‘ବିଜେଡି ଏବେ ଅସ୍ତଗାମୀ ସୂର୍ଯ୍ୟ, ଆଉ ନବୀନ ଗୃହବନ୍ଦୀ’

ଭୁବନେଶ୍ବର: ଓ୍ବାକଫ୍ ବିଲ ନେଇ ବିଜେଡିର ମତ, ବଢାଇଛି ରାଜନୀତି ତାତି । ବିଜେଡିକୁ ନେଇ ଏବେ ଚାରିଆଡେ ଆଲୋଚନା  । ଚାଲିଛି କ’ଣ ଦଳରେ? କାହିଁକି ମୁହଁ ଖୋଲୁନାହାନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ? ମନଇଚ୍ଛା କାମ କରୁଛନ୍ତି ଦଳୀୟ କର୍ମଚାରୀ । ଶାସକ ଠାରୁ ନେଇ ବିରୋଧୀ କଂଗ୍ରେସ ପର୍ଯ୍ୟନ୍ତ, ଏମିତିକି ଖୋଦ୍ ଦଳୀୟ ବରିଷ୍ଠ ନେତା ବି ଅସନ୍ତୋଷ ଝାଡିଲେଣି । ବିବାଦୀୟ ଓ୍ବାକଫ୍ (ସଂଶୋଧିତ) ବିଲ୍ ଆଇନ ପରିଣତ ହେବା ପୂର୍ବରୁ ସଂସଦର […]

Read More Text.

ଶ୍ରୀରାମ ନବମୀ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପବିତ୍ର ଶ୍ରୀରାମ ନବମୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ପବିତ୍ର ଶ୍ରୀରାମ ନବମୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ସତ୍ୟ, ଧର୍ମ, ନ୍ୟାୟ ଓ ଆଦର୍ଶକୁ ପାଥେୟ କରି ସମାଜର ମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିବା। ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦରେ ସମସ୍ତଙ୍କ ଜୀବନ ସୁଖ, ଶାନ୍ତିରେ ପରିପୂର୍ଣ୍ଣ ହେଉ। ରାମନବମୀଙ୍କୁ ନେଇ ସାରା […]

Read More Text.

ଅସହାୟ ଗରିବ ପରିବାରଙ୍କୁ ସହଯୋଗ ର ହାତ ବଢ଼ାଇଲେ ଚଢ଼େଇପାହାଡି ସମିତି ସଭ୍ୟା କୁନି ସର୍ଦାର 

 ବାରିପଦା : ମୟୂରଭଞ୍ଜ ଜିଲ୍ଲାର ବାମନଘାଟି ଉପଖଣ୍ଡ ଅନ୍ତର୍ଗତ ବିଜାତଳା ବ୍ଲକ ର ଦୁର୍ଗମ ଅଞ୍ଚଳ ରୂପେ ପରିଚିତ ଚଢ଼େଇ ପାହାଡି ଗ୍ରାମପଞ୍ଚାୟତ। ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଏହି ଅଞ୍ଚଳ ରେ ଏକଦା ମାଓବାଦୀ ମାନେ ବେଶ୍ ସକ୍ରିୟ ଥିଲେ। ଏବେ ବି ଏହି ଅଞ୍ଚଳ ବିକାଶ ଠାରୁ ଦୂରରେ ରହିଛି। ବଣପାହାଡ ଘେରା ଏହି ଅଞ୍ଚଳ ର ଅନେକ ଗାଁ, ସାହିକୁ ଏଯାଏଁ ଭଲ ରାସ୍ତା ନିର୍ମାଣ ହୋଇପାରିନାହିଁ। ଖରାଦିନେ ଏହି ଅଞ୍ଚଳ ରେ ପାନୀୟଜଳ […]

Read More Text.

ଦେଶୀ ରନ୍ଧା ମଦ ଜବତ, ୪ ଗିରଫ

ବାରିପଦା: ରାଇରଙ୍ଗପୁର ଅବକାରୀ ଉପ-ଅଧିକ୍ଷକ ଶ୍ରୀ ସୌମ୍ୟରଞ୍ଜନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଇରଙ୍ଗପୁର ଉପଖଣ୍ଡ ଅବକାରୀ ରେଞ୍ଜ ପକ୍ଷରୁ ରାଇରଙ୍ଗପୁର ଅବକାରୀ ନିରୀକ୍ଷକ ଶ୍ରୀ ବିନୟ ପ୍ରକାଶ ତୀର୍କୀ ଓ ରାଇରଙ୍ଗପୁର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ରାଇରଙ୍ଗପୁର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଥାନା ଅନ୍ତର୍ଗତ ଅଁଳାଡୁବା, ଗୋଲମୁଣ୍ଡା, ବାଲିଢିପା, ଓ ଜାନମଘୁଟୁ ଗ୍ରାମ ଅଞ୍ଚଳରେ ଚଢ଼ାଉ କରାଯାଇ ୭୩ ଲିଟର ଦେଶୀ […]

Read More Text.

