Photo for the news of bdo

ବନ୍ତ ବ୍ଳକରେ ନୂତନ ବିଡିଓଙ୍କ ଯୋଗଦାନ

ଆଗରପଡ଼ା :ଓଡ଼ିଶା ସରକାରଙ୍କ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ଚିଠି ନମ୍ବର୧୨୯୨୪/ ତାରିଖ ୧୯.୦୫.୨୫ ମୂଳେ ଭଦ୍ରକର ପୂର୍ବତନ ବିଡିଓ ସୀତାକାନ୍ତ ରାଉତଙ୍କୁ ବନ୍ତ ବ୍ଲକ ବିଡ଼ିଓ ଭାବେ ପାଇଁ ନିଯୁକ୍ତି ପ୍ରଦାନ କରାଯାଇଛି । ନିର୍ଦ୍ଦେଶାନୁସାରେ ବୁଧବାର ବନ୍ତ ବ୍ଲକରେ କାର୍ଯ୍ୟରେ ଯୋଗଦେଇଛନ୍ତି ଶ୍ରୀ ରାଉତ । ପ୍ରକାଶ ଥାଉକି;ଦିର୍ଘମାସ ହେବ ବନ୍ତରେ ବିଡିଓ ପଦବୀ ଖାଲିପଡ଼ିଥିବାରୁ ଅତିରିକ୍ତ ବିଡିଓ ନିଶିକାନ୍ତ ଖୁଣ୍ଟିଆ ଏହାର ଦାଇତ୍ୱ ନିର୍ବାହ କରି ଆସୁଥିଲେ । କାର୍ଯ୍ୟରେ ଯୋଗ […]

Read More Text.
Photo for the news of hata1

ସ୍ମାଟ ଯୁଗରେ ବି କମିନି ହାଟର ଚାହିଦା, ହାଟ ପରମ୍ପରାର ନିଆରା ଅନୁଭୂତି

ଆଗରପଡ଼ା :ସ୍ମାଟ ଯୁଗରେ ଆଧୁନିକ ପରମ୍ପରାକୁ ଆପଣେଇବା ଇଚ୍ଛାରେ ମଣିଷ କ୍ରମଶଃ ଭୁଲିଯାଉଛି ହାଟ ପରମ୍ପରାକୁ । କିନ୍ତୁ ଭଦ୍ରକ ଜିଲ୍ଲା ଆଗରପଡ଼ାରେ ଅବସ୍ଥିତ ଦୁଇଶହ ବର୍ଷର ସୁଭଦ୍ରା ମହତାବ ହାଟ ପରମ୍ପରାକୁ ବଞ୍ଚାଇବାର ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛି । ଚାଲ ଯିବା ଆଗରପଡ଼ା ହାଟ ହଳକରିବା ପାଇଁ ଶସ୍ତାରେ ମିଳିବ ବଳଦ । ଖାଇବାପାଇଁ ମିଳିବ ତଟକା ପରିବା । ଏହିପରି ଅନେକ କଥା ଶୁଣିବାକୁ ମିଳିଥାଏ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଆଦି ଜିଲ୍ଲା […]

Read More Text.
Photo for the news of jabardakhal

ଜବରଦଖଲ ଉଚ୍ଛେଦ କଲା ପ୍ରଶାସନ

ଆଗରପଡ଼ା : ଜଗରଦଖଲ ଉଚ୍ଛେଦ କଲା ବନ୍ତ ତହସିଲ ପ୍ରଶାସନ । ବନ୍ତ ତହସିଲ ଅନ୍ତର୍ଗତ ତୋଡ଼ଙ୍ଗା ମୌଜାର ଖାତା ୮୬୦ରେ ଥିବା ବସ୍ତି ଯୋଗ୍ୟ ଏବଂ ଗୋଚର ଜମିରୁ ଜବରଦଖଲ ଉଚ୍ଛେଦ କରାଯାଇଛି । ତେବେ ଦୀର୍ଘ ଦିନ ହେବ ଏହାକୁ ଜବରଦଖଲ କରାଯାଇ ରଖାଯାଇଥିବା ବେଳେ ବିଭିନ୍ନ ସରକାରୀ ଉନ୍ନୟନ ମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିଲା । ଗ୍ରାମବାସୀଙ୍କ ଅଭିଯୋଗ ଆଧାରରେ ତହସିଲ ପ୍ରଶାସନ ପକ୍ଷରୁ ଏହାକୁ ଉଚ୍ଛେଦ କରାଯାଇଛି । ତହସିଲ […]

