20250507083818 pm modi murmu

‘ଅପରେସନ ସିନ୍ଦୁର’ ପରେ ରାଷ୍ଟ୍ରପତିଙ୍କୁ ଭେଟିଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ଭେଟି ଅପରେଶନ ସିନ୍ଦୁର ବିଷୟରେ ସୂଚନା ଦେଇଛନ୍ତି। ଏହି ଅପରେଶନ ଭାରତୀୟ ସେନା, ବାୟୁସେନା ଏବଂ ନୌସେନାର ମିଳିତ କାର୍ଯ୍ୟ ଥିଲା, ଯେଉଁଥିରେ ପାକିସ୍ତାନ ଅଧୀନସ୍ଥ କାଶ୍ମୀରରେ ଥିବା ଆତଙ୍କବାଦୀ ଶିବିର ଉପରେ ମିସାଇଲ ମାଡ କରାଯାଇଥିଲା। ସୂଚନା ଅନୁଯାୟୀ, ମୋଦୀ କ୍ୟାବିନେଟ ବୈଠକ ପରେ ରାଷ୍ଟ୍ରପତିଙ୍କୁ ଏହି ଅପରେଶନର ସଫଳତା ଏବଂ ଏହାର ଗୁରୁତ୍ୱ ବିଷୟରେ ଅବଗତ କରାଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ […]

Read More Text.
Zzz

ଅପରେସନ ସିନ୍ଦୂର ପରେ ଆସିଲା ମୋଦୀଙ୍କ ପ୍ରଥମ ପ୍ରତିକ୍ରିୟା

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଥମ ପ୍ରତିକ୍ରିୟା ଆସିଛି। ଅପରେସନ ସିନ୍ଦୂର ପରେ ବୁଧବାର ପ୍ରଧାନମନ୍ତ୍ରୀ ମୋଦୀ ସିସିଏସ ବୈଠକରେ ଯୋଗ ଦେଇଥିଲେ। ଏହାପରେ ଏକ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବି ପ୍ରଧାନମନ୍ତ୍ରୀ ଅଂଶଗ୍ରହଣ କରିଥିଲେ। ଭାରତ ଅପରେସନ ସିନ୍ଦୂର ମାଧ୍ୟମରେ ପହଲଗାମ ସମେତ ଅନେକ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି। ସେନା ମଇ ୬ ଏବଂ ୭ ତାରିଖ ରାତିରେ ପାକିସ୍ତାନ ଏବଂ ପିଓକେରେ ଥିବା ୯ଟି ଆତଙ୍କବାଦୀ […]

Read More Text.
Zz

ଅପରେସନ ସିନ୍ଦୂର ଭାରତୀୟ ମୁଦ୍ରା ପାଇଁ ମହଙ୍ଗା

ମୁମ୍ବାଇ: ପହଲଗାମ ଆତଙ୍କବାଦୀ ଘଟଣା ପରେ ଶେଷରେ ଭାରତ ପାକିସ୍ତାନ ବିରୁଦ୍ଧରେ ଆନୁଷ୍ଠାନିକ ପଦକ୍ଷେପ ଗ୍ରହଣ କରିଛି। ଭାରତୀୟ ସେନାର ଅପରେସନ ସିନ୍ଦୂର ପାକିସ୍ତାନକୁ ବଡ଼ ଝଟକା ଦେଇଛି। ଭାରତୀୟ ସଶସ୍ତ୍ର ବାହିନୀ ମଙ୍ଗଳବାର-ବୁଧବାର ଅଧରାତିରେ ପାକିସ୍ତାନ ଏବଂ ପାକ୍ ଅଧିକୃତ କଶ୍ମୀରରେ ନଅଟି ଅଞ୍ଚଳର ୨୧ ଆତଙ୍କବାଦୀ ଶିବିର ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲେ। ବାହାବଲପୁରରେ ଜୈଶ୍-ଏ-ମହମ୍ମଦର ଏକ ଗଡ଼ ଏବଂ ମୁରିଦକେରେ ଲସ୍କର-ଏ-‌‌ତୋଇବାର ଆଡ୍ଡା ଧ୍ବଂସ ହୋଇଯାଇଛି। ଅନ୍ୟପକ୍ଷରେ ଅପରେସନ ସିନ୍ଦୂର ଭାରତୀୟ ମୁଦ୍ରା […]