ସରକାରୀ ମହିଳା ମହାବିଦ୍ୟାଳୟର ଇଂରାଜୀ ବିଭାଗ ପକ୍ଷରୁ ଏକଦିବସୀୟ ଜାତୀୟ ଆଲୋଚନାଚକ୍ର

ବାରିପଦା-  ସରକାରୀ ମହିଳା ମହାବିଦ୍ୟାଳୟର ଇଂରାଜୀ ବିଭାଗ ପକ୍ଷରୁ ‘ରାଇଟିଙ୍ଗ ରେଜିଷ୍ଟାନ୍ସ : ଫିକ୍ସନ ଏଣ୍ଡ ପଲିଟିକ୍ସ ଅଫ ନେରେସନ ‘ ଶୀର୍ଷକ ଏକଦିବସୀୟ ଜାତୀୟ ଆଲୋଚନାଚକ୍ର ଅଧ୍ୟକ୍ଷା ଡ. ସାଗରିକା ସିଂହଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି l ପ୍ରାଣୀ ବିଜ୍ଞାନର ସହକାରୀ ପ୍ରଫେସର ସୁଶ୍ରୀ ସଙ୍ଗୀତା ପତି ମଞ୍ଚ ପରିଚାଳନା ଦାୟିତ୍ୱ ନିର୍ବାହ କରିଥିଲେ l ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ସାଗରିକା ସିଂହ ପ୍ରାରମ୍ଭିକ ସମ୍ଭାଷଣ ପ୍ରଦାନ ପୂର୍ବକ ଉକ୍ତ ଆଲୋଚନା ଚକ୍ରର ଆଭିମୁଖ୍ୟ ପ୍ରଦାନ […]

Read More Text.

ଓଡ଼ିଶା ଗୋ ହତ୍ୟା ନିଷେଧ ଏବଂ ଗୋ ସଂରକ୍ଷଣ ବିଲ ୨୦୨୪ କୁ ତୁରନ୍ତ ପାରିତ କରିବାକୁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବି ପତ୍ର ପ୍ରଦାନ

ବାରିପଦା – ଓଡ଼ିଶାରେ ବର୍ଦ୍ଧିତ ଗୋ ହତ୍ୟା ଏଵଂ ଗୋ ଚାଲାଣ ସହ ଦେଶୀ ଗୋ ବଂଶ ମାନଙ୍କ ସଂରକ୍ଷଣ ନୀତି ଅଭାବରୁ ଦେଶୀ ଗୋ ବଂଶ ଲୋପ ପାଇବାକୁ ବସିଲାଣି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ଗୋ ହତ୍ୟା ନିଷେଧ ଏବଂ ଗୋ ସଂରକ୍ଷଣ ବିଲ ୨୦୨୪ କୁ ତୁରନ୍ତ ପାରିତ କରିବାକୁ ଦେବ ସେନା ମୟୁରଭଞ୍ଜ ଜିଲ୍ଲା ତରଫରୁ ଜିଲ୍ଲା ଅଧ୍ୟକ୍ଷ ଜିତେନ୍ଦ୍ର କୁମାର ନାୟକ ଏବଂ ମହିଳା ଅଧ୍ୟକ୍ଷା ସୁଜାତା ଗିରି ଙ୍କ […]

Read More Text.

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସାମାଜିକ କାର୍ଯ୍ୟ ବିଭାଗର ଜାତୀୟ ଆଲୋଚନାଚକ୍ର

ବାରିପଦା  : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସାମାଜିକ କାର୍ଯ୍ୟ ବିଭାଗ ଦ୍ୱାରା ଏକ ଦୁଇ ଦିବସୀୟ ଜାତୀୟ ଆଲୋଚନାଚକ୍ର ସଫଳତାର ସହିତ ଆୟୋଜିତ ହୋଇଯାଇଛି । “ବିକଶିତ ଭାରତ ପାଇଁ ନାରୀ ସଶକ୍ତୀକରଣ: ଆଗକୁ ବଢ଼ିବାର ପଥ” ଶୀର୍ଷକ ଏହି ଦୁଇ ଦିନିଆ ଜାତୀୟ ଆଲୋଚନାଚକ୍ରରେ ଉଦଘାଟନୀ ସମାରୋହରେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ପୃଷ୍ଠପୋଷକ ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ଭାରତର ବିକାଶ ଯାତ୍ରାରେ ଲିଙ୍ଗଗତ ସମାନତା ସୁନିଶ୍ଚିତ […]

Read More Text.

