ଭିଜିଲାନ୍ସ ରାୟ, ସରକାରୀ ଅର୍ଥ ଆତ୍ମସାତ ମାମଲାରେ ଦୁଇ ପୂର୍ବତନ ସରକାରୀ ଅଧିକାରୀ ଙ୍କୁ ଜେଲଦଣ୍ଡ ସମେତ ଜୋରିମାନା
ବାରିପଦା: ବାରିପଦା ଭିଜିଲାନ୍ସ କୋର୍ଟ ର ସ୍ୱତନ୍ତ୍ର ଜଜ୍ ପୂନ୍ନିମା ଜେନା ଏକ ଭିଜିଲାନ୍ସ ମାମଲାର ବିଚାର କରି ଦୁଇ ଜଣ ପୂର୍ବତନ ସରକାରୀ ଅଧିକାରୀ ଯଥା ମୟୁରଭଞ ଜିଲା ଶୁଳିଆପଦା ଥନା ଅନ୍ତର୍ଗତ ସିଙ୍ଗଡା ଗ୍ରାମର ସୁରେନ୍ଦ୍ର ମୋହନ ନାଏକ (୬୭) ଏବଂ ବାଲେଶ୍ୱର ଜିଲା ସୋର ଥାନା ଅନ୍ତର୍ଗତ ଟେନଟେଇ ଗ୍ରାମ ରଘୁନାଥ କର (୬୯) ଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡ ପ୍ରଦାନ କରିଛନ୍ତି । ମାମଲାର ବିବରଣୀ ରୁ ପ୍ରକାଶ […]
Read More Text.