Read More Text.
113160066

ଅପରେସନ ସିନ୍ଦୂରକୁ ପ୍ରଶଂସା କଲା କଂଗ୍ରେସ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣର ୧୬ତମ ଦିନରେ, ଭାରତ ‘ଅପରେସନ୍ ସିନ୍ଦୂର’ ମାଧ୍ୟମରେ ଏହି ଆକ୍ରମଣର କଡ଼ା ଜବାବ ଦେଇଛି। ଏହା ସହିତ, ଭାରତ ବୁଧବାର ସକାଳେ ଆମେରିକା, ରୁଷିଆ ଏବଂ ବ୍ରିଟେନ ସମେତ ଅନେକ ପ୍ରମୁଖ ଦେଶକୁ ‘ଅପରେସନ୍ ସିନ୍ଦୂର’ କାର୍ଯ୍ୟ ବିଷୟରେ ସୂଚନା ଦେଇଛି। ଭାରତ ଏହାର ‘ଅପରେସନ୍ ସିନ୍ଦୂର’ ପାଇଁ ପାକିସ୍ତାନର ୧୦୦ କିଲୋମିଟର ପରିଧି ମଧ୍ୟରେ ୯ଟି ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରି ଧ୍ୱଂସ କରିଛି। ଅପରେସନ୍ ସିନ୍ଦୂର’କୁ କଂଗ୍ରେସ […]

Read More Text.
Masoodazharfile 1746579834

ଏୟାର ଷ୍ଟ୍ରାଇକ୍‌ରେ ମାସୁଦ ଅଜହର ପରିବାର ଶେଷ: ୧୦ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଭାରତ ପାକିସ୍ତାନକୁ ଏକ ଶକ୍ତ ଝଟକା ଦେଇଛି। ସେନା, ନୌସେନା ଏବଂ ବାୟୁସେନାର ମିଳିତ ଅପରେସନରେ ୧୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଛନ୍ତି। ଭାରତ ଏହି ଅଭିଯାନର ନାମ ଅପରେସନ ସିନ୍ଦୂର ଦେଇଛି। ଭାରତୀୟ ସେନା ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଏହି କାର୍ଯ୍ୟାନୁଷ୍ଠାନ ବିଷୟରେ ସମ୍ପୂର୍ଣ୍ଣ ସୂଚନା ପ୍ରଦାନ କରାଯାଇଛି। ଭାରତ ପକ୍ଷରୁ ପିଓକେରେ କରାଯାଇଥିବା ଅପରେସନ ସିନ୍ଦୂରରେ ମାସୁଦ ଅଜହରର ସମ୍ପୂର୍ଣ୍ଣ ପରିବାର ନିଶ୍ଚିହ୍ନ ହୋଇଯାଇଛି। ପାକିସ୍ତାନୀ ଗଣମାଧ୍ୟମ ଅନୁସାରେ, ଭାରତ ମାସୁଦ ଅଜହରର […]

Read More Text.
Content image c86135ba 1542 412c 9068 f5d0fb30c159

ଅଧଘଣ୍ଟାରେ ସରିଲା ଅଧରାତିର ଆକ୍ରମଣ: ନ୍ୟାୟ ଆଣିଦେଲା ଅପରେସନ ସିନ୍ଦୂର

ନୂଆଦିଲ୍ଲୀ: ପହଲଗାମ୍ ଆକ୍ରମଣର ପ୍ରତିଶୋଧ ଏବଂ ନ୍ୟାୟ ଦେବାକୁ ଭାରତ ପକ୍ଷରୁ ଆରମ୍ଭ ହୋଇଥିଲା ଅପରେସନ ସିନ୍ଦୂର । ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ୧ଟା ୦୫ରୁ ଅପରେସନ ଆରମ୍ଭ ହୋଇଥିବା ବେଳେ ରାତି ୧ଟା ୩୦ ବେଳକୁ ଅର୍ଥାର ମାତ୍ର ୨୫ ମିନିଟରେ ସରିଯାଇଥିଲା ଅପରେସନ ସିନ୍ଦୂର । ଅପରେସନରେ ଛାରଖାର ହୋଇଗଲା ଆତଙ୍କୀଙ୍କ ଆଡ୍ଡା । ଆତଙ୍କୀଙ୍କ ୯ଟି ଠିକଣାରେ ଏୟାର ଷ୍ଟ୍ରାଇକ୍ କରି ଶିବିରଙ୍କୁ ଧ୍ବଂସ କରିଦିଆଗଲା ବୋଲି କହିଛନ୍ତି କର୍ଣ୍ଣେଲ୍ ସୋଫିଆ […]

Read More Text.
Images (1)

ଅପରେସନ ‘ସିନ୍ଦୁର’ ପରେ ସ୍କୁଲ କଲେଜ ସବୁ ବନ୍ଦ

ନୂଆଦିଲ୍ଲୀ: ପାକିସ୍ତାନ ଉପରେ ବଡ଼ ବଦଲା ନେଇଛି ଭାରତୀୟ ସେନା। ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କଶ୍ମୀର (PoK)ରେ ଥିବା ଆତଙ୍କବାଦୀ ଆଡ୍ଡାଗୁଡିକ ଉପରେ ମିସାଇଲ ଆକ୍ରମଣ କରାଯାଇଛି। ଏହି ସୈନ୍ୟ ଅଭିଯାନର ନାମ ଦିଆଯାଇଛି ‘ଅପରେସନ ସିନ୍ଦୂର’। ଏହି ଆକ୍ରମଣ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଥିବା ବାହାୱାଲପୁରକୁ ମଧ୍ୟ ଟାର୍ଗେଟ କରିଛି, ଯେଉଁଠାରେ ଜୈଶ-ଏ-ମହମ୍ମଦର ମୁଖ୍ୟ ଆଡ୍ଡା ରହିଛି। ଏହି ଘଟଣା ପରେ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହାର ପ୍ରତିକ୍ରିୟା […]