Read More Text.
Photo for the news of gosampada

ଲୋପପାଇବାକୁ ବସିଲାଣି ଚାରଣ ଭୂମି, ରାସ୍ତାରେ ବୁଲୁଛନ୍ତି ଗୋ ସମ୍ପଦ

ଆଗରପଡ଼ା :ବନ୍ତ ବ୍ଳକ ଅଂଚଳରେ ଦିନକୁ ଦିନ ଚାରଣ ଭୂମି ଲୋପ ପାଇବାରେ ଲାଗିିଛି । ଗୋ ସମ୍ପଦ ଚାରଣ ଭୂମି ଅଭାବରୁ ରାସ୍ତାରେ ବୁଲୁଛନ୍ତି । ଫଳରେ ବହୁ ସମୟରେ ଏଥିଯୋଗୁଁ ଦୁର୍ଘଟଣା ମାନ ଘଟିବାରେ ଲାଗିଛି । ବନ୍ତ ତହସିଲ ଅଧିନରେ ୨୦୮ଟି ରାଜସ୍ୱ ଗ୍ରାମରେ ଶହଶହ ଏକର ପରିମିତ ଚାରଣ ଭୂମି ଥିବା ବେଳେ ବହୁ ଏକର ପରିମିତ ଗୋଚର ପଡ଼ିଆ ଜବରଦଖଲରେ ରହିଛି । ଚାରଣ ଭୂମିର ଅଭାବରୁ ପ୍ରାଣୀମାନଙ୍କର ସଂଖ୍ୟା […]

Read More Text.
Photo for the news of agarpara barapada road

ଆଗରପଡ଼ା-ବରପଦା ପୂର୍ତ୍ତବିଭାଗ କଂକ୍ରିଟ ରାସ୍ତା ଫାଟି ଦୁଇ ଫାଳ

ଆଗରପଡ଼ା :ଆଗରପଡ଼ା-ବନ୍ତ ଓ ଆଗରପଡ଼ା-ବରପଦା ରାସ୍ତା ନିର୍ମାଣ କାର୍ଯ୍ୟ ଅନୁମୋଦିତ ହୋଇଥିବା ବେଳେ ଏହାର ନିର୍ମଣ କାର୍ଯ୍ୟରେ ବିଳମ୍ବ ପ୍ରସଙ୍ଗକୁ ନେଇ ଗତ ମାର୍ଚ୍ଚ ମାସରେ ସ୍ଥାନୀୟ ବିଧାୟକ ସଂଜୀବ ମଲ୍ଲିକ ବିଧାନସଭାରେ ପ୍ରଶ୍ନ ଉଠାଇବା ସହ ଏହାର କାର୍ଯ୍ୟକ୍ଷମକୁ ନେଇ ବିଭାଗୀୟ ମନ୍ତ୍ରୀଙ୍କ ଉତ୍ତର ଚାହିଁଥିଲେ । ଉକ୍ତ ପ୍ରସଙ୍ଗକୁ ଇତି ମଧ୍ୟରେ ୨ମାସ ବିତିବାକୁ ବସିଥିବା ବେଳେ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ଉକ୍ତ ରାସ୍ତା ଦିନକୁ ଦିନ ବିଗିଡ଼ିବା ସହ […]

Read More Text.
Vote

ସ୍ଥଗିତ ରହିଲା ପଞ୍ଚାୟତ ଉପନିର୍ବାଚନ

ଭୁବନେଶ୍ବର: ସ୍ଥଗିତ ରହିଲା ପଞ୍ଚାୟତ ଉପନିର୍ବାଚନ। ମୌସୁମୀ ପାଇଁ ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ ରହିଥିବା ସୂଚନା ଦେଲେ ରାଜ୍ୟ ନିର୍ବାଚନ କମିସନଙ୍କ ସଚିବ ସନ୍ତୋଷ କୁମାର ଦାଶ । ଆସନ୍ତା ଜୁନ୍ ୨୩ ତାରିଖରେ ହୋଇଥାଆନ୍ତା ପଞ୍ଚାୟତ ଉପନିର୍ବାଚନ । ଏନେଇ ରାଜ୍ୟ ନିର୍ବାଚନ କମିସନ ତରଫରୁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୨୦ ଜିଲ୍ଲାର ୪୩ ସରପଞ୍ଚ, ୨୧ ଜିଲ୍ଲାର ୪୦ ପଞ୍ଚାୟତ ସମିତି ଓ ୨୨ ଜିଲ୍ଲାର ୨୭୨ ୱାର୍ଡ ସଭ୍ୟ ପାଇଁ […]

Read More Text.
Fd

ମୋଦୀଙ୍କ ଫଟୋ ଥିବା ନେକଲେସ ପିନ୍ଧି ଚର୍ଚ୍ଚାରେ ଅଭିନେତ୍ରୀ

ମୁମ୍ବାଇ: ପ୍ରତିବର୍ଷ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଫ୍ୟାସନ ସହିତ ଜଡ଼ିତ କିଛି ନୂଆ ଜିନିଷକୁ ଉପସ୍ଥାପନ କରାଯାଇଥାଏ। ଚଳିତବର୍ଷ ଅଭିନେତ୍ରୀ ରୁଚି ଗୁଜ୍ଜର ପିନ୍ଧିଥିବା ନେକଲେସ  ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଅଭିନେତ୍ରୀ ତଥା ମଡେଲ ରୁଚି ଗୁଜ୍ଜର ୨୦୨୫ ମସିହାରେ କାନ୍ସରେ ଡେବ୍ୟୁ କରିଥିଲେ। ଏଥିରେ ସେ ଭାରତୀୟ କଳାକୃତିକୁ ପ୍ରଦର୍ଶନ କରୁଥିବା ଏକ ବୋଲ୍ଡ ଗୋଲ୍ଡ ଲେହେଙ୍ଗା ପିନ୍ଧିଥିଲେ। ଏଥିସହିତ ରୁଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ଥିବା ଏକ ଆକର୍ଷଣୀୟ ପେଣ୍ଡେଣ୍ଟ ହାର […]

