Kailash mansarovar yatra

ଏବର୍ଷ ୭୫୦ ଜଣ ଯିବେ କୈଳାଶ ମାନସରୋବର

ନୂଆଦିଲ୍ଲୀ: ବେଶ କିଛିବର୍ଷ ବନ୍ଦ ରହିବା ପରେ ଏବର୍ଷ ପୁଣି ଥରେ ଆରମ୍ଭ ହେଉଛି ପ୍ରସିଦ୍ଧ କୈଳାଶ ମାନସରୋବର ଯାତ୍ରା । ଏଥର ଭାରତରୁ ୭୫୦ ଜଣ ତୀର୍ଥଯାତ୍ରୀଙ୍କୁ ଏହି ଯାତ୍ରା ପାଇଁ ଚୟନ କରାଯାଇଛି । ୨୦୨୦ରେ କୋଭିଡ ମହାମାରୀ ଏବଂ ସେବର୍ଷ ଜୁନ ମାସରେ ଭାରତ ଓ ଚୀନ ମଧ୍ୟରେ ହୋଇଥିବା ଗଲଓ୍ବାନ ସଂଘର୍ଷ ପରେ କୈଳାଶ ମାନସରୋବର ଯାତ୍ରା ବନ୍ଦ ଥିଲା । ଏବର୍ଷ ପ୍ରାୟ ୫ ବର୍ଷର ବ୍ୟବଧାନ ପରେ ପୁଣି […]

Read More Text.
Ocjjogc2iqplemzi2qvx

ପାକିସ୍ତାନକୁ କୁହ ଆତଙ୍କବାଦ ବନ୍ଦ କରୁ : ତୁର୍କୀକୁ କହିଲା ଭାରତ

ନୂଆଦିଲ୍ଲୀ : ଭାରତ ବିରୋଧରେ ପାକିସ୍ତାନକୁ ସମର୍ଥନ କରୁଥିବା ତୁର୍କୀକୁ ଏକ କଡ଼ା ବାର୍ତ୍ତା ଦେଇଛି । ତୁର୍କୀକୁ ଭାରତ କହିଛି ଯେ ପାକିସ୍ତାନକୁ କୁହ ସେ ଆତଙ୍କବାଦକୁ ସମର୍ଥନ କରିବା ବନ୍ଦ କରୁ। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ ଗୁରୁବାର କହିଛନ୍ତି ଯେ ଭାରତ ଆଶା କରୁଛି ଯେ ତୁର୍କୀ ପାକିସ୍ତାନକୁ ସୀମାପାର ଆତଙ୍କବାଦକୁ ସମର୍ଥନ ବନ୍ଦ କରିବା ଏବଂ ଆତଙ୍କବାଦୀ ଯନ୍ତ୍ର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦୃଢ଼ ଭାବରେ ଅନୁରୋଧ କରିବ। […]

Read More Text.
Monsoon 1

୨୭ରେ ଲଘୁଚାପ ! ଆଗାମୀ ୨ରୁ ୩ ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବ

ଭୁବନେଶ୍ବର : ଆସୁଛି ଲଘୁଚାପ ! ମେ’ ୨୭ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ଓ ତା’ର ପାଶ୍ୱବର୍ତୀ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ଦୁଇ ଦିନ ଏହା ଆହୁରି ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ଏହାର ପ୍ରଭାବରେ ବିଶେଷ କରି ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ରହିବ। ସମ୍ଭାବ୍ୟ ଲଘୁଚାପ ପ୍ରଭାରରେ ୨୬ ତାରିଖରୁ […]

Read More Text.
Sensex 1710331316 300x169

ପୁଣି ନିମ୍ନଗାମୀ ସେୟାର୍‌ ମାର୍କେଟ: ସେନ୍‌ସେକ୍ସ ୧୦୦୦ ପଏଣ୍ଟ୍‌ ଖସିଲା

ନୂଆଦିଲ୍ଳୀ: ଗତ କିଛି ଦିନ ହେବ ଭାରତୀୟ ସେୟାର୍‌ ବଜାର ଉପର ମୁହାଁ ହୋଇଥିବା ବେଳେ ଗତ ଦୁଇ ଦିନ ହେବ ପୁଣି ନିମ୍ନଗାମୀ ହୋଇଛି। ବୁଧବାର ଦିନ ଘରୋଇ ଷ୍ଟକ୍ ବଜାର ଗଭୀର ନାଲି ରଙ୍ଗରେ ଖୋଲିଥିଲା। ମଙ୍ଗଳବାରର ଲାଭ ପରେ ଏହା ଏକ ତୀବ୍ର ପରିବର୍ତ୍ତନକୁ ସୂଚିତ କରିଛି। ଗୁରୁବାର ଦିନ ମଧ୍ୟ ଭାରତୀୟ ସେୟାର୍‌ ବଜାର ନିମ୍ନଗାମୀ ରହିଛି। ଗୁରୁବାର ଦିନ ପ୍ରାୟ ୧.୦୦ଟାରେ ବିଏସ୍‌ଇ ସେନସେକ୍ସ ୯୭୭.୫୦ ପଏଣ୍ଟ ହ୍ରାସ ପାଇ […]

