ମାଓବାଦୀଙ୍କ ସହିଦସ୍ତମ୍ଭକୁ ଧ୍ବଂସ କଲେ ଯବାନ
ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଯବାନ ନକ୍ସଲଙ୍କ ସହିଦସ୍ତମ୍ଭକୁ ଧ୍ବଂସ କରିଛନ୍ତି। ବିଜାପୁର ଜିଲ୍ଲାର ନେଲସନାର ଥାନା ଅଂଚଳରେ ଥିବା ଇନ୍ଦ୍ରାବତୀ ନଦୀ କୂଳରେ ଥିବା ଗ୍ରାମ ବାଙ୍ଗୋଲି ଗ୍ରାମ ନିକଟରେ ଯବାନମାନେ କମ୍ବିଂ ଅପରେସନ୍ରେ ଥିଲେ। ଏହି ଗ୍ରାମ ଠାରେ ରହିଥିବା ଏକ ୧୫ ଫୁଟ ଉଚ୍ଚର ଏକ ବିଶାଳ ସହିଦସ୍ତମ୍ଭକୁ ଦେଖିବା ପରେ ତାକୁ ତୁରନ୍ତ ଧ୍ବଂସ କରିଥିଲେ। ନକ୍ସଲ ଗାଁ ଗାଁରେ ଏଭଳି ସହିଦସ୍ତମ୍ଭ ନିର୍ମାଣ କରି ସେମାନଙ୍କର ନିୟମ କାନୁନକୁ […]
Read More Text.