୫୫୨ତମ ସନ୍ଥ ଦିବସ ପାଳିତ, କ୍ରାନ୍ତିର କଂସେଇ ସମାଜ ପାଇଁ ଦୂଷଣ ଭୂଷଣ ନୁହଁନ୍ତି
ବାରିପଦା- ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ସ୍ଥାନୀୟ ଗୋପବନ୍ଧୁ ଭବନରେ ସଦ୍ଭାବନା ସମିତି ଆନୁକୂଲ୍ୟରେ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତିଙ୍କ ପ୍ରତକ୍ଷ ତତ୍ଵାବଧାନରେ ୫୫୨ତମ ବାର୍ଷିକ ସନ୍ଥ ଦିବସ ପାଳିତ ହୋଇଯାଇଛି। ସଦସ୍ୟ ଡ ସନ୍ଦିପ କୁମାର ଚାନ୍ଦଙ୍କ ପୌରହିତ୍ୟରେ ପରମ୍ପରା ମତେ ଏ ମାସରେ ଭୂମିଷ୍ଠ ସନ୍ଥ କବୀର ଏବଂ ସନ୍ଥ ତୁକାରାମଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା। ସନ୍ଥବାଣୀ ମତେ କ୍ରାନ୍ତିର କଂସେଇ ସମାଜ ପାଇଁ ଦୂଷଣ ଭୂଷଣ ନୁହଁନ୍ତି […]
Read More Text.