Read More Text.
Pm modi 1747908125

ଏବେ ମୋଦିର ଶିରାପ୍ରଶିରାରେ ରକ୍ତ ନୁହେଁ ଗରମ ସିନ୍ଦୂର ପ୍ରବାହିତ ହେଉଛି…

ଜୟପୁର : ଏବେ ମୋଦିର ଧମନିରେ କେବଳ ରକ୍ତ ନୁହେଁ, ବରଂ ଗରମ ସିନ୍ଦୂର ପ୍ରବାହିତ ହେଉଛି…….ଏକଥା ଆଜି ପ୍ରଧାନମନ୍ତ୍ରୀ ମୋଦି ନିଜେ କହିଛନ୍ତି। ରାଜସ୍ଥାନର ବିକାନେରରେ ଆୟୋଜିତ ଗୋଟିଏ ରାଲିରେ ପ୍ରଧାନମନ୍ତ୍ରୀ ମୋଦି ପାକିସ୍ତାନ ଉପରେ ମନଇଚ୍ଛା ବର୍ଷିଛନ୍ତି। ସେ ଏପ୍ରିଲ ୨୨ରେ ପହଲଗାମରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଛନ୍ତି ଓ ଏଥିପାଇଁ ପାକିସ୍ତାନ ପ୍ରୟୋଜିତ ଆତଙ୍କବାଦକୁ ଦାୟୀ କରିଛନ୍ତି। ସେହିପରି ପହଲଗାମ ନରସଂହାରର ବଦଲା ନେବାକୁ ଭାରତୀୟ ସେନା କରିଥିବା ଅପରେସନ ସିନ୍ଦୂରକୁ ମୋଦି […]

Read More Text.
E

ଯୁକ୍ତ ୨ ପରୀକ୍ଷାରେ ପୂର୍ଣ୍ଣ ଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶତ ପ୍ରତିଶତ ସଫଳତା

ବାରିପଦା : ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ବାରିପଦା ରଘୁନାଥପୁର ସ୍ଥିତ ପୂର୍ଣ୍ଣ ଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ରେ ଛାତ୍ରଛାତ୍ରୀ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି। ଚଳିତ ବର୍ଷ ବିଦ୍ୟାଳୟ ରେ ମୋଟ୍ ୧୭୧ ଜଣ ପରୀକ୍ଷର୍ଥୀ ପରୀକ୍ଷା ଦେଇଥିଲା ବେଳେ ବିଜ୍ଞାନରେ ୪ ଜଣ ୯୦ପ୍ରତିଶତ ଉପରେ, ୩୪ ଜଣ ୮୦ ପ୍ରତିଶତ ଉପରେ, ପ୍ରଥମ ଶ୍ରେଣୀରେ ୧୨୮ ଜଣ, ଦ୍ୱିତୀୟ ଶ୍ରେଣୀରେ […]

Read More Text.
Img 20250521 wa0176

ଗ୍ରାମବାସୀଙ୍କ ଦ୍ବାରା ଗୋମାଫିଆଙ୍କ ଗୋରୁ ଵୋଝୋଇ ସ୍କୋର୍ପିଓ ଗାଡି ଅଟକ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡରେ ଗୋମାଫିଆଙ୍କ ଦୌରାତ୍ମ୍ଯ ଦିନକୁ ଦିନ ବୃଦ୍ଧି ପାଉଛି  । ପଶୁଧନ ମାଫିଆ ମାନେ ଦିନ ଦ୍ୱିପ୍ରହରରେ ଗୋରୁ ,ଛେଳି ,ମେଣ୍ଢା,କୁକୁଡ଼ା ଚୋରୀ କରି ନେଉଛନ୍ତି । ଚାଷୀମାନେ ସର୍ବସ୍ବାନ୍ତ ହୋଇ  ଯାଉଛନ୍ତି ।ଗୋରୁ , କୁକୁଡ଼ା,ଛେଳି,ମେଣ୍ଢା ରଖିବାକୁ ଲୋକେ ଡରୁଛନ୍ତି । ସୂଚନାଯୋଗ୍ୟ ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଷୁଣ୍ଢଳ ଗ୍ରାମରେ ମଙ୍ଗଳବାର ରାତି ଅଧରେ ଏକ ଷ୍କୋର୍ପିଓ ଗାଡ଼ି ଆସି ଜଣଙ୍କ ଘର ପାଖରେ ଠିଆ ହୋଇଥିଲା ।ସେଥିରୁ ଦୁବୃର୍ତ୍ତ ମାନେ […]

