ଆସନ୍ତା ଜୁନ ୨ ତାରିଖରୁ ଜବରଦଖଲ ଉଛେଦ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଓ ସମ୍ବିଧାନ ବଞ୍ଚାଅ ନେଇ କଂଗ୍ରେସ ଦଳର ଡାକରା
ବାରିପଦା : ଡବଲ ଇଞ୍ଜିନ ସରକାର ଓଡ଼ିଶା ଆସିଲା ପରେ କୋଟି କୋଟି ଟଙ୍କାର ପ୍ରକଳ୍ପର ସୁଅ ଛୁଟିଛି ।ପ୍ରକଳ୍ପ ପାଇଁ ସରକାରୀ ଜମି ଆବଶ୍ୟକତା ରହିଛି । କିନ୍ତୁ ସରକାରୀ ଜମି ମାଫିଆ, ଜବରଦଖଲକାରୀ ଙ୍କ କବଜାରେ ।ଯାହାଫଳରେ ପ୍ରକଳ୍ପ ଆଗେଇ ପାରୁନାହିଁ । ସେଥିପାଇଁ ସରକାର ନିଜ ସରକାରୀ ଜମିକୁ ହାତକୁ ନେବାପାଇଁ ଜବରଦଖଲ ଉଛେଦ ଦିର୍ଘ ୩ ମାସ ହେଲା ଆରମ୍ଭ କରିଛନ୍ତି । କିଛି କିଛି ସ୍ଥାନରେ ଜଵରଦଖଲ ଉଛେଦ କରାଗଲାଣି […]
Read More Text.