ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ବାହୁଡାଯାତ୍ରା ସମ୍ପନ୍ନ
ଜନ୍ମ ବେଦୀରୁ ଲେଉଟିଲେ ତିନିଠାକୁର ରତ୍ନବେଦୀ କୁ ରଥଖଳା ରେ ତିନି ରଥରେ ତିନି ଠାକୁର, ରାତ୍ରୀରେ ନୀଳାନ୍ଦ୍ରୀ ବିଜେ ପହଣ୍ଡି ବାରିପଦା: ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପ୍ରସିଦ୍ଧି ଲାଭ କରିଥିବା ବାରିପଦା ରଥଯାତ୍ରାର ଆଜି ଥିଲା ବାହୁଡାଯାତ୍ରା ର ଅନ୍ତିମ ଦିନ । ପୂର୍ବ ପରମ୍ପରା ଅନୁଯାୟୀ ଏଠାରେ ଦୁଇ ଦିନ ଧରି ରଥଟଣା ଅନୁଷ୍ଠିତ ହୋଇଆସୁଅଛି । ଶ୍ରୀକ୍ଷେତ୍ର ଧାମ ପୁରୀ ରଥ ଟଣାର ପରଦୁଇଦିନ ଏଠାରେ ରଥଟଣା ସମ୍ପନ୍ନ ହୁଏ । ଗତକାଲି […]
Read More Text.