Read More Text.
Ee

ବୈଜ୍ଞାନିକ ହୋଇ ଦେଶର ସେବା କରିବା ପାଇଁ ସଂକଳ୍ପ ବଦ୍ଧ ସ୍ୱାଧୀନ

ବାରିପଦା : କପ୍ତିପଦା ବ୍ଲକ ଅନ୍ତର୍ଗତ ବଡଖଲାଡି ଗ୍ରାମରେ ସାମାଜିକ କର୍ମୀ ଗଦାଧର ବେହେରା ଓ ଶିକ୍ଷୟତ୍ରୀ ମମତାରାଣୀ ପୃଷ୍ଟିଙ୍କ ପୁତ୍ର ସ୍ୱାଧୀନ ୨୦୦୧ ମସିହାରେ ଜନ୍ମଗ୍ରହଣ କରି ପରବର୍ତ୍ତୀ ସମୟରେ ରାଇରଙ୍ଗପୁର ବ୍ଲକର କୁଲେଇଶିଳା ପ୍ରାଥମିକ ବିଦ୍ୟାଳୟରେ, ବାରିପଦାରେ ଏମ କେ ସି ଉଚ୍ଚ ବିଦ୍ୟାଳୟରୁ ଶିକ୍ଷା ଲାଭ କରି ବାଲେଶ୍ୱରରେ ଫକୀର ମୋହନ ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକ ଓ ସ୍ନାତକୋତ୍ତର ଡିଗ୍ରୀ  ହାସଲ କରିଥିଲେ I ପରେ ପରେ ପଞ୍ଜାବ ବିଶ୍ୱବିଦ୍ୟାଳୟରେ ପି […]

Read More Text.
Img 20250521 wa0200

ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ୫ମ ଦିନର ଖେଳ (ଟିମ – ଇ ୪୬ ରନରେ ବିଜୟୀ)

ବାରିପଦା: ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ଓଡିଶା କ୍ରିକେଟ ଏସୋସିଏସନ ଆନୁକୂଲ୍ୟରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସହଯୋଗରେ ଆୟୋଜିତ ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୫ମ ଦିନର ଖେଳରେ ମୟୁରଭଞ୍ଜ କମ୍ବାଇଣ୍ଡ ସ୍କୁଲ ଟିମ – ଇ, ଟିମ – ବି  କୁ ୪୬ ରନରେ ପରାସ୍ତ କରିଥିଲା I ପ୍ରଥମେ ବ୍ୟାଟିଂ କରି ଟିମ- ଇ ୨୦ ଓଭରରେ ୪ ଉଇକେଟ ହରାଇ ୧୩୨ ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ଚନ୍ଦନ […]

Read More Text.
Img 20250521 wa0263

ଓଏଏସ ସଂଘର ସାଧାରଣ ବୈଠକ ଅନୁଷ୍ଠିତ

ବାରିପଦା :  ଆଜି ମୟୂରଭଞ୍ଜ ଜିଲ୍ଲା ଓଏଏସ ସଂଘ ତରଫରୁ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଅତିରିକ୍ତ ଜିଲ୍ଲପାଳ  ଶ୍ରୀ ନେତ୍ରାନନ୍ଦ ମଲ୍ଲିକ ପୌରହିତ୍ୟ କରିଥିଲେ। ଓଏଏସ ଅଫିସର ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ସଠିକ୍ ସମୟରେ ପଦୋନ୍ନତି, ଶ୍ରେଣୀ ଅନୁସାରେ ପଦବୀ, ତୃଣମୂଳ ସ୍ତରରେ କାର୍ଯ୍ୟରତ ବିଡ଼ିଓ ଓ ତହସିଲଦାରଙ୍କର ସୁରକ୍ଷା, କାର୍ଯ୍ୟାଳୟରେ ସୁବ୍ୟବସ୍ଥା, ସ୍ବାସ୍ଥ୍ୟ ବୀମା, ପୁରୁଣା ପେନସନ ଲାଗୁ, କନିଷ୍ଠ ବର୍ଗରେ କାର୍ଯ୍ୟରତ ଅଧିକାରୀଙ୍କର service […]

Read More Text.