ଓଡ଼ିଆ ପକ୍ଷ ପାଳନ ଅବସରରେ ବାରିପଦା ଠାରେ ଐତିହ୍ୟ ୱାକାଥନ ଅନୁଷ୍ଠିତ

ବାରିପଦା – ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଜିଲ୍ଲା କ୍ରୀଡା କାର୍ଯ୍ୟାଳୟ ମୟୂରଭଞ୍ଜଙ୍କ ମିଳିତ ଆନୁକୂଲ୍ୟରେ ଓଡ଼ିଆ ପକ୍ଷ ପାଳନ ଅବସରରେ ପକ୍ଷ ପାଳନର ପଞ୍ଚମ ଦିବସରେ ଆଜି ଏକ ଐତିହ୍ୟ ୱାକାଥନ  ଅନୁଷ୍ଠିତ ହୋଇଯାଇଛି I ଉକ୍ତ ୱାକାଥନକୁ  ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଧର୍ମାନନ୍ଦ ବେହେରା ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଈଶ୍ୱର ଚନ୍ଦ୍ର ନାଏକ ବାରିପଦା ଷ୍ଟାଡିଅମ ପଡିଆ ଠାରେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରି ଅଂଶଗ୍ରହଣକାରିଙ୍କୁ ଉତ୍ସାହିତ […]

Read More Text.

ସର୍ବସାଧାରଣ ରାସ୍ତା ଓ ଗୋଚର ଜମିର ଜବର ଦଖଲ ଉଛେଦ ଦାବି

ଆଗରପଡ଼ା :ବନ୍ତ ତହସିଲ ଅଧିନ କନ୍ତିଆ ଗ୍ରାମରେ ସର୍ବସାଧାରଣ ରାସ୍ତା ଓ ଗୋଚର ଜମିର ଜବର ଦଖଲ ଉଛେଦ ଦାବି କରିଛନ୍ତି ଗ୍ରାମର ରଘୁନାଥ ମିଶ୍ର । ଏ ନେଇ ସେ ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି । କନ୍ତିଆ ମୌଜାର ଖସଡ଼ା ନମ୍ବର ୪୭୨ ଓ ୪୭୮ କୁ କେତେକ ଖଳ ପ୍ରକୃତି ଲୋକ ଜୋର ଜବରଦସ୍ତ ଅବରୋଧ କରିବା ସହିତ ସର୍ବସାଧାରଣ ରାସ୍ତାକୁ ମଧ୍ୟ ଅବରୋଧ କରିଥିବାରୁ ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖୀନ […]

Read More Text.

ଗଣିଜାଙ୍ଗରେ ରାମନବମୀ ପୂଜା

ଆଗରପଡ଼ା :ବନ୍ତ ବ୍ଲକ ଗଣିଜାଙ୍ଗ କାଳୀପଡିଆରେ ରାମନବମୀ ପୂଜା ଧୁମ ଧାମରେ ପାଳିତ ହେଉଅଛି । ୩ ତାରିଖରୁ ଆରମ୍ଭ ହୋଇଥିବା ପୂଜା ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ରାମନବମୀ ପୂଜା ପାଇଁ ଭଦ୍ରକ ଜିଲ୍ଲା ଉତ୍ସବ ମୁଖରିତ ଥିବା ବେଳେ ଗଣିଜାଙ୍ଗରେ ମଧ୍ୟ ବଜାର ଓ ଗ୍ରାମ ସବୁ ଗେରୁଆମୟ ହୋଇପଡିଛି । ଶିଳ୍ପୀଙ୍କ ଦ୍ୱାରା ରାମ ଓ ହନୁମାନଙ୍କ ପ୍ରତିମୂର୍ତ୍ତୀ ନିର୍ମାଣ ପୂର୍ବକ ପୂଜା ପାଉଛି ମଣ୍ଡପରେ । ପ୍ରାରମ୍ଭରେ ୧୦୮ ଗୋଟି […]

Read More Text.