Read More Text.
22

ଆମେ ଜାଣିଥିଲୁ ଭାରତ କିଛି କରିବ: ଅପରେସନ ସିନ୍ଦୂର ନେଇ ଟ୍ରମ୍ପ୍‌ଙ୍କ ପ୍ରତିକ୍ରିୟା

ୱାଶିଂଟନ: ପାକିସ୍ତାନରେ ଆତଙ୍କବାଦୀ ଆଡ୍ଡା ଉପରେ ଭାରତର ଏୟାର ଷ୍ଟ୍ରାଇକ୍ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏକ ବିବୃତି ଦେଇଛନ୍ତି। ଟ୍ରମ୍ପ୍ କହିଛନ୍ତି, ଅତୀତର ଅଭିଜ୍ଞତା ଆଧାରରେ ଆମେ ଜାଣିଥିଲୁ ଯେ, ଭାରତ ନିଶ୍ଚିତ ଭାବରେ କିଛି କରିବ। ଟ୍ରମ୍ପ୍ କହିଛନ୍ତି, ମୁଁ ଓଭାଲ ଦ୍ୱାର ଦେଇ ପ୍ରବେଶ କରିବା ସମୟରେ ଏହି ଏୟାର ଷ୍ଟ୍ରାଇକ୍ ବିଷୟରେ ଶୁଣିଲି। ଅତୀତର କିଛି ଘଟଣା ଉପରେ ଆଧାର କରି ଆମେ ଅନୁମାନ କରୁଥିଲୁ ଯେ, କିଛି ଘଟିବାକୁ […]

Read More Text.
11

ପ୍ରତିଶୋଧ : ପାକିସ୍ତାନ ଉପରେ ହମଲା, ବାୟୁସେନାର ‘ଅପରେସନ ସିନ୍ଦୁର’

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣର ୧୬ତମ ଦିନରେ, ଭାରତ ‘ଅପରେସନ୍ ସିନ୍ଦୂର’ ମାଧ୍ୟମରେ ଏହି ଆକ୍ରମଣର କଡ଼ା ଜବାବ ଦେଇଛି। ଗର୍ଜିଲା ରାଫେଲ୍, ଥରିଲା ପାକିସ୍ତାନ । ରାତିର ଛାତି ଚିରି ଆତଙ୍କୀଙ୍କ ପ୍ରାଣରୁ ପିଣ୍ଡ କାଢିନେଲା ଲଢୁଆ ବିମାନ ରାଫେଲ । ପହଲଗାମ୍ ପ୍ରତିଶୋଧକୁ ସଫଳ କରାଇବାରେ ରାଫେଲର ଥିଲା ବଡ ଭୂମିକା । କାରଣ ପାକିସ୍ତାନରେ ପଶି ଆତଙ୍କୀ ଶିବିର ଉପରେ ପ୍ରଚଣ୍ଡ ପ୍ରହାର କରିଥିଲା ରାଫେଲ । ୧୦୦ କିଲୋମିଟ ଭିତରେ ପଶି […]

Read More Text.
Img 20250506 wa0250

‘ସମ୍ବିଧାନ ବଞ୍ଚାଅ ନେଇ’ ପ୍ରସ୍ତୁତି ପାଇଁ କଂଗ୍ରେସ ଦଳ ତରଫରୁ ସାମ୍ବାଦିକ ସମ୍ମିଳନୀ

ବାରିପଦା : ସମ୍ବିଧାନ ଉପରେ ବିଜେପିର ବାରମ୍ବାର କଠୋରଘାତ ନେଇ କଂଗ୍ରେସ ଦଳ ଘୋର ଅସନ୍ତୋଷ ପ୍ରକାଶ କରିଛି । ସମ୍ବିଧାନ କୁ ଦୁର୍ବଳ କରି ଦିଆଯାଉଛି । ତେଣୁ ଡଃ ବାବା ସାହେବ ଆମ୍ବେଦକରଙ୍କ ପ୍ରଣୀତ ସମ୍ବିଧାନ ହେଉଛି ଦେଶର ଗଣତନ୍ତ୍ର ର ସୁରକ୍ଷା କବଚ । ସମ୍ବିଧାନ ଦ୍ବାରା ଦଳମତ,ଜାତିଗତ ନିର୍ବିଶେଷରେ ସମସ୍ତଙ୍କର ମୌଳିକ ଅଧିକାର କୁ ସୁରକ୍ଷା ଦେଉଛି । କିନ୍ତୁ ଏହାକୁ ଏନଡିଏ ସରକାର ଦିନକୁ ଦିନ ଆଇନ ବଦଳାଇ ଦୁର୍ବଳ […]

Read More Text.