ଭାରତୀୟ ବଂଶୋଦ୍ଭବ ବୈଭବ ତନେଜା ‘ଆମେରିକା ପାର୍ଟି’ର କୋଷାଧ୍ୟକ୍ଷ
ନୂଆଦିଲ୍ଲୀ: ଟେସଲାର ସିଏଫଓ (ମୁଖ୍ୟ ଆର୍ଥିକ ଅଧିକାରୀ) ବୈଭବ ତନେଜାଙ୍କୁ ଏଲୋନ୍ ମସ୍କଙ୍କ ନୂତନ ରାଜନୈତିକ ଦଳ ‘ଆମେରିକା ପାର୍ଟି’ରେ ଏକ ବଡ଼ ଦାୟିତ୍ୱ ମିଳିଛି। ମସ୍କ ବୈଭବ ତନେଜାଙ୍କୁ ଦଳର କୋଷାଧ୍ୟକ୍ଷ ଭାବରେ ବାଛିଛନ୍ତି। ଦି ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲର ଏକ ରିପୋର୍ଟ ଅନୁଯାୟୀ, ବୈଭବ ୨୦୧୪ ମସିହାରେ ପ୍ରାୟ ୧୧୫୭ କୋଟି ଟଙ୍କା ରୋଜଗାର କରିଥିଲେ। ତାଙ୍କର ପ୍ୟାକେଜ୍ ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା ଏବଂ ଗୁଗୁଲ୍ର ସିଇଓ ସୁନ୍ଦର ପିଚାଇଙ୍କ ଠାରୁ ବହୁତ […]
Read More Text.