ଦିଘାରେ ଜଗନ୍ନାଥଙ୍କ ମନ୍ଦିରକୁ ନେଇ ଶ୍ରୀ ମନ୍ଦିର କାର୍ଯ୍ୟାଳୟରେ ବୈଠକ, ମତାମତ ପାଇଁ ସେବାୟତ ନିଯୋଗକୁ ଚିଠି
ପୁରୀ : ପଶ୍ଚିମବଙ୍ଗ ଦିଘାରେ ଜଗନ୍ନାଥଙ୍କ ମନ୍ଦିରକୁ ନେଇ ଶ୍ରୀ ମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକଙ୍କ ଅଧକ୍ଷତାରେ ବୈଠକ ଶେଷ ହୋଇଛି l ବୈଠକରେ ମହାପ୍ରଭୁଙ୍କ ତିନି ବାଡ଼ର ବାଡ଼ଗ୍ରାହୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଏଲୋଚନା ହୋଇଥିଲା l ବୈଠକରେ ୪ଟି ବିନ୍ଦୁକୁ ନେଇ ବିଶେଷ ଆଲୋଚନା ହୋଇଥିଲା l ପ୍ରଥମ ହେଉଛି ଦିଘା ଜଗନ୍ନାଥ ଧାମ ଏହା ନାମ ପରିବର୍ତ୍ତନ କରିବା ଲାଗି ସରକାରଙ୍କ ସ୍ତରରେ ପ୍ରୟାସ କରାଯାଉ l ଚାରିଧାମ ମଧ୍ୟରେ ଅନ୍ୟତମ ଧାମ ହେଉଛି ଶ୍ରୀ […]
Read More Text.