Read More Text.
Jy

ୟୁଟ୍ୟୁବରଙ୍କୁ ଅସ୍ତ୍ର କରିଥିଲା ପାକିସ୍ତାନ, ଭାରତୀୟ ଏଜେଣ୍ଟଙ୍କୁ ଧରାଉଥିଲେ ଜ୍ୟୋତି

ନୂଆଦିଲ୍ଲୀ : ନାମ ଯେମିତି କାମ ତା’ର ବୀପରିତ। ଦେଶକୁ ଜ୍ୟୋତି ଦେଖାଇବା ପରିବର୍ତ୍ତେ ଅନ୍ଧାରରେ ରଖିଥିଲେ। ଶତ୍ରକୁ ଗୁପ୍ତ ସୂଚନା ଦେଇ ଦେଶ ସହ ବିଶ୍ବାସଘାତ କରିଥିଲେ। ଭାରତର ସୁରକ୍ଷାକୁ ବିପଦରେ ପକାଇ ଟଙ୍କା ଏବଂ ବିଳାଶପୂର୍ଣ୍ଣ ଜୀବନଯାପନ ପାଇଁ ପାକିସ୍ତାନର ଗୁପ୍ତଚର ସାଜିଥିଲେ ୟୁଟ୍ୟୁବର ଜ୍ୟୋତି ମଲହୋତ୍ରା। ଆଉ ଆତଙ୍କବାଦୀଙ୍କୁ ସହାୟତା କରୁଥିବା ପାକିସ୍ତାନ ତାଙ୍କୁ ଭାରତ ବିରୋଧରେ ପ୍ରୟୋଗ କରୁଥିଲା। ଭାରତୀୟ ଅଣ୍ଡରକଭର ଏଜେଣ୍ଟଙ୍କୁ ଚିହ୍ନଟ କରିବାରେ ବ୍ୟବହାର କରୁଥିଲା। ୫ ଦିନ […]

Read More Text.
Srewa

ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ରେଜଲ୍ଟ, ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍ ହାର ଅଧିକ

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ରେଜଲ୍ଟ। CHSE କାର୍ଯ୍ୟାଳୟରେ ଘୋଷଣା କଲେ ଗଣଶିକ୍ଷା ମନ୍ତ୍ରୀ। କଳା, ବାଣିଜ୍ୟ, ବିଜ୍ଞାନ, ଧନ୍ଦାମୂଳକ ଶିକ୍ଷା ରେଜଲ୍ଟ ପ୍ରକାଶ ପାଇଛି। ଏଥିସହିତ ଧନ୍ଦାମୂଳକ ପରୀକ୍ଷା ରେଜଲଟ ମଧ୍ୟ ପ୍ରକାଶ ପାଇଛି। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ-ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ ପରିଡ଼ା ସୂଚନା ଦେଇଛନ୍ତି। ସିଏଚସିଇ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି। ପରୀକ୍ଷା ଫଳ ପୁସ୍ତିକା ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉନ୍ମୋଚନ କରିଛନ୍ତି। […]

Read More Text.
Isro chairman

ଭୁବନେଶ୍ବରରେ ISRO ଅଧ୍ୟକ୍ଷ ଡକ୍ଟର ଭି. ନାରାୟଣନ୍

ଭୁବନେଶ୍ବର: ଭୁବନେଶ୍ବରରେ ISRO ଅଧ୍ୟକ୍ଷ ଡକ୍ଟର ଭି. ନାରାୟଣନ୍ ।  ଆଜି ସକାଳେ ସେଣ୍ଟ୍ରାଲ ଟୁଲରୁମ୍ ଆଣ୍ଡ ଟ୍ରେନିଂ ସେଣ୍ଟର ବା CTTC ପରିଦର୍ଶନ କରିଛନ୍ତି ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ ବା ISRO ଅଧ୍ୟକ୍ଷ ଡକ୍ଟର ଭି. ନାରାୟଣନ୍ ।  ଏ ଅବସରରେ ସେ ଅପରେସନ ସିନ୍ଦୂରରେ ନିର୍ଦ୍ଦିଷ୍ଟ ଭାବେ ଇସ୍ରୋର ଭୂମିକା ଥିଲା ତାହା ଜଣାଇ ନଥିଲେ ମଧ୍ୟ ଏବେ ଇସ୍ରୋର ୫୬ ସାଟେଲାଇଟ ଅପରେସନାଲ ଅଛି। ଯାହା ମଧ୍ୟରୁ ଅନେକ ଦେଶର ସୁରକ୍ଷା ପାଇଁ […]

Read More Text.