ଓଡ଼ିଆରେ ନାମ ଫଳକ ଅଭିଯାନ ସମ୍ପର୍କିତ ଏକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଚେତନତା ପଦ ଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ […]

Read More Text.

ସ୍ଲଟ ବୁକିଂ ମାଧ୍ୟମରେ ଯୁଗ୍ମ ଜନ ଶୁଣାଣି ପାଇଁ ଆବେଦନ

ଏପ୍ରିଲ ୭ତାରିଖ ରେ ହେବାକୁ ଥିବା ଯୁଗ୍ମ ଜନ ଶୁଣାଣି ପାଇଁ ଆଜି ଠାରୁ ସ୍ଲଟ ବୁକିଂ ଆରମ୍ଭ ବାରିପଦା: ଏବେ ଠାରୁ ସ୍ଲଟ ବୁକିଂ ମାଧ୍ୟମରେ ରେ ଆବେଦନକାରୀ ମାନେ ଯୁଗ୍ମ ଜନ ଶୁଣାଣି ପାଇଁ ଜନ ଶୁଣାଣି ପୋର୍ଟାଲ ଜରିଆରେ ଅନଲାଇନରେ ସେମାନଙ୍କର ଆବେଦନ ପତ୍ର ଗୁଡିକ ଦାଖଲ କରିବେ। ଏଥିପାଇଁ ଆବେଦନକାରୀଙ୍କୁ ଗୁଗୁଲ କୁ ଯାଇ ଜନଶୁଣାଣି.ଓଡିଶା. ଗୋଭ. ଇନ (janasunani.odisha.gov. in) ରେ ଯୁଗ୍ମ ଜଣାଶୁଣାଣି ରେ କ୍ଲିକ କରି ଜିଲ୍ଲାକୁ […]

Read More Text.