“ନୂତନ” ନାଟ୍ୟସଂସ୍ଥା ତରଫରୁ ସମ୍ବର୍ଦ୍ଧନା ସଭା
ବାରିପଦା: “ନୂତନ” ନାଟ୍ୟସଂସ୍ଥା, ତକତପୁର, ବାରିପଦା ତରଫରୁ ସଂସ୍ଥାର ସଭାପତି ଗୋକୁଳ ଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି I ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ବ୍ରଜଗୋପାଳ ଆଚାର୍ଯ୍ୟ ଓ ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ସଞ୍ଜୟ କୁମାର ଚୌଧୁରୀ ଯୋଗ ଦେଇ ମଣିଷ ଜୀବନକୁ ନାଟକ ବେଶ ପ୍ରଭାବିତ କରିଥାଏ ବୋଲି ପ୍ରକାଶ କରିଥିଲେ I ଏହି ଅବସରରେ ଶହୀଦ ଭବନରେ ଅନୁଷ୍ଠିତ ୬ ଦିନିଆ ନାଟକ ମହୋତ୍ସବର […]
Read More Text.